Browsing Category

ଦେଶ

କ୍ରେମଲିନ ଉପରେ ହମଲା ଉଦ୍ୟମ: ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୨୪ ମୃତ

ମସ୍କୋ : କ୍ରେମଲିନ ଉପରେ ଆକ୍ରମଣ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କିଭ୍‌ ବିରୋଧରେ ରୁଷ ଆକ୍ରମଣକୁ ଆହୁରି ଜୋରଦାର କରିଛି।ମସ୍କୋ ପକ୍ଷରୁ…

ଶିବସେନା (ୟୁବିଟି)ର ଦାବି: ଯୋଜନାବଦ୍ଧ ଥିଲା ଶରଦ ପାୱାରଙ୍କ ଇସ୍ତଫା

ମୁମ୍ବାଇ : ଶରଦ ପାୱାର ଏନ୍‌ସିପିର ସଭାପତି ପଦରୁ ହଠାତ ଇସ୍ତଫା ଦେଇ ନାହାନ୍ତି। ସେ ଯୋଜନାବଦ୍ଧ ଭାବେ ଏହି ପଦ ତ୍ୟାଗ କରିଛନ୍ତି। ଶରଦ ପାୱାର ଏନ୍‌ସିପିର ସଭାପତି ପଦ ଛାଡ଼ିବାର ଦୁଇ ଦିନ ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପକ୍ଷରୁ କୁହାଯାଇଛି ଏହି କଥା। ଶିବସେନା (ଉଦ୍ଧବ…

ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ

ନୂଆଦିଲ୍ଲୀ : ଭାରତର ଗୋଆରେ ପହଞ୍ଚିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଏସ୍‌ସିଓର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ପ୍ରୋଟକଲ…

ଏଫଆଇଆର ରୁଜୁ, ମିଳିଛି ସୁରକ୍ଷା: ରେସଲରଙ୍କ ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ୩ ଜଣ ମହିଳା ରେସଲରଙ୍କ ଆବେଦନ ଉପରେ ଚାଲିଥିବା ଶୁଣାଣିକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏମାନେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

ନୀତୀଶ କୁମାରଙ୍କ ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଲକ୍ଷ୍ୟ…

ମୋତେ ଓ ମୋ ସ୍ୱାମୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ: ଗୀତ ଫୋଗଟ

ନୂଆଦିଲ୍ଲୀ : ‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ ରେସଲର ଗୀତା ଫୋଗଟ। ତେବେ ପୁଲିସ ତାଙ୍କ କଥାକୁ…

ମଣିପୁର ସ୍ଥିତି ସାଂଘାତିକ: ଦେଖିବା ମାତ୍ରେ ଗୁଳି କରିଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ…

ଇମ୍ଫାଲ : ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା ବିକ୍ଷୋଭକାରୀଙ୍କୁ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ‘ସିବିଆଇ’ର ଜବାବ ଲୋଡ଼ିଲେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ସମ୍ପୃକ୍ତ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଦିଲ୍ଲୀର ଏକ ଅଦାଲତ…

‘ ଆମ ମାମଲାକୁ ଚାପି ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ କ୍ରୀଡ଼ା ମନ୍ତ୍ରୀ ’

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫଦାରୀ ଦାବି କରି ସେମାନେ ନିଜ ଜିଦ୍‌ରେ ଅଡ଼ି ବସିଥିବା ବେଳେ ଷ୍ଟାର…

ବାପା ଝିଅକୁ ଆଦର କରିବା ଭଳି ବିନେଶ ଫୋଗାଟ୍‌ଙ୍କୁ କୋଳେଇ ପକାଇଥିଲି: ବ୍ରଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଜଣେ ବାପା ଝିଅକୁ ଆଦର କରିବା ଭଳି ଥରେ ବିନେଶ ଫୋଗାଟ୍‌ଙ୍କୁ କୋଳାଇ ପକାଇଥିଲେ ବୋଲି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଗୋଟାଏ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ କହିଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହେଉଛି। ଟେଲିଭିଜନ୍‌…