Browsing Category

ଦେଶ

ସାଇବାବାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୧୦ ଭକ୍ତଙ୍କ ଜୀବନ…

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ-ଶିରିଡ଼ି ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୩୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ…

ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଛନ୍ତି ସ୍ୱାମୀ ବିବେକାନନ୍ଦ; ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ…

କୋଲକାତା: ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ବିଜେପିର ପଶ୍ଚିମବଙ୍ଗ ସାଂସଦ ସୌମିତ୍ର ଖାନ। ସ୍ୱାମୀ ବିବେକାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ସେ କହିଛନ୍ତି।ସ୍ୱାମୀ…

୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ୬ ଏପ୍ରିଲ ଯାଏ ଚାଲିବ ଅଧିବେଶନ…

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।ବଜେଟ ଅଧିବେଶର ସମୟ ୬୬ ଦିନ…

ଭିନ୍ନ ମୋଡ଼, ଅଭିଯୁକ୍ତ କହିଲେ ମୁଁ ନୁହେଁ, ମହିଳା ଜଣକ ନିଜ ସିଟ୍‌ରେ କରିଛନ୍ତି ପରିସ୍ରା…!

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରକୁ ପରିସ୍ରା କରିବା ମାମଲାରେ ଆସିଛି ଭିନ୍ନମୋଡ଼। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯୁବକ ପରିସ୍ରା କରିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବେଶ ହଇଚଇ ହୋଇଥିଲା। କିନ୍ତୁ ଏବେ ମାମଲା ଭିନ୍ନ ମୋଡ଼ ନେଇଛି।…

ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ, ଆଇଏନଏଲଡି ରାଜ୍ୟ ମୁଖ୍ୟଙ୍କ ନାଁରେ ମାମଲା…

ରୋହତକ: ହରିଆଣାର ଝାଜରରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମନଙ୍ଗେ ରାମ ରାଠୀଙ୍କ ପୁଅ ଜଗଦୀଶ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବାକୁ ଜଗଦୀଶଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଇଏନଏଲଡିର ରାଜ୍ୟ ମୁଖ୍ୟ ନାଫେ ସିଂହ ରାଠୀ ଓ ଅନ୍ୟ ୫ ଜଣଙ୍କ ନାଁରେ ପୁଲିସ୍‌…

ଆପ୍‌ ନେତାଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଲା ମହାଠକ ସୁକେଶ…

ନୂଆଦିଲ୍ଲୀ: ଜେଲରେ ଜୀବନ କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥିରେ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାରକୁ ଟାର୍ଗେଟ କରିଛି। ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ…

୧୨ ଦିନ ମଧ୍ୟରେ ଯୋଶୀ ମଠ ୫.୪ ସେମି ଦବିଛି…

ନୂଆଦିଲ୍ଲୀ: ମାଟି ଦବୁଥିବାରୁ ଉତ୍ତରାଖଣ୍ଡରେ ଯୋଶୀ ମଠର ଅବସ୍ଥା ଟଳମଳ ଥିବା ବେଳେ ଏବ ସାଟେଲାଇଟ୍‌ ମାଧ୍ୟମରେ ଆସିଥିବା ତଥ୍ୟ ଅଧିକ ସାଂଘାତିକ୍। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୋଷୀ ମଠ ଏହା ସଂଲଗ୍ନ ଅଞ୍ଚଳ ସ୍ଥାୟିତ୍ୱ ଉପରେ ଭୟଙ୍କର ସଙ୍କଟ…

ଦିଲ୍ଲୀରତାପମାତ୍ରା ଖସିବ ବିଯୁକ୍ତ ୪ ଡିଗ୍ରିକୁ: ବିଶେଷଜ୍ଞ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏବେ ସମଗ୍ର ଉତ୍ତର ଭାରତ ହାଡ଼ଥରା ଶୀତରେ କମ୍ପୁଚି। ଚଳିତ ଜାନୁଆରି ୨୦୨୩ ରାଜଧାନୀ ନୂଆଦିଲ୍ଲୀ ପାଇଁ ସବୁଠାରୁ ଥଣ୍ଡା ଭାବରେ ପରିଣତ ହୋଇଛି। ଏପରିସ୍ଥିତିରେ ନିକଟରେ ଦିଲ୍ଲୀ ବାସୀଙ୍କୁ ହାଡ଼ଥରା ଶୀତରୁ ମୁକ୍ତି ମଳିବାର ସମ୍ଭାବନା ନାହିଁ!ଜଣେ…

ହିଥ୍ରୋ ଏୟାରପୋର୍ଟରେ ମିଳିଥିବା ୟୁରାନିୟମ ପ୍ୟାକେଟ୍ ଆମର ନୁହେଁ : ପାକିସ୍ତାନ…

ଇସ୍ଲାମାବାଦ : ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଧରା ପଡ଼ିଥିବା ୟୁରାନିୟମକୁ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଏହି ୟୁରାନିୟମ ପ୍ୟାକେଟ୍ ପାକିସ୍ତାନରୁ ଆସୁଥିବା କୁହାଯାଉଥିବାରୁ ଏ ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କ ବୟାନ ଆସିଛି । ଏହି ୟୁରାନିୟମ ପାକିସ୍ତାନରୁ ପଠାଯାଇଥିବା ଅଭିଯୋଗ…

ଟିକସକୁ ନେଇ ବିବାଦ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା…

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ବର୍ଦ୍ଧିତ ଟିକସ ନୋଟିସ ବିରୋଧରେ ବମ୍ବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୨-୧୩ ଏବଂ ୨୦୧୩-୧୪ ବର୍ଷ ପାଇଁ ସେଲ୍‌ସ ଟ୍ୟାକ୍ସ (ବିକ୍ରୟ କର)ର ଡେପୁଟି କମିଶନରଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଦୁଇଟି ନୋଟିସକୁ ଚ୍ୟାଲେଞ୍ଜ କରି ଅଭିନେତ୍ରୀ…