Browsing Category

ଦେଶ

ରାଷ୍ଟ୍ରୀୟ ଗୀତ ବଜାଇବାକୁ କହିଲେ ରାହୁଲ ଗାନ୍ଧି, କିନ୍ତୁ ବାଜିଲା ଆଉ କିଛି

ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ବେଳେ ରାଷ୍ଟ୍ରୀୟ ସଂଗୀତ ଓ ଗୀତକୁ ପରିବେଷଣକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ପୂରା କ୍ୟାମେରାରେ ଏହି ଘଟଣା କଏଦ ହେବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି। ଭିଡିଓକୁ ଦେଖିବା ପରେ କଂଗ୍ରେସ…

ଜେଲରେ ଥିବା ଆପ୍‌ ନେତାଙ୍କୁ କୋର୍ଟ ଝଟକା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ସେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଅଗ୍ରାହ୍ୟ ହୋଇଯାଇଛି। ଜୈନଙ୍କ ବ୍ୟତୀତ ଏହି ଘଟଣାର ଦୁଇ ସହ…

ଶବକୁ ୩୫ ଖଣ୍ଡ କରିବାକୁ ଲାଗିଥିଲା ୧୦ ଘଣ୍ଟା, ବିୟର ପିଇବାକୁ ନେଇଥିଲା ବ୍ରେକ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୁମ୍ବାଇ ଝିଅ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ତାଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଷ୍ଟ କରିବାକୁ ୩୫…

ସିନ୍ଦେ ଫେରିବା ପରେ ଗୋମୂତ୍ରରେ ବିଶୋଧନ ହେଲା ଠାକରେ ସ୍ମାରକୀ

ମୁମ୍ବାଇ: ଗୋମୂତ୍ରରେ ବିଶୋଧନ ହେଲା ବାଲାସାହେବ ଠାକରେଙ୍କ ସ୍ମାରକୀ। ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ମାରକୀ ନିକଟକୁ ଯାଇ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଠାକରେଙ୍କ ସ୍ମାରକୀ ନିକଟକୁ ଯାଇଥିବାରୁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଗୋମୂତ୍ର ଦ୍ୱାରା…

ସିବିଆଇ ପରେ ଟିଏମସି ନେତା ଅନୁବ୍ରତଙ୍କୁ ବାନ୍ଧିଲା ଇଡି

କୋଲକାତା: ଗୋରୁ ଚୋରାଚାଲାଣ ଘଟଣାରେ ପଚରାଉଚରା କରିବା ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବରୁ ସିବିଆଇ ତାଙ୍କୁ ସମ୍ମାନ ଘଟଣାରେ ପଶ୍ଚିମବଙ୍ଗର ବୀରଭୂମିରୁ ଗିରଫ କରିଥିଲା। ଅନୁବ୍ରତ ହେଉଛନ୍ତି ବୀରଭୂମି ଟିଏମସିର ସଭାପତି। …

ଲିଭ ଇନ ପାର୍ଟନରଙ୍କୁ ହତ୍ୟା: ଅଫତାବର ହେବ ମିଛ ଧରା ପରୀକ୍ଷା, ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନରଙ ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା। ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍‌ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା। ଏଥିପାଇଁ ଆଜି ଦିଲ୍ଲୀର…

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ନାବାଳକ ନୁହେଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଲୋମହର୍ଷଣକାରୀ ଘଟଣାର ଜଣେ ଅଭିଯୁକ୍ତ ପୂର୍ବରୁ ନିଜକୁ ନାବାଳକ ବୋଲି କହି ଚାଲିଥିଲା। ହେଲେ ସୁପ୍ରିମକୋର୍ଟ ଉକ୍ତ ଅଭିଯୁକ୍ତକୁ ନାବାଳକ ନୁହେଁ, ବରଂ ସାବାଳକ ବୋଲି…

ବିଦ୍ରୋହ ଯୋଗୁ ରାଜସ୍ଥାନ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ

ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ପଦ…

ହେଡଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହରାଇବେ ୧୦୦ କୋଟି ଯୁବା!

ପ୍ୟାରିସ: ସାମ୍ନାକୁ ଆସିଛି ଚକିତ କରିବା ଭଳି ଗୋଟିଏ ରିପୋର୍ଟ। ଯୁବଗୋଷ୍ଠୀ ଏବେ ଅନେକ ସମୟରେ ବିଭିନ୍ନ ପ୍ରକାରର ହେଡଫୋନ୍ସ ବ୍ୟବହାର କରି ସବୁବେଳେ ଗୀତ ଶୁଣୁଛନ୍ତି କିମ୍ବା କଥା ହେଉଛନ୍ତି। ସେହିପରି ଜୋରରେ ନାଚଗୀତ ପରିବେଶଣ ହେଉଥିବା ସ୍ଥାନ ଗୁଡ଼କରେ ପାର୍ଟି ବି କରୁଛନ୍ତି। ଏହାର…

ବାଲି ହେନ୍ତାଳବନରେ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ଜି୨୦’ର ଅନ୍ୟାନ୍ୟ ନେତା

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ‘ତାମାନ ହୁତାନ ରାୟା ନୁରା ରାଇ’ ହେନ୍ତାଳବନକୁ ଯାଇ ହେନ୍ତାଳ ଚାରା ରୋପଣ କରିଛନ୍ତି।ରୋପଣ ନିମନ୍ତେ ପ୍ରତି ନେତାଙ୍କୁ ଗୋଟିଏ ଲେଖାଏଁ ହେନ୍ତାଳ ଚାରା ଦିଆଯାଇଥିଲା। ଏହା ପରେ ନେତାମାନେ ଚାରା ଥିବା ‘ଫିଡ୍‌…