Browsing Category

ଦେଶ

ଧରାପଡ଼ୁନି ଅମ୍ରିତପାଲ ସିଂହ, ୧୪ ପର୍ଯ୍ୟନ୍ତ ସମସ୍ତ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ

ଚଣ୍ଡୀଗଡ଼ : ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ଖଲିସ୍ତାନୀ ଆନ୍ଦୋଳନ ନିଆଁ ପୁଣି ଥରେ ଇନ୍ଧନ ଯୋଗାଇ ପଞ୍ଜାବରେ ଅଶାନ୍ତ ସୃଷ୍ଟି କରି ଫେରାର ଥିବା ଅମ୍ରିତପାଲ ସିଂହ ଏଯାଏ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ଅମ୍ରିତପାଲ ସିଂହଙ୍କୁ ଗିରଫ ପାଇଁ ପଞ୍ଜାବ…

ଖ୍ରୀଷ୍ଟିଆନ ମିସନାରିଙ୍କ ତୁଳନାରେ ହିନ୍ଦୁ ସାଧୁସନ୍ଥମାନେ ଅଧିକ ସେବାକାର୍ଯ୍ୟ କରିଛନ୍ତି : ମୋହନ ଭାଗବତ

ଜୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ରାଓ ଭାଗବତ ଆଜି ଜୟପୁରରେ ଆରମ୍ଭ ହୋଇଥିବା ‘ସେବା ସଙ୍ଗମ’ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ସେବା ହିଁ ମଣିଷର ମାନବିକତାର ସ୍ୱାଭାବିକ ଅଭିବ୍ୟକ୍ତି । ଦକ୍ଷିଣ ପ୍ରଦେଶରେ ହିନ୍ଦୁ ଆଧ୍ୟାତ୍ମିକ…

କଂଗ୍ରେସର ସେହି ପୁରୁଣା କାହାଣୀ : ମୋ ରାଜା ବୁଦ୍ଧିମାନ

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେପିରେ ଯୋଗ ଦେଇ କିରଣ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି | ଆନ୍ଧ୍ରପ୍ରଦେଶର ଏହି ଟାଣୁଆ ନେତା କହିଛନ୍ତି ଯେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ଏବଂ…

ଜେଲରୁ ଥାଇ ପିଏମଙ୍କୁ ଚିଠି ଲେ‌ଖିଲେ ସିସୋଦିଆ, କହିଲେ ଭାରତକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ

ନୂଆଦିଲ୍ଲୀ : ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଥାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଟାକ୍‌ କରିଛନ୍ତି। ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପ୍ରସଙ୍ଗ ସରଗରମ ଥିବା ବେଳେ ସିସୋଦିଆ ଜେଲରୁ ଥାଇ ଚିଠିରେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା…

ବଢ଼ୁଛି କରୋନା ସଂକ୍ରମଣ : ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ…

ନୂଆଦିଲ୍ଲୀ : ପୁଣି ବଢ଼ୁଛି କରୋନା ସଂକ୍ରମଣ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ । ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ପୁଡୁଚେରୀ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ସ୍କୁଲରେ ଶିକ୍ଷକ ଓ…

ଧୋନି, ମିତାଲି, ଯୁବରାଜଙ୍କୁ ଆଜୀବନ ସଦସ୍ୟତା ଦେଲା ଏମ୍‌ସିସି

ଲଣ୍ଡନ: ‌ଭାରତ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏହି ଦଳର ସଦସ୍ୟ ଥିବା ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କୁ ମେରିଲିବୋନ୍‌ କ୍ରିକେଟ କ୍ଲବ୍‌ (ଏମ୍‌ସିସି) ଆଜୀବନ ସଦସ୍ୟତା ପ୍ରଦାନ କରିଛି। ଏମାନଙ୍କ ବ୍ୟତୀତ ଦୁଇ ମହିଳା କ୍ରିକେଟର ମିତାଲି ରାଜ ଓ ଝୁଲଣ…

ରାଜଧାନୀ ଦିଲ୍ଲୀରେ ବିରୋଧୀ ସାଂସଦଙ୍କ ତ୍ରିରଙ୍ଗା ଶୋଭାଯାତ୍ରା, ଆଦାନୀ ମାମଲାର ତଦନ୍ତ ଦାବି

ନୂଆଦିଲ୍ଲୀ: ଗୁରୁବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ପରେ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟା ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଦାନୀ ଷ୍ଟକ୍‌ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି…

ମାତ୍ର ୧୨ ମିନିଟରେ ୫୦ଲକ୍ଷ କୋଟିର ବଜେଟ୍ ଅନୁମୋଦନକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରକୁ ଟାର୍ଗେଟ କରିବା ଆରମ୍ଭ କରିଛି ବିରୋଧୀ। କେନ୍ଦ୍ରରୁ ବିଜେପି ସରକାର ହଟାଇବା ପାଇଁ ବିରୋଧୀ ଏକଜୁଟ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଛି। ଏ ମଧ୍ୟରେ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ‘ଜାତୀୟ ଦଳ’ର ମାନ୍ୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ‘ଆପ୍‌’

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି। ‘ଆପ୍‌’ ରାଜ୍ୟ ଯୋଗାଯୋଗ ପ୍ରଭାରୀ ବ୍ରିଜେଶ…

୨୦୨୩ରେ ସିଆରପିଏଫରେ ୧.୩୦ ଲକ୍ଷ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ ପ୍ରାୟ ୧.୩୦ ଲକ୍ଷ କନଷ୍ଟେବଳ ପଦବୀରେ ନୂତନ ନିଯୁକ୍ତି ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି…