Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସପ୍ତାହକ ଭିତରେ କରୋନା ସଂକ୍ରମଣ ୭୯% ବଢ଼ିଲାଣି
ନୂଆଦିଲ୍ଲୀ : ପୁଣିଥରେ ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଆରମ୍ଭ କଲାଣି ମହାମାରୀ କରୋନା। ସ୍ଥିତି ଏପରି ହୋଇଛି ଯେ ସମଗ୍ର ଦେଶରେ କରୋନା ସଂକ୍ରମଣ ସପ୍ତାହକ ମଧ୍ୟରେ ୭୯% ବୃଦ୍ଧି ପାଇଛି। ପୂର୍ବ ରବିବାର ଠାରୁ ଏଇ ରବିବାର ମଧ୍ୟରେ ୩୬ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ!-->…
ଆରଏସ୍ଏସ୍ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି, ତାମିଲନାଡୁର ଆବେଦନ ଖାରଜ…
ଚେନ୍ନାଇ : ତାମିଲନାଡୁରେ ଶୋଭାଯାତ୍ରା କରିବାକୁ ଆରଏସଏସ୍କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଆରଏସଏସ୍ ପକ୍ଷରୁ ତାମିଲନାଡୁରେ ବିଶାଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷମତାସୀନ ଡିଏମକେ ସରକାର ଏହାକୁ ବିରୋଧ କରିଥିଲେ। ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଆଜି!-->…
କଂଗ୍ରେସର ‘ଦଳ ବିରୋଧୀ କାର୍ଯ୍ୟ’ ତାଗିଦ ସତ୍ତ୍ୱେ ଅନଶନ କଲେ ପାଇଲଟ୍
ଜୟପୁର : ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ। ୨୦୧୮ ନିର୍ବାଚନ ବେଳେ କଂଗ୍ରେସ ଯେଉଁ ସବୁ ଦୁର୍ନୀତି ଅଭିଯୋଗ ପୂର୍ବତନ ବିଜେପି ସରକାର ବିରୋଧରେ ଆଣିଥିଲା, ତା’ର ତଦନ୍ତ କରାଯାଉ ନଥିବାରୁ ସଚିନ ପାଇଲଟ ଦିନିକିଆ ଅନଶନ ଆରମ୍ଭ!-->…
ମାଫିଆ ଅତୀକ ଅହମ୍ମଦର ପରିବାର ସହ ସଂପର୍କ ତୁଟାଇଲା ବିଏସପି, କଟିଲା ଶାଇସ୍ତା ପରବିନର ଟିକେଟ୍
ଲକ୍ଷ୍ନୌ : ଉମେଶ ପାଲ ହତ୍ୟା କାଣ୍ଡ ପରେ ମାଫିଆ ଅତୀକ ଅହମ୍ମଦ ଓ ତା ପରିବାରର ସମସ୍ୟା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପ୍ରୟାଗରାଜ କୋର୍ଟ ରାଜୁ ପାଲ ଅପହରଣ ମାମଲାରେ ଅତିକ୍ ଅହମ୍ମଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟ ଅତୀକ୍ ଅହମ୍ମଦ!-->…
ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା…
ନୂଆଦିଲ୍ଲୀ: ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଆଜି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ନିର୍ବାଚନ ଆୟୋଗ!-->…
୩ବର୍ଷ ଦିଲ୍ଲୀ ଭଳି ସହରରେ ରହିଲେ ୭୩%ପର୍ଯ୍ୟନ୍ତ ବଢ଼ିଯିବ କର୍କଟ ରୋଗ ହେବାର ଆଶଙ୍କା
ନୂଆଦିଲ୍ଲୀ: ୩ବର୍ଷ ଦିଲ୍ଲୀ ଭଳି ସହରରେ ରହିଲେ ୭୩%ପର୍ଯ୍ୟନ୍ତ ବଢ଼ିଯିବ କର୍କଟ ରୋଗ ହେବାର ଆଶଙ୍କା। ଅଧିକ ପ୍ରଦୂଷିତ ସହରରେ ବସବାସ କଲେ, ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ଜଣାପଡ଼ିଛି। ୩୩ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ପରେ ଏହି ସୂଚନା!-->…
ରାମ ନବମୀ ହିଂସା ପଛରେ ହ୍ୱାଟସଆପ୍ରେ ଫେକ୍ ନ୍ୟୁଜର ପ୍ରଚାର
ପାଟନା : ରାମ ନବମୀରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାରର ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ବିହାର ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଦୁଇ ସଂପ୍ରଦାୟର ଲୋକ ବ୍ୟାପକ ପୋଡ଼ାଜଳା କରିଥିଲେ। ତେବେ ବିହାରରେ ଘଟିଥିବା ରାମ ନବମୀ ହିଂସା ପଛରେ ଥିବା କାରଣ!-->…
ଖଲିସ୍ତାନୀ ନେତା ଅମ୍ରିତପାଲର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ଗିରଫ
ଚଣ୍ଡୀଗଡ଼ : ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ସିଂହ ଗିରଫ। ଆଜି ପଞ୍ଜାବ ପୁଲିସ୍ର ଗୁଇନ୍ଦା ବିଭାଗ ହୋଶିହାରପୁରରୁ ତାକୁ ଗିରଫ କରିଛି। ଅମ୍ରିଲପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରୀତ ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ!-->…
ପୁଣି ୫,୮୮୦ କରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ବୃଦ୍ଧିର କାରଣ କ’ଣ..?
ନୂଆଦିଲ୍ଲୀ : ପୁଣିଥରେ ଗତ ୨୪ ଘଣ୍ଟାରେ ଦେଶରୁ ୫,୮୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫,୧୯୯କୁ ବୃଦ୍ଧି ପାଇଛି। ତେବେ ଦୈନିକ ପଜିଟିଭିଟି ରେଟ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବେ ଦୈନିକ ଟିପିଆର ୬.୯୧% ଥିବା!-->…
ଅରୁଣାଚଳ ଗସ୍ତକୁ ନେଇ ଚୀନ୍ର ବିରୋଧ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କହିଲେ, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ!-->…