Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୁଜୁରାଟରେ ବିଜେପି ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା, ହତ୍ୟାକାରୀ ଫେରାର
ଅହମ୍ମଦାବାଦ: ଗୁଜୁରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ!-->…
ଅନ୍ତଃବସ୍ତ୍ର ପିନ୍ଧିଥିବାରୁ ଚେନ୍ନାଇର ଜଣେ ନିଟ୍ ଆଶାୟୀଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଲାନି
ଚେନ୍ନାଇ : ଚେନ୍ନାଇର ଗୋଟିଏ ପରୀକ୍ଷା ହଲ୍ରେ ବ୍ରା ବା ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନି। ସେମାନଙ୍କୁ ପରୀକ୍ଷା ହଲରେ ବଳ ପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି।ପରୀକ୍ଷା!-->…
ସୋନିଆଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ
ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ସବୁ ଦଳ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏସବୁ ଭିତରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ!-->…
ମେ’ ୨୩ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଆପ୍ ନେତାଙ୍କୁ ମିଳିନି କୌଣସି ପ୍ରକାରର ଆଶ୍ୱସ୍ତି। ଆଜି ତାଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ। ଅବକାରୀ ନୀତି ଦୁର୍ନୀତି ଘଟଣାରେ!-->…
ଦ କେରଳ ଷ୍ଟୋରି ପଶ୍ଚିବବଙ୍ଗରେ ବି ନିଷିଦ୍ଧ ହେଲା
କୋଲକାତା : ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ ବିଜେପି ପାଣ୍ଠି ଦେଇଥିବା!-->…
କର୍ଣ୍ଣାଟକରେ ମୋଦିଙ୍କ ନିର୍ବାଚନୀ ପ୍ରଚାରକୁ ଶରଦଙ୍କ ନାପସନ୍ଦ
ମୁମ୍ବାଇ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରଚାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏନସିପି ସଭାପତି ଶରଦ ପାୱାର। ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ଧାର୍ମିକ ସ୍ଲୋଗାନ ଦେଇଥିବାରୁ ଶରଦ ପାୱାର ଏପରି କହିଛନ୍ତି। ନିର୍ବାଚନ ବେଳେ ଯଦି!-->…
ନିର୍ବାଚନ ପ୍ରଚାର ପାଇଁ ଡେଲିଭରି ବଏଙ୍କ ସ୍କୁଟରରେ ବସିଲେ ରାହୁଲ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ପାଇଁ ସମସ୍ତ ଦଳର ବରିଷ୍ଠ ନେତାଗଣ ଜୋରଦାର ପ୍ରଚାର ଚଳାଇଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧି ବି ପଛରେ ନାହାନ୍ତି। ସେ ଏକ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି।!-->…
ଭୁବନେଶ୍ବର ସମେତ ଦେଶର ୪୯୯ ସହରରେ ନିଟ୍ ପରୀକ୍ଷା ଦେଲେ ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା।ସୂଚନାଯୋଗ୍ୟ, ଚଳିତବର୍ଷ ଦେଶର ୪୯୯ ସହରରେ ୨୦ଲକ୍ଷ ୮୭ ହଜାର!-->…
ଏକ ସାପକୁ କ୍ଷୀର ପିଆଉଛନ୍ତି ଉଦ୍ଧବ, ଏନସିପିରେ ଯୋଗ ଦେଇପାରନ୍ତି ରାଉତ: ନୀତେଶ ରାଣେ…
ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଚାଲିଥିବା ଲଢେଇକୁ ନେଇ ବିଜେପି ବିଧାୟକ ନୀତେଶ ରାଣେଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ ସଞ୍ଜୟ ରାଉତ ଜୁନ୍ ୧୦ ପୂର୍ବରୁ ଏନସିପିରେ ଯୋଗଦେଇପାରନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଭୂକମ୍ପ!-->…
କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ ପହଞ୍ଚିଲେ ଚାଷୀ ନେତା ରାକେଶ ଟିକାୟତ
ନୂଆଦିଲ୍ଲୀ: ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନକୁ ରବିବାର ଦୁଇ ସପ୍ତାହ ପୂରିଛି। ହେଲେ ଏପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିନାହିଁ। କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ!-->…