Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଦେଶୀମାନେ ‘ପପ୍ପୁ’ଙ୍କୁ ଜାଣନ୍ତି ନାହିଁ; ଜାତୀୟ ଏକତା ପାଇଁ ସେ ବିପଜ୍ଜନକ: କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ
ନୂଆଦିଲ୍ଲୀ: ରାହୁଲ୍ ଗାନ୍ଧୀଙ୍କର କେମ୍ବ୍ରିଜ୍ ଭାଷଣର ଭିଡିଓ ସେୟାର୍ କରି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ବୁଧବାର ଦିନ କହିଛନ୍ତି, ଭାରତର ଏକତା ପ୍ରତି ରାହୁଲ୍ ଅତ୍ୟନ୍ତ ବିପଜ୍ଜନକ ହୋଇଗଲେଣି ଏବଂ ସେ ଭାରତକୁ ଭାଗ ଭାଗ କରିବା ଲାଗି ଜନସାଧରଣଙ୍କୁ ଉସ୍କାଉଛନ୍ତି।ଟୁଇଟ୍ କରି!-->…
ମନ୍ତ୍ରୀଙ୍କ ଦାବି: ମହାରାଷ୍ଟ୍ରରେ ଲକ୍ଷାଧିକ ‘ଲଭ୍ ଜିହାଦ୍’ ମାମଲା
ମୁମ୍ବାଇ: ସମଗ୍ର ରାଜ୍ୟରେ ଏକ ଲକ୍ଷରୁ ଅଧିକ ‘ଲଭ୍ ଜିହାଦ୍’ ମାମଲା ଘଟିଥିବା କଥା ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଢ଼ା ଦାବି କରିଛନ୍ତି।ଆଗକୁ ଯେଭଳି ଶ୍ରଦ୍ଧା ୱାକର୍ଙ୍କ ଭଳି ହତ୍ୟାକାଣ୍ଡ ନ ଘଟେ ସେଥିପ୍ରତି ଏକନାଥ ସିନ୍ଦେ ସରକାର ପ୍ରତିବଦ୍ଧ ଅଛନ୍ତି!-->…
ଉପେନ୍ଦ୍ର କୁଶୱାହାଙ୍କୁ Y+ ସୁରକ୍ଷା…
ପାଟନା : ଜେଡିୟୁରୁ ଅଗଲା ହୋଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ବଢ଼ିଲା ସୁରକ୍ଷା। କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। କୁଶୱାହାଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଜେଡିୟୁରୁ ଭିନ୍ନ ହେବା ପରେ ଉପେନ୍ଦ୍ର କୁଶୱାହାଙ୍କୁ!-->…
ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧର ଆଶଙ୍କା କଲା ଆମେରିକା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ : ଆହୁରି ବଢ଼ିବ ଭାରତ ଓ ଚୀନ୍ ମଧ୍ୟରେ ଥିବା ତିକ୍ତତା। ପରେ ଏହା ଯୁଦ୍ଧର ରୂପ ନେବ। କେବଳ ସେତିକି ନୁହେଁ ପାକିସ୍ତାନ ମଧ୍ୟରେ ବି ସଂଘର୍ଷ ବଢ଼ିବା ସମ୍ଭାବନା ରହିଛି। ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତା’ର ବାର୍ଷିକ ରିପୋର୍ଟରୁ ଏଭଳି କିଛି ଖୁଲାସା କରିଛି। ଯାହା!-->…
୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଇଫିଉ ରିଓ…
ନାଗାଲାଣ୍ଡରେ ବମ୍ପର ବିଜୟ ପରେ ଏନଡିପିପି ଏବଂ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ସିଏମ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପହଞ୍ଚିଛନ୍ତି। ସେ ମଞ୍ଚ ଉପରେ!-->…
‘ବାପାଙ୍କୁ କିଛି ହେଲେ ହଲେଇ ଦେବି ଦିଲ୍ଲୀ ଚୌକି’, ସିବିଆଇକୁ ଲାଲୁ ଝିଅଙ୍କ ଧମକ…
‘ମୋ ବାପାଙ୍କୁ ଲଗାତର ହଇରାଣ କରାଯାଉଛି। ଯଦି ମୋ ବାପାଙ୍କୁ କିଛି ହୁଏ ତେବେ ଦିଲ୍ଲୀର ଚୌକି ଦୋହଲାଇ ଦେବି।’ ଏଭଳି କିଛି ଧମକ ଦେଇଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।
ରେଳବାଇରେ ଚାକିରି ଦେବା ନାଁରେ ଜମି ଦୁର୍ନୀତି ମାମଲାରେ ଆଜି ସିବିଆଇ!-->!-->!-->…
ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୌରଭ ଭରଦ୍ବାଜ ଓ ଆତିଶୀ ମାର୍ଲେନାଙ୍କ ନାମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ…
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୌରଭ ଭରଦ୍ୱାଜ ଏବଂ ଆତିଶୀଙ୍କୁ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଆପ୍!-->…
ମେଘାଳୟର ସିଏମ ଭାବରେ ଶପଥ ନେଲେ କୋନାରଡ ସଙ୍ଗମା…
କୋନାରଡ ସଙ୍ଗମା ଦ୍ୱିତୀୟ ଥର ପାଇଁ ମେଘାଳୟର ସିଏମ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।
ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଫେବୃଆରୀ ୨୭ରେ ମତଦାନ!-->!-->!-->…
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସର୍ଭେ କରାଇଲା କଂଗ୍ରେସ…
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ସର୍ଭେ କରିଛି। ଆଉ ଏହି ସର୍ଭେକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଦାବି କରିଛନ୍ତି ଯେ ସର୍ଭେରୁ ଜଣାପଡିଛି ଯେ ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୨୪ଟି ଆସନ ମଧ୍ୟରୁ ୧୪୦ରୁ ଅଧିକ!-->…
ହୋଲିରେ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବି : କେଜ୍ରିଓ୍ବାଲ୍…
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି ହୋଲି ଉତ୍ସବରେ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବେ ବୋଲି ଘୋଷଣା କରିଛନ୍ତି । ଆପର ଦୁଇ ଶୀର୍ଷ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ!-->…