Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଚାଇନା ଡ୍ରୋନ କିଣି ଚିନ୍ତାରେ ପାକିସ୍ତାନ, ଭଙ୍ଗା-ଦଦରା ମାଲ୍ ପଠାଇଛି ବେଜିଂ…
ଇସ୍ଲାମାବାଦ : ଚୀନରେ ତିଆରି ହୋଇଥବା ସାମଗ୍ରୀ ନିକୃଷ୍ଟ ମାନର ବୋଲି ସମସ୍ତେ ଜାଣନ୍ତି । ଏକଥା ଏବେ ପାକିସ୍ତାନ ଅନୁଭବ କରୁଛି । ଚୀନରୁ ପାକିସ୍ତାନ କୋଟି କୋଟି ଡଲାର ମୂଲ୍ୟରେ କିଣିଥିବା ଡ୍ରୋନ ନିକୃଷ୍ଟ ମାନର ଓ ଠିକ ଭାବେ କାମ କରୁନଥିବା ଜଣାପଡ଼ିବା ପରେ ପାକିସ୍ତାନ ମୁଣ୍ଡରେ ହାତ!-->…
ଆଇପିଏସ୍ ଅଧିକାରୀ ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିବା ଘଟଣାକୁ ନେଇ ତେଜୁଛି ବିବାଦ, ବିନା ପୋଷ୍ଟିଂରେ…
ବେଙ୍ଗାଲୁରୁ: କର୍ଣ୍ଣାଟକର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ବିବାଦ ଖବର ମଧ୍ୟରେ ଦୁହିଁଙ୍କ ବଦଳି ହୋଇଯାଇଥିବା ସୂଚନା ମିଳିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଡି ରୁପା ମୌଦଗିଲ ଓ ଆଇଏଏସ୍ ଅଧିକାରୀ!-->…
କଂଗ୍ରେସ ନେତାଙ୍କୁ ଘାଣ୍ଟୁଛି ଇଡି: ୮ ବର୍ଷରେ ୩ ହଜାରରୁ ଅଧିକ ସର୍ଚ୍ଚ ଅପରେସନ…
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଚଢ଼ାଉକୁ ନେଇ ଏବେ ରାଜନୀତି ଜୋର ଧରିଛି | ନିକଟରେ ଛତିଶଗଡର ରାୟପୁରରେ କଂଗ୍ରେସ ମହାଧିବେଶନର ତିନି ଦିନ ପୂର୍ବରୁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା | ଗତକାଲି ଇଡି କଂଗ୍ରେସ ନେତାଙ୍କ!-->…
ବିଶ୍ବରେ ପରମାଣୁ ଯୁଦ୍ଧର କଳାବାଦଲ : ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିଲା ରୁଷ୍…
ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି । ସୋମବାରଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବାର ଦିନକ ପରେ ରୁଷ ତାହାର ପ୍ରତିକ୍ରିୟା ଦେଇଛି । ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର!-->…
ବେଳେ ବେଳେ ଦେଶର ରାଜନୀତି ବିଦେଶରୁ ହେଉଛି : ବିବିସି ଡକ୍ୟୁମେଣ୍ଟାରି ସମ୍ପର୍କରେ ଜୟଶଙ୍କରଙ୍କ ବୟାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଏହି ଡକ୍ୟୁମେଣ୍ଟାରିର ସମୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ନେଇ ଜାରି!-->…
ବରଦାସ୍ତ ହେଲାନି ରିଜେକ୍ଟ ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ…
ରାୟପୁର : ବାହା ହେବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ଝିଅକୁ ବିଚ୍ ରାସ୍ତାରେ ଛୁରୀରେ ଆକ୍ରମଣ କରାଯାଇଛି। ସେହିପରି ନାବାଳିକାଙ୍କୁ ବିଚ୍ ରାସ୍ତାରେ ଚୁଟି ଧରି ଚଲାଇ ଚଲାଇ ନେଇଛନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ନାବାଳିକାଙ୍କୁ ବ୍ୟକ୍ତି ଜଣଙ୍କ ବିବାହ କରିବାକୁ ଚାହୁଁଥିଲେ। ହେଲେ ସେ!-->…
ଶେଷରେ ଜେଡିୟୁ ଛାଡ଼ିଲେ ଉପେନ୍ଦ୍ର କୁଶୱାହା…
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ବାଏବାଏ କହିଛନ୍ତି ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା। ଜେଡିୟୁରେ ସେ ରହିଥିଲେ ମଧ୍ୟ ବିଭିନ୍ନ ବୟାନ ପାଇଁ ସେ ବିଦ୍ରୋହୀ ଭାବେ ଗଣାଯାଉଥିଲେ। ତଥାପି ସେ ଜେଡିୟୁର ସଂସଦୀୟ ବୋର୍ଡ ସଭାପତି ରହିଥିଲେ। ନୀତୀଶ କୁମାରଙ୍କ ସହ!-->…
ପ୍ରେମିକାକୁ ହତ୍ୟାପରେ ମୃତ ଦେହକୁ ଫ୍ରିଜ୍ରେ ଲୁଚେଇବା ଘଟଣା: ଅଭିଯୁକ୍ତକୁ ପୁଲିସ ଦେଇଥିଲା ମନ୍ତ୍ରଣା…
ନୂଆଦିଲ୍ଲୀ : ଦିଲ୍ଲୀରେ ନିକ୍କି ଯାଦବଙ୍କୁ ହତ୍ୟା କରି ତାଙ୍କ ମୃତ ଦେହକୁ ଫ୍ରିଜ୍ରେ ରଖିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସାହିଲଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କନଷ୍ଟେବଳ ଅଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା!-->…
୨୪ରେ ଟେଲିସ୍କୋପରେ ବି କଂଗ୍ରେସ ଦେଖାଯିବ ନାହିଁ: ଅମିତ୍ ଶାହ…
କୋହିମା : କଂଗ୍ରେସ ନେତା ପୱନ ଖେରାଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଲଟା ଜବାବ ଦେଇଛନ୍ତି। ନାଗାଲାଣ୍ଡରେ ଏକା ରାଲିରେ କଂଗ୍ରେସ ଉପରେ ବର୍ଷି ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ଲୋକେ ଠିକ୍ ଜବାବ ଦେବେ। ୨୦୨୪ରେ କଂଗ୍ରେସ ଏହାର!-->…
ଗୌତମ ଆଦାନୀଙ୍କ ସମ୍ପତ୍ତି ୫୦ ବିଲିୟନ ଡଲାର ତଳକୁ ଖସିଲା…
ନୂଆଦିଲ୍ଲୀ : ଏକଦା ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ଶିଳ୍ପପତି ଗୌତମ ଆଦାନୀଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହଠାତ୍ ସମ୍ପତ୍ତି ବୃଦ୍ଧି କରି ବିଶ୍ୱର ୨ନଂ ଧନୀ ପାଲଟି ଯାଇଥିବା ଆଦାନୀ ଏବେ କ୍ଷତି ସହିବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ!-->…