Browsing Category

ଦେଶ

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲା, ଦିଲ୍ଲୀ ପୋଲିସର କ୍ରାଇମ୍ ସିନ୍ ରିକ୍ରିଏଟ୍, ମେହରୁଲି ଜଙ୍ଗଲରେ ଛାନବିନ୍

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ । ଅଭିଯୁକ୍ତ ଆଫତାବ୍ ଅମିନ ପୁନାଓ୍ବାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୋଲିସ ଛାନବିନ୍ କରିବା ସହିତ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଅଭିଯୁକ୍ତ ପ୍ରେମିକ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ…

ଗୁଜରାଟ ବିଧାନସଭା ନିର୍ବାଚନ; ଝଗଡ଼ିଆ ଆସନରୁ ପିତା-ପୁତ୍ର ଲଢେଇ

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ପିତା-ପୁତ୍ର ଲଢେଇ । ଝଗଡ଼ିଆ ବିଧାନସଭା ଆସନରେ ବାପା-ପୁଅ ମଧ୍ୟରେ ହେବ ଟକ୍କର । ଭାରତୀୟ ଟ୍ରାଇବାଲ୍ ପାର୍ଟି (ବିଟିବି)ର ସଂସ୍ଥାପକ ଛୋଟୁ ଭସାଭା ସୋମବାର ନିଜ ପୁଅ ମହେଶ ଭସାଭାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ…

୨୦୨୩ ଚୀନ୍‌କୁ ଟପିବ ଭାରତ, ୮୦୦ କୋଟି ଟପିବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ,୧୫/୧୧: ବିଶ୍ୱରେ ଲଗାତାର ଭାବେ ବଢ଼ି ଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିଯିବ । ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ମିଲେନିୟମ୍ କମ୍ପାନୀମାନଙ୍କରେ ଜାରି ରହିଛି କର୍ମଚାରୀ ଛଟେଇ ପର୍ବ । ଟ୍ବିଟର, ମେଟା ପରେ ଏହି କଷ୍ଟ କିଟିଂ ଧାଡ଼ିରେ ଯୋଡ଼ି ହୋଇଛି ଅନ୍‌ଲାଇନ ମାର୍କେଟିଂ କମ୍ପାନୀ ଆମାଜନ । ଇ-କମର୍ସ କମ୍ପାନୀ ନିଜର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯୋଜନା କରୁଛି । ପ୍ରାୟ ୧୦…

ମିଜୋରାମ ପଥର ଖାଦାନ ଭୁଶୁଡ଼ିବା ଘଟଣା, ୮ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଦବି ରହିଛନ୍ତି ୪ଜଣ

ଆଇଜଲ: ମିଜୋରାମ୍ ପଥର ଖାଦାନ ଭୟଙ୍କର ଦୁର୍ଘଟଣାରେ ୮ଜଣଙ୍କ ମୃତଦେହ ଉଦ୍ଧାର । ଆହୁରି ୪ଜଣ ଶ୍ରମିକ ଏବେ ବି ମାଟି ଅତଡ଼ା ତଳେ ଦବି ହୋଇ ରହିଛନ୍ତି । ଶ୍ରମିକମାନଙ୍କୁ ମାଟି ତଳୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ଏସଡିଆରଏଫ, ବିଏସଏଫ ଏବଂ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର…

ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଫଟୋ ସେୟାର୍‌…

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ…

ଅଦନାନଙ୍କ ପାକିସ୍ତାନ ଛାଡ଼ିବା ପଛରେ ରହିଛି ବଡ଼ ରହସ୍ୟ, ଖୋଲିଯିବ କି ପାକିସ୍ତାନର ଅସଲ ମୁଖା

ନୂଆଦିଲ୍ଲୀ: ଅଦନାନଙ୍କ ପାକିସ୍ତାନ ଛାଡ଼ିବା ପଛରେ ରହିଛି ବଡ଼ ରହସ୍ୟ। ଖୋଲିଯିବ କି ପାକିସ୍ତାନର ଅସଲ ମୁଖା। ଟି-୨୦ ବିଶ୍ବକପରେ ପାକିସ୍ତାନ ହାରିବା ପରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଦନାନ ସାମୀ କରିଥିବା ଟ୍ବିଟକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରୁ ଆସି ଭାରତର…

ଇସ୍ତାନବୁଲ ବିସ୍ଫୋରଣ : ଆତଙ୍କବାଦୀ ସଂଗଠନ ଦେଇଥିବା ବୋମା ରଖିଥିଲେ ସିରିଆନ ମହିଳା

ଇସ୍ତାନବୁଲ: ବୋମା ବିସ୍ଫୋରଣରେ ରବିବାର ତୁର୍କିର ଇସ୍ତାନବୁଲ ସହରର ଟାକସିମ ଅଞ୍ଚଳ ଥରି ଉଠିଥିଲା। ଟାକସିମ ଅଞ୍ଚଳର ଇସ୍ତିକଲାଲ ଷ୍ଟ୍ରିଟରେ ଏହି ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଗୁରୁତର ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀଙ୍କଠାରୁ…

VLC ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଲା, ଏବେ କରିହେବ ଡାଉନଲୋଡ୍‌

ନୂଆଦିଲ୍ଲୀ: ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଛି। ଏବେ ୟୁଜର୍ସମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। କିଛି ମାସ ତଳେ ଭାରତ ସରକାର ଭିଏଲସି ଉପରେ ରୋକ ଲଗାଇଥିଲେ। ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ବ୍ୟାନକୁ ହଟାଇ ଦେଇଛି। ବ୍ୟାନ…