Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବଙ୍ଗଳା ଖାଲି କରିବା ପାଇଁ ଆସିଥିବା ନୋଟିସର ଜବାବ ଦେଲେ ରାହୁଲ ଗାନ୍ଧି…
ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରଙ୍କ ପକ୍ଷରୁ ବଙ୍ଗଳା ଖାଲି କରିବାକୁ ସୋମବାର ନୋଟିସ ମିଳିଥିଲା। ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ଘର ଖାଲି କରିବାକୁ ଆସିଥିବା ନୋଟିସର ଜବାବ ଆଜି ରାହୁଲ ଗାନ୍ଧି ଦେଇଛନ୍ତି। ଲୋକସଭା ସଚିବାଳୟର!-->…
ଆଖିବୁଜିଲା ଚିତା ‘ଶାଶା’
ନୂଆଦିଲ୍ଲୀ : କୁନୋ ନ୍ୟାସନାଳ ପାର୍କରେ କମିଲା ଚିତା ସଂଖ୍ୟା। ଆଖିବୁଜିଲା ମାଈ ଚିତା ଶାଶା। ଗତବର୍ଷ ଆଫ୍ରିକା ମହାଦେଶର ନାମ୍ବିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶାର ମୃତ୍ୟୁ!-->…
ଅମ୍ରିତପାଲର ସହଯୋଗୀଙ୍କୁ ମୁକ୍ତ କର, ଅଲ୍ଟିମେଟମ୍ ଦେଲା ଅକାଲ ତଖତ୍
ଚଣ୍ଡୀଗଡ଼ : ଧରାଦେଉନି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ସେ ବର୍ତ୍ତମାନ ସୁଦ୍ଧା ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ନକେଦମ୍ ହୋଇ ସାରିଲାଣି। ଚାରିଆଡେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହାରି ଭିତରେ ପଞ୍ଜାବ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛି ଅକାଲ ତଖତ୍।ଖଲିସ୍ତାନୀ ନେତା ଅମ୍ରିତପାଲ!-->…
ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା: ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ
ଲକ୍ଷ୍ନୌ : ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ। ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ଓରଫ ଅଶରଫକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଶୁଣାଣି ପାଇଁ ଆଜି କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏଥିପାଇଁ ଉଭୟ କୋର୍ଟ ଏବଂ ଜେଲ୍!-->…
ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କଲେ ସାବରକରଙ୍କ ନାତି…
ନୂଆଦିଲ୍ଲୀ : ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ। ମୋଦି ସାଙ୍ଗିଆକୁ ନେଇ ଅପମାନଜନକ ମନ୍ତବ୍ୟ ମାମଲାରେ ପ୍ରଥମେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ସାଂସଦ ପଦ ରଦ୍ଦ ଆଉ ଏବେ ନୂଆ ବିବାଦ। ନିଜେ ରାହୁଲ କହିଥିବା ମନ୍ତବ୍ୟ ପାଇଁ ସେ ହରଡଘଣାରେ ପଡିଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ!-->…
୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି : ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ!-->…
ଆଇପିଏଲ୍ରେ ଓଡ଼ିଆ ଆଙ୍କର୍ କଟକର ଲୋରିଆ ମହାନ୍ତି
କଟକ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍। ପ୍ୟାନେଲ୍ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର!-->…
କଂଗ୍ରେସର ‘କଳା ସାର୍ଟ’ ବୈଠକରେ ‘ତୃଣମୂଳ କଂଗ୍ରେସ’ର ୨ ସଦସ୍ୟଙ୍କ ଆକସ୍ମିକ ଯୋଗଦାନ…
ନୂଆଦିଲ୍ଲୀ: ଲୋକସଭାରୁ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଆଜି ସକାଳେ ସଂସଦରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ହଠାତ୍ ‘ତୃଣମୂଳ କଂଗ୍ରେସ’ର ୨ଜଣ ସଦସ୍ୟ ଯୋଗ ଦେଇଥିଲେ।ସେ ୨ଜଣ ହେଉଛନ୍ତି ପ୍ରସୂନ ବାନାର୍ଜୀ ଓ ଜବାହର୍ ସରକାର।ସୂଚନାଯୋଗ୍ୟ,!-->…
ୟେଦ୍ୟୁରାପ୍ପାଙ୍କ ଘର ଉପରକୁ ପଥରମାଡ଼, ସଂରକ୍ଷଣକୁ ନେଇ ତାତିଲେ ବଞ୍ଜାରା ସଂପ୍ରଦାୟ
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରାପ୍ପାଙ୍କ ଶିବମୋଗାର ଶିକାରୀପୁରସ୍ଥିତ ବାସଭବନ ଉପରେ ଟେକାପଥର ମାଡ଼ ହୋଇଛି । ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜାରା ସମ୍ପ୍ରଦାୟର ଲୋକେ ତାଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ ।!-->…
ନେପାଳରେ ଲୁଚିଛନ୍ତି ଅମୃତପାଲ, ସେଠାରୁ ପଳାୟନ କରିବାକୁ ଅନୁମତି ନଦେବାକୁ ନେପାଳକୁ କହିଲା ଭାରତ…
ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ!-->…