Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲିଭ ଇନ ସମ୍ପର୍କ ପଞ୍ଜୀକରଣ ନେଇ ଆଇନର ବ୍ୟବସ୍ଥା କରାଯାଉ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କଲେ
ନୂଆଦିଲ୍ଲୀ : ପ୍ରେମୀ ଯୁଗଳ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ପଞ୍ଜୀକରଣ କରିବା ଉଚିତ। ଏନେଇ ଆଇନର ବ୍ୟବସ୍ଥା କରାଯାଉ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏପରି ଆବେଦନକୁ ତ୍ରୁଟି ଯୁକ୍ତି!-->…
ବନ୍ଦ ଲଫାପା ବ୍ୟବସ୍ଥା ବନ୍ଦ କରିବାକୁ କହି କେନ୍ଦ୍ର ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ୱାନ ରାଙ୍କ ୱାନ ପେନସନ (ଓଆରଓପି) ମାମଲାର ଶୁଣାଣି କରୁଥିବା ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ସବୁ ପ୍ରସଙ୍ଗରେ ବନ୍ଦ ଲଫାପାରେ ନିଜର ଜବାବ ରଖୁଥିବାରୁ ଏହାକୁ ନାସନ୍ଦ!-->…
କେରଳର ପ୍ରଥମ ତୃତୀୟ ଲିଙ୍ଗ ଆଇନଜୀବୀ : ପଦ୍ମା ଲକ୍ଷ୍ମୀ
ଥିରୁବନନ୍ତପୁରମ୍ : କେରଳକୁ ମିଳିଛି ପ୍ରଥମ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଇନଜୀବୀ। ପଦ୍ମା ଲକ୍ଷ୍ମୀ ଆଇନଜୀବୀ ଭାବେ ମାନ୍ୟ ପାଇବା ସହ ରାଜ୍ୟ ବାର୍ କାଉନସିଲରେ ପଞ୍ଜୀକରଣ କରିଛନ୍ତି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ତାଙ୍କୁ!-->…
ଲାଇକ୍ ଓ ସବସ୍କ୍ରାଇବ୍ କଲେ ମିଳିବ ଟଙ୍କା ! ଲୋଭ ଦେଖାଇ ମହିଳାଙ୍କଠୁ ନେଇଗଲେ ୨ ଲକ୍ଷ
ଅହମ୍ମଦାବାଦ : ସାଇବର ଠକଙ୍କ ଜାଲରେ ଫସିଛନ୍ତି ପୁଣି ଜଣେ ମହିଳା। ଲାଇକ ଓ ସବସ୍କ୍ରାଇବ କଲେ ଟଙ୍କା ମିଳିବ ବୋଲି କହି ଉକ୍ତ ମହିଳାଙ୍କ ଠାରୁ ସାଇବର ଠକ ଲୁଟି ନେଇଛନ୍ତି ୨ ଲକ୍ଷ ଟଙ୍କା। ଠକାମୀରେ ପଡ଼ିଥିବା ଜାଣିବା ପରେ ଗୁଜରାଟର ଘୁମାରେ ରହୁଥିବା ୩୮ ବର୍ଷୀୟ ମହିଳା ଜଣଙ୍କ ବୋପାଲ ପୁଲିସ!-->…
୨୦୨୪ ନିର୍ବାଚନରେ ବିଜେପି ବିରୋଧରେ କାମ ଦେବନି ବିରୋଧୀ ମେଣ୍ଟ : ପ୍ରଶାନ୍ତ
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ବିଜେପିକୁ ୨୦୨୪ରେ ଚେକ ଦେବାକୁ ବିରୋଧୀ ଏକାଠି ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ବିରୋଧରେ ମତ ରଖିଛନ୍ତି ପ୍ରଶାନ୍ତ କିଶୋର ଓରଫ ପିକେ। ସେ କହିଛନ୍ତି ଯେ ୨୦୨୪!-->…
ଜାତୀୟ ପତକାକୁ ଖଲିସ୍ତାନ ସମର୍ଥକଙ୍କ ଅପମାନ, ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ : ସୁଧୁରୁ ନାହାନ୍ତି ଖଲିସ୍ତାନ ସମର୍ଥକ। ବ୍ରିଟେନର ଲଣ୍ଡନରେ ଥିବା ଭାରାତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗା ପତକାକୁ ଅପମାନ କରାଯାଇଛିି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଉକ୍ତ ତ୍ରିରଙ୍ଗା ପତକାକୁ କାଢି ଖଲିସ୍ତାନୀ ପତକା ଲଗାଯାଇଛି। ଏହାକୁ ନେଇ ଭାରତୀୟ ବୈଦେଶିକ!-->…
କେବଳ ସନ୍ଦେହ ବ୍ୟକ୍ତ କରିଛି: ଲଣ୍ଡନ୍ ମନ୍ତବ୍ୟ ଉପରେ ପାର୍ଲାମେଣ୍ଟ୍ ପାନେଲ୍ ବୈଠକରେ ସ୍ପଷ୍ଟୀକରଣ ଦେଲେ ରାହୁଲ୍…
ନୂଆଦିଲ୍ଲୀ: ଲଣ୍ଡନ୍ ଭାଷଣରେ କେବଳ ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରିଥିବା କଥା ଶନିବାର ଦିନ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ‘ପାର୍ଲାମେଣ୍ଟାରି ପାନେଲ୍’ ବୈଠକରେ କହିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।ଭାରତର ‘ଜି-୨୦’ ଅଧ୍ୟକ୍ଷତା ସଂକ୍ରାନ୍ତ ଉକ୍ତ ପରାମର୍ଶଦାତା!-->…
ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି ଯୋଗୀ…
ବାରଣାସୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତ ୬ ବର୍ଷ ମଧ୍ୟରେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି। ଶୁକ୍ରବାର ଦିନ ଯୋଗୀ ୨ ଦିନିଆ ବାରଣାସୀ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଯୋଗୀ କାଶୀ ବିଶ୍ବନାଥଙ୍କୁ ଦର୍ଶନ!-->…
ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍ ଖସି ୧୬ ମୃତ; ୩୦ ଆହତ
ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି।ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର!-->…
ଭଗବାନ ପରୀକ୍ଷା କରୁଛନ୍ତି, ସିସୋଦିଆ ୧୦୦ରୁ ୧୦୦ମାର୍କ ନେଇ ଫେରିବେ: କେଜ୍ରିୱାଲ…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆପ୍, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଗିରଫ ପରଠାରୁ ଆପ୍ ନେତାମାନେ ପ୍ରତ୍ୟେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ!-->…