Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସୋନିଆ ଗାନ୍ଧିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ସର୍ବେସର୍ବା ସୋନିଆ ଗାନ୍ଧିଙ୍କର ଆଜି ହେଉଛି ଜନ୍ମ ଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଦଳର ବରିଷ୍ଠ ନେତାମାନେ ମଧ୍ୟ ସୋନିଆଙ୍କ ଜନ୍ମଦିନର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର!-->…
୪ ଦିନ ହେଲାଣି ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢ଼ୁଛି ତନ୍ମୟ
ଭୋପାଳ: ଚାରି ଦିନ ହେଲାଣି ଚାଲିଛି ଅପରେସନ ତନ୍ମୟ। ୪୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିବା ୮ ବର୍ଷ ବୟସର ପିଲା ତନ୍ମୟକୁ ଉଦ୍ଧାର ପାଇଁ ସବୁ ପ୍ରକାର କସରତ ଚାଲିଛି। ଏହି ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ ଓ ଏସଡିଆରଏଫ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ!-->…
ଗୁଜୁରାଟରେ ବିଜେପି ଐତିହାସିକ ବିଜୟ ଦିଗରେ ଅଗ୍ରସର
ଗାନ୍ଧିନଗର : ଗୁଜରାଟରେ ଏକ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜେପି । ସର୍ବଶେଷ ସୂଚନା ଅନୁସାରେ ଦଳ ୧୫୮ ଆସନରେ ଆଗୁଆ ରହିଛି । ବିଜେପି କେବଳ ନିଜର ଗଡକୁ ସୁରକ୍ଷିତ ରଖିଛି ତାହା ନୁହେଁ, ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଜୟ ହାସଲ କରିଛି ।
ଗୁଜୁରାଟରେ ଗତ ୧୯୯୫ ମସିହା ପରଠାରୁ!-->!-->!-->…
ହାରିଲେ ଗୁଜରାଟର ଆପ୍ ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅହମଦାବାଦ: ଗୁଜରାଟରେ ପରିବର୍ତ୍ତନର ନାରା ଦେଇ ବିଜେପିକୁ ହରାଇବା ଲକ୍ଷ୍ୟ ରଖିଥିବା ଅରିବନ୍ଦ କେଜ୍ରିୱାଲଙ୍କ ଆପ୍ ସୁପର ଫ୍ଲପ ହୋଇଛି। ଏଠାରେ ଦଳ ୧୦ରୁ ବି କମ ଆସନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଗୁଜରାଟର ଆପ୍ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପ୍!-->…
ପରାଜୟ ସ୍ୱୀକାର କଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର
ଶିମଲା: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରି ନେଇଛି କ୍ଷମତାସୀନ ବିଜେପି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି!-->…
ତାମିଲନାଡୁରେ ବାତ୍ୟା ପାଇଁ ସତର୍କ ସୂଚନା ଜାରି ; ସ୍କୁଲ କଲେଜ ଛୁଟି
ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ହୋଇ ବାତ୍ୟାରେ ପରିଣତ ହୋଇଛି। ବାତ୍ୟାଟି ବର୍ତ୍ତମାନ ଦକ୍ଷିଣ ପୂର୍ବ ତାମିଲନାଡୁର ଚେନ୍ନାଇଠାରୁ ଦକ୍ଷିଣ ପୂର୍ବ ୬୨୦ କିମି ଦୂର ରହିଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ୧୨୩ଟି ଜିଲା ପାଇଁ ହାଇଆଲର୍ଟ ଜାରି!-->…
ପରାଜୟ ନିଶ୍ଚିତ ହେବା ପରେ ‘ପରିବର୍ତ୍ତନ’ ଘଣ୍ଟା ଉଠାଇ ନେଲା କଂଗ୍ରେସ
ଅହମ୍ମଦାବାଦ: ଏପଟେ ଚାଲୁଥିଲା କାଉଣ୍ଟ ଡାଉନ୍, ସେପଟେ ବି ଚାଲୁଥିବା କାଉଣ୍ଟ ଡାଉନ୍। ଅର୍ଥାତ ଗୋଟିଏ ପରେ ଗୁଜରାଟ ବିଧାନ ସଭା ପାଇଁ ନିର୍ବାଚନ ଗଣତି ଚାଲିଥିବା ବେଳେ ସେପଟେ କଂଗ୍ରେସ ପକ୍ଷରୁ ଅହମ୍ମଦାବାଦ ମୁଖ୍ୟାଳୟରେ ଏକ ବଡ଼ ଘଣ୍ଟା ଲଗାଯାଇଥିଲା। ନାରା ଥିଲା ପରିବର୍ତ୍ତନ।!-->…
ଗୁଜରାଟରେ ରେକର୍ଡ ବିଜୟ ଦିଗରେ ବିଜେପି, ହିମାଚଳରେ କଂଗ୍ରେସ ଆଗୁଆ
ନୂଆଦିଲ୍ଲୀ: ଏକଜିଟ ପୋଲ ଓ ବିଭିନ୍ନ ବିଜେପି ନେତା ଗୁଜରାଟ ବିଧାନସଭା ନିର୍ବାଚନ ରେଜଲ୍ଟକୁ ନେଇ କରୁଥିବା ଦାବି ସତ ହେବାକୁ ଯାଉଛି। ଅବ କି ବାର୍ ୧୫୦ ପାର୍ ନାରା ଦେଇ ବିଜେପି ଗୁଜରାଟରେ ନିର୍ବାଚନ ଲଢ଼ୁଥିବା ବେଳେ ଏବେ ଏହା ବାସ୍ତବ ରୂପ ଧାରଣ କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।!-->…
ପାର୍ଲାମେଣ୍ଟରେ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଲୋକସଭାର ୮ ଜଣ ଓ ରାଜ୍ୟସଭାର ୫ ଜଣ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କ୍ରମରେ ଓଡ଼ିଶାର ଦିବଙ୍ଗତ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଲୋକସଭା ଓ ରାଜ୍ୟସଭାରେ!-->…
ଆଉ ଖୋଲିବନି ଆବାସ ପ୍ଲସ୍ ପୋର୍ଟାଲ୍
ନୂଆଦିଲ୍ଲୀ : ପୁନଃ ସର୍ବେକ୍ଷଣ ପାଇଁ ‘ଆବାସ ପ୍ଲସ୍ ପୋର୍ଟାଲ’ ଖୋଲିବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି ବୁଧବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ!-->…