Browsing Category

ଦେଶ

ଏହି ସହରକୁ ପ୍ରବେଶ କରିବା ମାତ୍ରେ ଦେଖିବେ ବିଶାଳ ଛୁରୀ…

ରାମପୁର: କୌଣସି ସହର ବାବଦରେ ଯଦି ଆମେ ଜାଣିବାକୁ ଚାହିଁଥାଉ ତେବେ ପ୍ରଥମେ ସେଠାକାର ପ୍ରସିଦ୍ଧ ଜିନିଷ ବିଷୟରେ ଆଲୋଚନା କରୁ | ପ୍ରତ୍ୟେକ ସହରର ନିଶ୍ଚିତ ଭାବରେ କିଛି ସ୍ୱତନ୍ତ୍ର ବିଶେଷତା ଅଛି | ଏହିପରି ଗୋଟିଏ ସହର ହେଉଛି ରାମପୁର | ରାମପୁର ବାବଦରେ କହିବାକୁ ଗଲେ ସେଠାରେ ମିଳୁଥିବା…

ଅଯୋଧ୍ୟାକୁ ଅଣାଯାଉଥିବା ସାଢ଼େ ୬କୋଟି ବର୍ଷ ପୁରୁଣା ପବିତ୍ର ପଥରରେ ତିଆରି ହେବ ଭଗବାନ ରାମଲଲାଙ୍କ ପ୍ରତିମା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ରାମଙ୍କ ମନ୍ଦିରରେ ଶ୍ରୀରାମଙ୍କ ବାଳକ ରୂପର ପ୍ରତିମା ରାମଲଲାଙ୍କ ମୂର୍ତ୍ତି ପଥରରେ ନିର୍ମିତ ହେବ। ଏହି ପଥର କୌଣସି ସାଧାରଣ ପଥର ନୁହେଁ, ଏହାର ଐତିହାସିକ, ପୌରାଣିକ, ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ନେପାଳର ମ୍ୟାଗଦି…

୪୪ଦିନର ମଜୁରୀ ଦେବାରେ ସାହାଯ୍ୟ କରନ୍ତୁ; ମୋଦୀଜୀଙ୍କୁ କହିଲେ ଗଣତନ୍ତ୍ର ଦିବସ ପରେଡର ଅତିଥି

ନୂଆଦିଲ୍ଲୀ: ଗୁରୁବାର ଦିନ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ବିଶେଷ କଥା ହେଉଛି ଏଥର ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ଏବଂ କର୍ତ୍ତବ୍ୟ ପଥ ନିର୍ମାଣ କାର୍ଯ୍ୟ ସହ ଜଡିତ ଶ୍ରମିକମାନଙ୍କୁ ପ୍ୟାରେଡ୍ ଦେଖିବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଥିଲା। ସେମାନଙ୍କୁ ଭିଭିଆଇପି…

୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ିଯିବା ମହଙ୍ଗା ପଡ଼ିଲା, ୧୦ ଲକ୍ଷ ଟଙ୍କା ଫାଇନ୍‌…

ନୂଆଦିଲ୍ଲୀ : ଗୋ ଫାଷ୍ଟ ବିମାନ କର୍ତ୍ତୃପକ୍ଷଙ୍କୁ ଆର୍ଥିକ ତଣ୍ଡ । ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ପଳାଇ ଯିବା ମହଙ୍ଗା ପଡ଼ିଛି। ଏହି ଗୁରୁତର ଅବହଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ବିମାନକୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଛି। ଗତ ଜାନୁଆରୀ ୯ ତାରିଖରେ ଘରୋଇ…

ପୁଣି ଆକ୍ରମଣକୁ ଜୋରଦାର କଲା ରୁଷ, ମିସାଇଲ ମାଡ଼ରେ ୧୧ ମୃତ…

ମସ୍କୋ : ପୁଣି ଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର…

ଦୁଇ ପୁଅଙ୍କ ରୋଗ ସମ୍ପର୍କରେ ଟ୍ୱିଟ କରିବା ପରେ ମିଳିଲା ପୂରା ପରିବାରର ମୃତଦେହ…

ଭୋପାଳ : ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଘର ଭିତରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ମିଶି ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଏହି…

ଜେଡିୟୁ ଛାଡ଼ିବାକୁ ଉପେନ୍ଦ୍ର କୁଶୱାହାଙ୍କୁ ନିର୍ଦ୍ଦେଶ ଦେଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ସହଯୋଗୀ ତଥା ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୈତୃକ ସମ୍ପତ୍ତିର ଭାଗ ନ ପାଇବା ଯାଏ ଉପେନ୍ଦ୍ର ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଜେଡିୟୁ ଓ ନୀତୀଶ କୁମାର…

ଦେଶରେ ପୁଲିସ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି: ରାହୁଲ ଗାନ୍ଧି

ଶ୍ରୀନଗର : ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ପକ୍ଷରୁ ଜାରି ରହିଥିବା ଏହି ଯାତ୍ରା ଜମ୍ମୁ ଏବଂ କଶ୍ମୀରିର ବାନିହାଲର କ୍ୱାଜିଗୁଣ୍ଡରେ ୨୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ପାଇଁ ସୁରକ୍ଷା ତ୍ରୁଟିକୁ ଦାୟୀ କରିଛନ୍ତି କଂଗ୍ରେସ…

ଶ୍ରୀନଗରର ଲାଲଚୌକରେ ଉଡ଼ିଲା ତ୍ରିରଙ୍ଗା, ୧୯୯୦ ପରେ ପ୍ରଥମ ଥର ପାଇଁ ଖୋଲା ରହିଲା ଦୋକାନ ବଜାର..

ଶ୍ରୀନଗର : ଧୀରେ ଧୀରେ ଆତଙ୍କବାଦର କଳାପ୍ରଭାବରୁ ମୁକ୍ତ ହେଉଛି କଶ୍ମୀର । ଲୋକମାନେ ବି ଆତଙ୍କବାଦୀଙ୍କ ସମର୍ଥନ ଅପେକ୍ଷା ମୁଖ୍ୟଧାରାରେ ସାମିଲ ହେବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାର ପ୍ରମାଣ ମିଳିଛି ଆଜି ଶ୍ରୀନଗରର ଲାଲଚୌକରେ । କ୍ରମାଗତ ୨ୟ ବର୍ଷ ପାଇଁ ଏଠାରେ ଜାତୀୟ ପତାକା ଉତ୍ତୋଳନ…

ରାଷ୍ଟ୍ରପତି ମୁର୍ମୁ ପତାକା ଉତ୍ତୋଳନ କରିବା ପରେ କର୍ତ୍ତବ୍ୟ ମାର୍ଗରୁ ଆରମ୍ଭ ହେଲା ପରେଡ୍‌…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଜୟ ଛକଠାରୁ ସାଧାରଣତନ୍ତ୍ର ଦିବସ ପରେଡ୍‌ ଆରମ୍ଭ ହୋଇଯାଇଛି। ଏହି ପରେଡ୍‌ ବଜୟ ଛକରୁ ଆରମ୍ଭ ହୋଇ ରେଡ୍‌ ଫୋର୍ଟ ପର୍ଯ୍ୟନ୍ତ ଯିବ। ପରେଡ୍‌ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦିଲ୍ଲୀ ପୁଲିସ୍‌ ପକ୍ଷରୁ…