Browsing Category

ଦେଶ

୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ ବ୍ଲକ…

ନୂଆଦିଲ୍ଲୀ :କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ । ଯେଉଁ ଆପ୍ଲିକେସନ ଗୁଡ଼ିକୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ସୂଚନା…

ବନେଟରେ ଲାଖିଥିବା ବ୍ୟକ୍ତିଙ୍କୁ ୩ କିମି ଯାଏ ଘୋଷାଡ଼ି ନେଲେ କାର ଚାଳକ…

ନୂଆଦିଲ୍ଲୀ :ରାଜଧାନୀ ଦିଲ୍ଲୀରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କୁ କାର୍‌ ବନେଟରେ ଲାଖିଥିବା ବେଳେ ତାଙ୍କୁ ଦୀର୍ଘ ୩ କିମି ବାଟ ଘୋଷାଡ଼ି ନେଇଛନ୍ତି ଡ୍ରାଇଭର। ଏହି କାର୍‌ଟି ବିହାର ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। କିନ୍ତୁ ଘଟଣା ବେଳେ ସାଂସଦ ସିଂହ…

ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ଲୁଧିଆନା ଜିଲ୍ଲାର ଗିୟାସପୁରରେ ରବିବାର…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୫,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୦୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର…

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦ଟା ୫୦ ମିନିଟରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ହସପିଟାଲରେ ଭର୍ତ୍ତି…

ମନ୍‌ କି ବାତ୍‌ ର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ

କଟକ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଆଜି ୧୦୦ତମ ଏପିସୋଡ୍‌ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ…

‘ମନ୍‌ କୀ ବାତ୍‌’ ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହୁଆ ମୈତ୍ରଙ୍କ ୨ଟି ପ୍ରଶ୍ନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୨ଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି।ଟୁଇଟ୍‌ କରି ମୈତ୍ର ଲେଖିଛନ୍ତି: ମାନ୍ୟବର…

‘ଆଟମିକ୍‌ ଏନର୍ଜି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର୍‌ ଅଜିତ ମହାନ୍ତି

ନୂଆଦିଲ୍ଲୀ: ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି।ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ…

ଜୋ ବାଇଡେନ୍‌ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ, ସାହସୀ କିନ୍ତୁ ଦାୟିତ୍ବହୀନ: କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ସ୍ବାକ୍ଷର କରିଥିବା ନୂଆ ଆଣବିକ ଅସ୍ତ୍ର ରାଜିନାମା ପ୍ରତି ଚେତାବନୀ ଦେବା ସହିତ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ…

କ୍ଷମତାକୁ ଆସିବା ପୂର୍ବରୁ କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ, ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା:…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସରକାରୀ ବାସଭବନ ନବୀକରଣରେ ଅନିୟମିିତତା ‌ହୋଇଥିବା ଅଭିଯୋଗ ଆସିବା ପରେ ବିବାଦ ତେଜିବାରେ ଲାଗିଛି | କେଜ୍ରିୱାଲ ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ…