Browsing Category

ଦେଶ

ଫେବୃଆରୀ ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ…

ନୂଆଦିଲ୍ଲୀ: ଦୁଇ ଥର ସ୍ଥଗିତ ହେବା ପ‌ରେ ଆସିଲା ନୂଆ ତାରିଖ। ଫେବ୍ରୁଆରି ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ମେୟର ଚୟନ ପାଇଁ ଫେବ୍ରୁଆରି ୬ରେ କର୍ପୋରେଟରମାନଙ୍କ ବୈଠକ ଡକାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଇଥିବା…

‘ମୋତେ ଅଧଘଣ୍ଟା ଦିଅ, କେମିତି ବଜେଟ ତିଆରି ହୁଏ କରିକି ଦେଖାଇଦେବି’

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍…

କୃଷି ମନ୍ତ୍ରଣାଳୟ ପାଇଁ ୧,୨୫,୦୩୫.୭୯ ବ୍ୟୟବରାଦ…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ହାତ ବୁଣା ଶାଢ଼ୀ ପିନ୍ଧି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାନ କରିଛନ୍ତି। ବଜେଟରେ କୃଷି ମନ୍ତ୍ରଣାଳୟ ପାଇଁ ୧,୨୫,୦୩୫.୭୯ ବ୍ୟୟବରାଦ କରାଯାଇଛି। ତେବେ ଚାଷୀମାନଙ୍କ ପାଇଁ ବଜେଟରେ କ’ଣ ସବୁ ବ୍ୟବସ୍ଥା ହୋଇଛି?ବଜେଟ ଉପସ୍ଥାନ…

୨୦୨୩ ଶେଷ ସୁଦ୍ଧା ଚାଲିବ ହାଇଡ୍ରୋଜେନ ଟ୍ରେନ୍‌…

ନୂଆଦିଲ୍ଲୀ : ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରେଳବାଇ ପାଇଁ ରେକର୍ଡ ୨.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣର ପୁଞ୍ଜି କେବେ ହେଲେ ରେଳବାଇ ପାଇଁ…

ଶିକ୍ଷା ମନ୍ତ୍ରଣାଳୟକୁ ରେକର୍ଡ ୧.୧୨ ଲକ୍ଷ କୋଟି…

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟରେ ରେଳ ଭଳି ଶିକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ପରିମାଣର ଅର୍ଥ ବ୍ୟୟବରାଦ କରାଯାଇଛି। ବଜେଟରେ ଶିକ୍ଷା ମନ୍ତ୍ରଣାଳୟକୁ ୧,୧୨,୮୯୮.୯୭ କୋଟି ଟଙ୍କା ମିଳିବ ବୋଲି କୁହାଯାଇଛି। ଏହା ସଂ‌ଶୋଧିତ ବଜେଟ ଠାରୁ ଯଥେଷ୍ଟ ଅଧିକ। ଏଯାଏ ଶିକ୍ଷା ମନ୍ତ୍ରଣାଳୟକୁ କେବେ…

ଫେରିଲାନି ରିହାତି : ଟ୍ରେନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଲାଗିଲା ଝଟକା…

ନୂଆଦିଲ୍ଲୀ: ୨୦୨୩-୨୪ ବଜେଟ୍‌ରେ ଭାରତୀୟ ରେଳବାଇ ନିମ‌ନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି। ୨୦୨୩ ଅଗ‌ଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇବା ପାଇଁ ଭାରତୀୟ ରେଳବାଇ…

ଲୋକସଭାରେ ଆଗତ ହେଲା ୪୫ ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ୍…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ, ଧରାପଡ଼ିଲା କଲ୍‌ କରିଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫ ସମୟରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା। ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି।ଖବର…

ଏଥର ବଜେଟ୍‌ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। ଏ ବର୍ଷ ବଜେଟ୍‌ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି। ସେ…

ପେଶାଓ୍ବର ମସଜିଦ ବିସ୍ଫୋରଣ : ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ମିଳିଲା…

ପେଶାଓ୍ବର : ସୋମବାରଦିନ ପାକିସ୍ତାନର ପେଶାଓ୍ବର ସହର ପୁଲିସ ଲାଇନ ଅଂଚଳରେ ଥିବା ମସଜିଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ସ୍ପଷ୍ଟ ହୋଇଯାଇଛି । ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ…