Browsing Category

ଦେଶ

ତେଜପୁର ବିମାନଘାଟିରୁ ପ୍ରଥମ କରି ଲଢୁଆ ବିମାନ ‘ସୁଖୋଇ-୩୦’ରେ ଉଡ଼ିଲେ ରାଷ୍ଟ୍ରପତି ମୁର୍ମୁ

ଗୌହାଟି: ଆଜି ଆସାମର ତେଜପୁରସ୍ଥିତ ବାୟୁସେନା ବିମାନଘାଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ କରି ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି। ତେଜପୁରସ୍ଥିତ ଭାରତୀୟ ବାୟୁସେନା ଘାଟିରୁ ଗ୍ରୁପ୍‌ କ୍ୟାପ୍ଟେନ୍‌ ନବୀନ କୁମାର ତିୱାରି ରାଷ୍ଟ୍ରପତି…

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ଉପରେ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଟପିଲା

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା…

ଉଡ଼ନ୍ତା ବିମାନରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରି ନିଶାସକ୍ତ ‘ଇଣ୍ଡିଗୋ’ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ-ବେଙ୍ଗାଲୁରୁ ‘ଇଣ୍ଡିଗୋ’ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା କଥା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍’ ଜାରି କରିଥିବା ପ୍ରେସ୍‌ ବିବୃତିରେ ଉଲ୍ଲେଖ ଅଛି। ପ୍ରେସ୍‌ ବିବୃତି…

ତାଇୱାନ୍‌ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଘୋଷଣା କଲା ଚୀନ୍‌

ବେଜିଙ୍ଗ୍‌: ଆଜିଠାରୁ ତାଇୱାନ୍‌ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଆରମ୍ଭ କରିବ ବୋଲି ଚୀନ୍‌ ଘୋଷଣା କରିଛି। ‘ଦି ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ କହିଛନ୍ତି, ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ୮ରୁ ୧୦ ଏପ୍ରିଲ୍‌ ପର୍ଯ୍ୟନ୍ତ ‘ୟୁନାଇଟେଡ୍‌ ସାର୍ପ…

ଗଣତନ୍ତ୍ର ନୁହେଁ, ବଂଶବାଦ ରାଜନୀତି ବିପଦରେ ଅଛି: ଅମିତ ଶାହ

ନୂଆଦିଲ୍ଲୀ : ‘ଦେଶର ଗଣତନ୍ତ୍ର ବିପଦରେ ନାହିଁ। ବିପଦରେ ଅଛି ବଂଶବାଦ ଓ ଜାତିବାଦ ରାଜନୀତି।’ ଶୁକ୍ରବାର ଉତ୍ତର ପ୍ରଦେଶର କୌଶମ୍ବିରେ କୌଶମ୍ବି ମହୋତ୍ସବକୁ ଉଦଘାଟନ କରିବା ଅବସରରେ ଏହି କଥା କହି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ସେ ଆହୁରି…

କୋଭିଡ୍‌ ଉତ୍ପତ୍ତି ବୁଝି ହେବା ଭଳି ତଥ୍ୟାବଳି ବେଜିଙ୍ଗ୍‌ ପାଖରେ ଅଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ଅନ୍ୟମାନଙ୍କ ଅପେକ୍ଷା କୋଭିଡ୍‌ ଉତ୍ପତ୍ତି ସଂକ୍ରାନ୍ତରେ ଚୀନ୍‌ ପାଖରେ ଅଧିକ ତଥ୍ୟାବଳି ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁନିଶ୍ଚିତ ବୋଲି ଡାକ୍ତର ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ଚୀନ୍‌ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ନ…

ରାହୁଲ୍‌ ଓ ପ୍ରିୟଙ୍କାଙ୍କୁ ଭେଟି ସାରି ଖଡ୍‌ଗେଙ୍କୁ ଭେଟିଲେ ନବଜୋତ୍‌ ସିଦ୍ଧୁ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବାର ଦିନକ ପରେ ଆଜି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଆଜି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଯୋଗାଯୋଗ ଦାୟିତ୍ବରେ ଥିବା ଦଳର ସାଧାରଣ ସଚିବ ଜୟରାମ ରମେଶଙ୍କୁ…

ବିରୋଧୀଙ୍କ ବୈଠକରେ ଯୋଗ ଦେବା ପାଇଁ ଷ୍ଟାଲିନ୍‌ଙ୍କୁ ନିମନ୍ତ୍ରଣ କଲେ ଖଡ୍‌ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାର ବିପକ୍ଷରେ ସମଭାବାପନ୍ନ ବିରୋଧୀ ନେତାମାନଙ୍କୁ ଏକତ୍ର କରି କଂଗ୍ରେସ ଆୟୋଜନ କରିବାକୁ ଯାଉଥିବା ବୈଠକକୁ ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିବା କଥା ବିଶେଷ ସୂତ୍ରରୁ…

ବ୍ୟବହାର ପରେ ଭାଇଙ୍କୁ ବିଜେପି ଫୋଫାଡ଼ିଦେବ: ଅଜିତ ଆଣ୍ଟୋନି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗତକାଲି ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ, ଭି ମୁରଲୀଧରନ ଏବଂ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ…

ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ, ଗାଏବ ହୋଇଗଲା କୁକୁର

ନୂଆଦିଲ୍ଲୀ : ମାତ୍ର ୩ ଦିନ ବ୍ୟବଧାନରେ ଫେରି ଆସିଲା ନୀଳ ପକ୍ଷୀ, କେଉଁଆଡ଼େ ଗାଏବ ହୋଇଗଲା କୁକୁର। ଗତ ୪ ତାରିଖ ସକାଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ମାତ୍ର ଆଜି ସକାଳେ ପୁଣି ଥରେ ଦେଖିବାକୁ ମିଳିଛି ପୁରୁଣା…