Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କିଛି କହୁଛନ୍ତି ମୋଦୀ ତୁମର କବର ଖୋଳିବୁ, ଦେଶ କହୁଛି ପଦ୍ମଫୁଲ ଫୁଟିବ: ମୋଦୀ…
ସିଲଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟର ସିଲଂରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକଙ୍କୁ ଯେଉଁମାନଙ୍କୁ ଦେଶ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି,!-->…
ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିର ପକ୍ଷରୁ ହୋଲି ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ…
ମଥୁରା: ଉତ୍ତରପ୍ରଦେଶର ମଥୁରା ହୋଲି ପାଳନ ପାଇଁ ବେଶ ପ୍ରସିଦ୍ଧ | ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିରରେ ହୋଲି ଦିନ ଭକ୍ତମାନେ ସେମାନଙ୍କ ଠାକୁରଜୀ (ଶ୍ରୀକୃଷ୍ଣ) ଙ୍କ ସହ ହୋଲି ଖେଳନ୍ତି | ବର୍ତ୍ତମାନ ହୋଲିର ପର୍ବ ପାଖେଇ ଆସିଛି | ଆଉ ଏହାକୁ ନେଇ ବାଙ୍କବିହାରୀ ମନ୍ଦିର!-->…
ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ…
ନୂଆଦିଲ୍ଲୀ : ଆଜିକୁ ଠିକ୍ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ।!-->…
୬.୨ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ…
ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ!-->…
ବିଶ୍ୱ ବ୍ୟାଙ୍କର ନେତୃତ୍ୱ ନେବେ ଅଜୟ ବାଙ୍ଗା…
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ସେ ୱାଶିଂଟନ ପକ୍ଷରୁ ଶ୍ରୀ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି। ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ!-->…
ମେୟର ନିର୍ବାଚନ ପରେ ଆପ୍କୁ ଝଟକା, ଦଳ ଛାଡ଼ି ବିଜେପିରେ କାଉନସିଲର
ନୂଆଦିଲ୍ଲୀ : ଦିଲ୍ଲୀ ମେୟର ଓ ଡେପୁଟି ମେୟର ସହ ଏମସିଡିକୁ ଦଖଲ କରିଥିବା କ୍ଷମତାସୀନ ଆମ ଆଦ୍ମୀ ପାର୍ଟିକୁ ଝଟକା ଲାଗିଛି। ମେୟର ନିର୍ବାଚନର ପରେ ଆପ ଟିକେଟରେ ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।!-->…
ପବନ ଖେଡା ନିଃସର୍ତ୍ତ କ୍ଷମା ମାଗିଛନ୍ତି, ଏବେ ପୁଲିସ୍ ନିଷ୍କର୍ଷ ପହଞ୍ଚିବ: ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୁରୁବାର ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଆସାମ!-->…
ମୁଣ୍ଡ ଟେକୁଛି ଖଲିସ୍ଥାନୀ ଆନ୍ଦୋଳନ ! ଅମୃତପାଲ ସିଂହ କହିଲେ ଏହାକୁ କେହି ଦବେଇ ପାରିବେ ନାହିଁ
ଚଣ୍ଡୀଗଡ଼ : ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ତଥା ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଭଳି ବିଦ୍ରୋହୀ ନେତା ଭାବେ ଉପସ୍ଥାପିତ କରୁଥିବା ମୁଖ୍ୟ ଅମୃତପାଲ ସିଂହ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ମନରେ ଖଲିସ୍ଥାନୀ ଭାବନା ଛାଇ!-->…
ସିଡବ୍ଲ୍ୟୁସି ପାଇଁ ନିର୍ବାଚନ ହେବନି, ସଦସ୍ୟ ବାଛିବେ ମଲ୍ଲିକାର୍ଜୁନ ଖଡଗେ…
ନୂଆଦିଲ୍ଲୀ : ସିଡବ୍ଲ୍ୟୁସି ତଥା କଂଗ୍ରେସ କାର୍ଯ୍ୟକାଣିଣୀ ପାଇଁ ନିର୍ବାଚନ ହେବନି। ସିଡବ୍ଲ୍ୟୁସି ସଦସ୍ୟ ମାନଙ୍କୁ ନୂଆ କଂଗ୍ରେସ ସଭାପତି ମନୋନିତ କରିବେ। ଏଥିପାଇଁ କଂଗ୍ରେସର ନୂତନ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କଂଗ୍ରେସର ପରିଚାଳନା (ଷ୍ଟିୟରିଂ) କମିଟି!-->…
ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ କାଏମ୍ ରଖିଲେ…
ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍ କୋର୍ଟ କାଏମ୍ ରଖିଛନ୍ତି।ଫଳରେ ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଚ୍ କରିଥିବା!-->…