Browsing Category

ଦେଶ

ପାକିସ୍ତାନ ମସଜିଦରେ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୨୮କୁ ବୃଦ୍ଧି, ୧୫୦ ଆହତ

ପେଶାଓ୍ବର : ପାକିସ୍ତାନର ପେଶାଓ୍ବରର ଏକ ସୁରକ୍ଷିତ ଅଂଚଳ ଭାବେ ପରିଚିତ ପୁଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୨୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫୦ ରୁ ଅଧିକ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ…

ମଙ୍ଗଳବାରଠାରୁ ବଜେଟ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ…

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।ଏହି…

ବିବିସି ସିରିଜ୍‌ ନିଷେଧାଦେଶ ବିରୋଧରେ ଆବେଦନ ଉପରେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁପ୍ରିମ୍‌କୋର୍ଟଙ୍କ…

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ଉପରେ ଆଧାରିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ଉପରେ କେନ୍ଦ୍ରର ନିଷେଧାଦେଶକୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଏକ ଯାଚିକା ଆଗତ କରିଛନ୍ତି। ତେବେ, ସୁପ୍ରିମ୍‌କୋର୍ଟରେ…

ଆଜମେର ସରିଫ ଦରଘାରେ ଲଙ୍କାକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଜମେର: ସୋମବାର ଦିନ ଅଜମେର ସରିଫ ଦରଘା ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବରେଲଭି ସମ୍ପ୍ରଦାୟର ସମର୍ଥକମାନେ ନିଜ ସପକ୍ଷରେ ଜୋରରେ ସ୍ଲୋଗାନ ଦେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।ଦରଘାର ଖାଦିମ (ପୃଷ୍ଠପୋଷକ ଏବଂ ସେବକ)…

ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ: ନୀତୀଶ କୁମାର…

ପାଟନା: ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିନା ଆଧାରରେ ଶାସକ ଦଳ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ବିରୋଧରେ ମାମଲା ଆରମ୍ଭ କରିଛି।ନରେନ୍ଦ୍ର ମ‌ୋଦୀଙ୍କ ପ୍ରତି…

ହସପିଟାଲରୁ ଚୋରି ହୋଇଗଲା ଦୁଇ କିଡନୀ, ୩ ପିଲା ସହ ସୁନୀତାଙ୍କୁ ଛାଡ଼ି ଚାଲିଗଲେ ସ୍ୱାମୀ…

ପାଟନା : ବଞ୍ଚିବା ପାଇଁ ଆଉ ଆଶା ନାହିଁ କି ଭରସା ନାହିଁ। କେବଳ ନାମକୁ ମାତ୍ର ଜୀବନ ସହ ସଂଗ୍ରାମ ଜାରି ରହିଛି। ଅସହାୟ ଅବସ୍ଥାରେ ପଡ଼ି ରହି କେଉଁ ଦିନ ଯମ ଆସି ନିଶ୍ୱାସର ଖିଅଟିକୁ ଛିଡ଼ାଇ ଦେବ ତାର ଗଣନା ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଥିଲେ ମଧ୍ୟ ତିନିଟି…

ରାମ ଚରିତ ମାନସ ବହି ପୋଡ଼ିବା ଅଭିଯୋଗରେ ୧୦ ଜଣଙ୍କ ନାମରେ ମାମଲା…

ଲକ୍ଷ୍ନୌ : ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମ ଚରିତ ମାନସ ବହିର ଫଟୋ କପି ପୋଡ଼ିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଗତକାଲି ବୃନ୍ଦାବନରେ ଏହି ଘଟଣା ଘଟିଛି।…

୪,୦୮୪ କିମି ପଦଯାତ୍ରା କରି ସବୁ ରାଜନେତାଙ୍କୁ ପଛରେ ପକାଇଲେ ରାହୁଲ ଗାନ୍ଧି…

ଶ୍ରୀନଗର : ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାର ନାରା ଦେଇ ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧି ନୂଆ ରେକର୍ଡ କରିଛନ୍ତି। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ପଦଯାତ୍ରା ଆଜି କଶ୍ମୀରରେ ଶେଷ ହୋଇଛି। ୧୩୫ ଦିନ ମଧ୍ୟରେ ରାହୁଲ ମୋଟ ୪,୦୮୪ କିମି ରାସ୍ତା…

ଦେଶକୁ ଭାଗ ଭାଗ କରିବା ଲାଗି ଅନେକ ବାହାନା କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ…

ନୂଆଦିଲ୍ଲୀ: ବିଭେଦ ଦର୍ଶାଇ ଦେଶକୁ ଭାଗ ଭାଗ କରିବା ପାଇଁ ଚାଲିଥିବା ବାହାନା ସଂକ୍ରାନ୍ତରେ ସତର୍କ କରାଇ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଜୋର୍‌ ଦେଇ କହିଛନ୍ତି ଯେ, ସେଭଳି ଉଦ୍ୟମ ସଫଳ ହେବନାହିଁ।ଦିଲ୍ଲୀର କ୍ୟାଣ୍ଟନ୍‌ମେଣ୍ଟ୍‌ ଅନ୍ତର୍ଗତ କାରିଆପ୍ପା ଗ୍ରାଉଣ୍ଡ୍‌ରେ…

‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶକୁ ଆମନ୍ତ୍ରିତ ହୋଇଥିଲେ ୨୧ଟି ଦଳ; ୯ଟି ଦଳ ଆସିବେ ନାହିଁ…

ନୂଆଦିଲ୍ଲୀ: ସୋମବାର ଦିନ ହେବାକୁ ଥିବା ‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶରେ ୧୨ଟି ସମଭାବାପନ୍ନ ବିରୋଧୀ ଦଳ ଯୋଗ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।ଏହି ସମାବେଶକୁ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ପରିସ୍ଥିତିକୁ ଚାହିଁ କେତେକ ଦଳ ଏଥିରେ ଯୋଗ…