Browsing Category

ଦେଶ

କୁଳାଧିପତି ପଦରୁ ରାଜ୍ୟପାଳଙ୍କୁ ବିଦା କରିବାକୁ ବଡ଼ ପଦକ୍ଷେପ ନେଲେ କେରଳ ସରକାର

ଥିରୁଅନନ୍ତପୁରମ: ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ କେରଳରେ କ୍ଷମାସୀନ ବାମଦଳ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଏବେ ଆଉ ପାଦେ ଆଗେଇଛି। କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ ହସ୍ତକ୍ଷେପ କରୁଥିବାରୁ ତାଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର।ବିଶେଷ କରି ତାଙ୍କୁ…

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଦେଶର ସିଜେଆଇ ଭାବେ…

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

ୱାଶିଂଟନ: ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର। ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ପ୍ରଥମ ଏସିଆ ମହାଦେଶର ମୂଳ ମହିଳା ଭାବେ ଏହି ପଦ…

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସେ ପାର୍ଟଟାଇମ ମୁଖ୍ୟମନ୍ତ୍ରୀ କହି କଟାକ୍ଷ କରିଛନ୍ତି। ମିନାକ୍ଷୀ କହିଛନ୍ତି ଯେ, ଯେଁ ମୁଖ୍ୟମନ୍ତ୍ରୀ ରାଜନୈତିକ ପର୍ଯ୍ୟଟକ ଭାବେ…

୩ ମାସ ପରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ଶେଷରେ ଜାମିନ ମିଳିଛି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର…

ବିବାହ ବିଚ୍ଛେଦ ପ୍ରସଂଗରେ ପ୍ରତିକ୍ରିୟା ରଖିଲେ ସାନିଆ ମିର୍ଜା !

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଗୋଟିଏ ସମୟରେ ଏହି ଦୁଇ କ୍ରୀଡ଼ାବିତ୍‌ଙ୍କ ସଂପର୍କ କ୍ରୀଡ଼ା ଦୁନିଆରେ…

କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’

ବାଙ୍ଗାଲୋର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସତୀଶ ଲକ୍ଷ୍ମଣରାଓ ଜାରକିହୋଲି ‘ହିନ୍ଦୁ’ ଶବ୍ଦକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ହିନ୍ଦୁ ଏକ ଭାରତୀୟ ଶବ୍ଦ ନୁହେଁ, ଏହା ପର୍ସିଆରୁ ଆସିଛି। ଏହାର ଅର୍ଥ ମଧ୍ୟ ଅତି କଦର୍ଯ୍ୟ ବା ‘ଭୟଙ୍କର’। ନିଜ…

ନୂଆ ରୂପରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନୂଆ ରୂପରେ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ପ୍ରତିଦିନ ରାହୁଲ ଗାନ୍ଧିଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି। ଗୁରୁ ନାନକ ଜୟନ୍ତୀ ଅବସରରେ ପୁଣି ଥରେ ରାହୁଲଙ୍କ ନୂଆ ରୂପ ଦେଖିବାକୁ ମିଳିଛି। ଏଥିରେ ଚିହ୍ନିବା ମୁସକିଲ ହୋଇପଡିଛି।ମହାରାଷ୍ଟ୍ରରେ…

କେଜ୍ରିୱାଲଙ୍କୁ ମହାଠକର ଚେତାବନୀ, ଉସକାଇଲେ ଖୋଲିଦେବି ଗୁମର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଏକ ଜେଲ୍‌ରେ ସଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଜେଲ୍‌ରେ ଥାଇ ଗୋଟିଏ ପରେ ଗୋଟିଏ ଚିଠି ଜରିଆରେ ଅନେକ ବିସ୍ଫୋରକ ତଥ୍ୟ ଦେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

ବିଜେପି ଟିକେଟ ପାଇବେ କଂଗ୍ରେସ ଛାଡ଼ିଥିବା ହେଭିୱେଟ!

ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପରବର୍ତ୍ତୀ…