Browsing Category

ଦେଶ

ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ୍‌ ମାଡ଼ କରି ହତ୍ୟା: ୧୮ ଘଣ୍ଟା ପରେ ହଟିଲା ବିକ୍ଷୋଭ

ଜୟପୁର : ରାଜସ୍ଥାନର ବାରମେରରେ ଜଣେ ୪୪ ବର୍ଷୀୟ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ମାଡ଼ ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ତାଙ୍କ ପରିବାର ଲୋକ ଶବକୁ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ…

ପ୍ରୋଜେକ୍ଟ ଟାଇଗରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକାର ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ପହଞ୍ଚି ଜଙ୍ଗଲ ସଫାରୀ କରିଛନ୍ତି। ସେ ହାତୀଙ୍କୁ ଖାଇବାକୁ ଦେବା ସହ ବନ୍ୟଜନ୍ତୁଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସେ ଖୋଲା ଜିପ୍‌ରେ ଜଙ୍ଗଲ ସଫାରୀକୁ ଯାଇ ସବୁ କିଛି…

ଗେହଲଟଙ୍କ ବିରୋଧରେ ଅନଶନ କରିବେ ପାଇଲଟ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପୁଣି ତେଜିଛି। ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…

ଗ୍ୟାଙ୍ଗଷ୍ଟରମାନେ ଏବେ ଛାନିଆ : ଯୋଗୀ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଆଉ ୨ ଜଣ ୨୦୦୬ ମସିହା ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ୟାଣ୍ଟ ଓଦା…

ଦେଶରେ ବଢ଼ିଲା ବାଘଙ୍କ ସଂଖ୍ୟା, ଏବେ ଅଛନ୍ତି ୩୧୬୭…

ନୂଆଦିଲ୍ଲୀ : ଦେଶରେ ବଢ଼ିଛି ବାଘଙ୍କ ସଂଖ୍ୟା। ୨୦୨୨ ବାଘ ଗଣନା ଅନୁଯାୟୀ ଏବେ ଦେଶର ବିଭିନ୍ନ ଜଙ୍ଗଲରେ ମୋଟ ୩୧୬୭ଟି ବାଘ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି।…

ବ୍ୟାନ ହୋଇଥିବା ପିଏଫଆଇର ଆଉ ୨ ସଦସ୍ୟ ଗିରଫ…

ନୂଆଦିଲ୍ଲୀ : ଦେଶ ବିରୋଧୀ କାର୍ଯ୍ୟ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଆଉ ଦୁଇ ବରିଷ୍ଠ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌। ଏହି ଦୁଇ ବ୍ୟକ୍ତି ପିଏଫଆଇର ଆସାମ ୟୁନିଟ ପାଇଁ କାମ କରୁଥିଲେ। ଉଭୟଙ୍କୁ ବାରପେଟା ଅଞ୍ଚଳରୁ ପୁଲିସ୍‌ ଗିରଫ କରିଛି। ଗିରଫ…

ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ପ୍ଲାଷ୍ଟିକ ଗୋଦାମ, ନିଆଁ ଲିଭା ପାଇଁ ୨୫ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଚାହୁଁ ଚାହୁଁ ସାରା ଗୋଡାଉନ୍‌ ଜଳିଗଲା । ସାରା ଅଞ୍ଚଳରେ ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି । ଆକାଶକୁ ଛୁଇଁବା ଭଳି ନିଆଁ ଲାଗିଛି । ଦିଲ୍ଲୀର ଟିକ୍ରି କଲାଣ ଅଞ୍ଚଳରେ ପିଭିସି ମାର୍କେଟରେ ଏହି ଭୟାବହ…

ହାଇଦ୍ରାବାଦରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଦ୍ବିତୀୟ ପର୍ଯ୍ୟାୟରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ବିବିନଗରରେ ‘ଏମ୍‌ସ୍‌’ ସମେତ ତେଲେଙ୍ଗାନାରେ ୧୧,୩୦୦ କୋଟି…

କର୍ଣ୍ଣାଟକରେ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁର୍‌ଙ୍କ ୩୯ ଲକ୍ଷ ଟଙ୍କାର ରୁପା ସାମଗ୍ରୀ ଜବତ କଲା ନିର୍ବାଚନ କମିସନ୍‌

ଦାବଣଗେରେ: ଗୁରୁବାର ମଧ୍ୟରାତ୍ର ପରେ କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ଅନ୍ତର୍ଗତ ହେବ୍ବାଲୁ ଟୋଲ୍‌ ନିକଟ ଚେକ୍‌ ପୋଷ୍ଟ୍‌ରେ ‘ଭାରତର ନିର୍ବାଚନ କମିସନ୍‌’ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଜଯୋକ ବୋନି କପୁରଙ୍କର ବୋଲି କୁହାଯାଉଥିବା ୩୯ ଲକ୍ଷ ଟଙ୍କା ମୂଲ୍ୟର ୬୬ କିଲୋ ଓଜନର ରୁପା ସାମଗ୍ରୀ ଜବତ…

‘ଏନ୍‌ସିଏଫ୍‌’ର ପ୍ରସ୍ତାବ: ୨ୟ ଶ୍ରେଣୀ ପର୍ଯ୍ୟନ୍ତ ରହିବ ନାହିଁ ଲିଖିତ ପରୀକ୍ଷା

ନୂଆଦିଲ୍ଲୀ: ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାରମ୍ପରିକ ଲିଖିତ ପରୀକ୍ଷା ସମ୍ପୂର୍ଣ୍ଣ ଅନୁପଯୁକ୍ତ ମୂଲ୍ୟାୟନ ପଦ୍ଧତି ଏବଂ ତାହା ୩ୟ ଶ୍ରେଣୀରୁ ଆରମ୍ଭ ହେବା କଥା ବୋଲି ‘ନ୍ୟାସ୍‌ନାଲ୍‌ କରିକୁଲମ୍‌ ଫ୍ରେମ୍‌ୱାର୍କ’ (ଏନ୍‌ସିଏଫ୍‌) ଡ୍ରାଫ୍ଟ୍‌ରେ ସୁପାରିସ କରାଯାଇଛି। ଗୁରୁତ୍ବାରୋପ କରି…