Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଉଦ୍ଧବଙ୍କୁ ଆଉ ଏକ ଝଟକା: ସିନ୍ଦେଙ୍କ ସହ ହାତ ମିଳାଇବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ
ମୁମ୍ବାଇ: ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି। ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି। ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା!-->…
ଗଗନଯାନ ମିଶନ ତାରିଖରେ ପରିବର୍ତ୍ତନ, ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ
ନୂଆଦିଲ୍ଲୀ : ମାନବଯୁକ୍ତ ପ୍ରଥମ ଗଗନଯାନ ମିଶନର ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ । ପୂର୍ବେ ୨୦୨୨ ଶେଷ ସୁଦ୍ଧା ହିଁ ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏଥିରେ ବିଳମ୍ବ!-->…
ଶିବସେନା ମାମଲାରେ ସୁପ୍ରିମ୍କୋର୍ଟଙ୍କ ବଡ଼ ମନ୍ତବ୍ୟ: ‘ରାଜ୍ୟପାଳ ଅଜ୍ଞ ହୋଇପାରିବେ ନାହିଁ…’
ନୂଆଦିଲ୍ଲୀ: ଶିବସେନା ବିଦ୍ରୋହ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ ଜଣେ ରାଜ୍ୟପାଳ ସତର୍କତାର ସହ କ୍ଷମତା ପ୍ରୟୋଗ କରିବା ଉଚିତ ଏବଂ ଆସ୍ଥା ଭୋଟ ଆହ୍ଵାନ କଲେ ସରକାର ଭାଙ୍ଗିପାରେ ବୋଲି ସଚେତନ ରହିବା ଆବଶ୍ୟକ। କେବଳ ଶାସକ ଦଳ ମଧ୍ୟରେ ମତଭେଦ ଆଧାରରେ ଆସ୍ଥା ଭୋଟ!-->…
କୁକୁର ପାଇଁ ବିବାଦରେ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ : ପୁଣିଥରେ ବିବାଦରେ ଫସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜର କୁକୁର ପାଇଁ ସେ ଆଇନଗତ ଜାଲରେ ପଡ଼ିଛନ୍ତି। ପୂର୍ବରୁ ସେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିଲେ। ସେହିପରି ସେ କାର୍ର ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ। ହେଲେ ଏବେ ସେ ତାଙ୍କ କୁକୁର ପାଇଁ!-->…
ଆଦାନି ବିରୋଧୀ ରାଲିର ବାଟ ଓଗାଳିଲା ପୁଲିସ୍, ଆନ୍ଦୋଳନ ବନ୍ଦ କଲେ ୧୮ ଦଳର ସଦସ୍ୟ
ନୂଆଦିଲ୍ଲୀ : ଆଦାନି ଗ୍ରୁପ ବିରୋଧରେ ତଦନ୍ତ ଦାବି କରି ୧୮ଟି ବିରୋଧୀ ଦଳ ପକ୍ଷରୁ ଆଜି ଆରମ୍ଭ ହୋଇଥିବା ବିକ୍ଷୋଭ ଶୋଭାଯାତ୍ରାର ବାଟ ଓଗାଳିଛି ଦିଲ୍ଲୀ ପୁଲିସ। ଆଜି ମଧ୍ୟାହ୍ନରେ ୧୮ଟି ବିରୋଧୀ ଦଳର ସଦସ୍ୟ ଓ ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।ସେମାନେ ପ୍ରବର୍ତ୍ତନ!-->…
ଡରାଇଲା ଏଚ୩ଏନ୨ ଭାଇରସ: କାଲିଠାରୁ୨୬ ଯାଏ ସ୍କୁଲ ବନ୍ଦ
ପୁଡ଼ୁଚେରୀ : ଜ୍ୱର, କାଶ ଓ ଛିଙ୍କ ଭଳି ସମସ୍ୟା ସୃଷ୍ଟି କରୁଥିବା ଏଚ୩ଏନ୨ ଭାଇରସ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏସବୁ ଭିତରେ ପୁଡୁଚେରୀ ସରକାର ବଡ଼ ପଦକ୍ଷେପ!-->…
ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ଚାଲିଗଲା ୪ ଜଣଙ୍କ ଜୀବନ
ପୁଣେ : ପୁଣେର ବାରାମତୀ ତହସିଲରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଥିବା ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ଚ୍ୟାମ୍ବରଟି ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ରହିଥିଲା। ପ୍ରଥମେ ଏହା ମଧ୍ୟରେ!-->…
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ…
ନୂଆଦିଲ୍ଲୀ : ଏପ୍ରିଲ ମାସରେ ଭାରତରେ ଆୟୋଜିତ ହେବ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍ଏ)ଙ୍କୁ!-->…
‘ଯଦି ମୁଁ ଜେଲ ନଯିବି; ସେମାନେ ମୋତେ ହତ୍ୟା କରିବେ…’ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ କହିଲେ ଇମ୍ରାନ ଖାନ୍
ଲାହୋର/ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିବା ପାଇଁ ପାକିସ୍ତାନ ପୁଲିସର ପ୍ରୟାସକୁ ତାଙ୍କ ସମର୍ଥକମାନେ ଅବରୋଧ କରୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି,!-->…
ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଗିରିରାଜ ସିଂ ଆଜି କଂଗ୍ରେସ ଦଳ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ଢିଲା ସୁରକ୍ଷାକୁ ଦର୍ଶାଇ ଗିରିରାଜ ସିଂ!-->…