Browsing Category

ଦେଶ

‘ଭାରତଯୋଡ଼ୋ ଯାତ୍ରା ବନ୍ଦ କରି ରାହୁଲ ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ’

ପାଣାଜୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ଫୋକସ କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ କହିଛନ୍ତି…

ତାଲିବାନର ‘ପଥର ଦଣ୍ଡ’ ପୂର୍ବରୁ ଜୀବନ ହାରିଦେଲେ ମହିଳା

କାବୁଲ: ତାଲିବାନର ନିଷ୍ଠୁର ଦଣ୍ଡ ପୂର୍ବରୁ ଜୀବନ ହାରିଛନ୍ତି ଜଣେ ମହିଳା। ତାଲିବାନ ତାଙ୍କୁ ସର୍ବମସମ୍ମୁଖରେ ପଥର ମାଡ଼ କରି ଦଣ୍ଡ ଦେବାକୁ ଯୋଜନା କରିଥିଲା। ହେଲେ ମହିଳା ଜଣଙ୍କ ଏହା ପୂର୍ବରୁ ହିଁ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇ ନେଇଛନ୍ତି। ମହିଳା ଜଣଙ୍କ ଦୋଷ ହେଲା ସେ ଜଣେ…

କେସିଆର ଦଳର ଏମପିଙ୍କୁ ଧରିଲା ଇଡି, ୮୦.୬୫ କୋଟି ଟଙ୍କା ଆଟାଚ

ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଡାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)। ସୋମବାର ଇଡି କେସିଆରଙ୍କ ଦଳ ଟିଆରଏସର ଜଣେ ଏମପି ଇଡି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସୋମବାର ଇଡି ଟିଆରଏସ ଏମପି ନାମା ନାଗେଶ୍ୱର ରାଓଙ୍କ ବ୍ୟାପକ ସମ୍ପତ୍ତି ଉପରେ…

ସଲମାନ୍‌ ଖାନ ନିଶା ନିଅନ୍ତି, ଆମୀର ଖାନ୍‌ଙ୍କ କଥା ଭଗବାନ ଜାଣନ୍ତି: ରାମଦେବ

ଲକ୍ଷ୍ନୌ: ନିଶା କାରବାର ଏବଂ ନିଶା ସେବନକୁ ନେଇ ଯୋଗ ଗୁରୁ ରାମଦେବ ବଲିଉଡ୍‌ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଛନ୍ତି। ୟୁପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଦେବ ବିବାଦୀୟ ବୟାନ ଦେଇଛନ୍ତି। ସିନେମା ଅଭିନେତାମାନେ ନିଶା ସେବନ କରନ୍ତି। ଖାଲି ସେତିକି ନୁହଁ ତାଙ୍କ ପିଲାମାନେ ମଧ୍ୟ…

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ, ଉଦ୍ଧବଙ୍କୁ ମିଳିଲା ଫାଇଦା

ମୁମ୍ବାଇ: ମହାରାଷ୍ଟ୍ରର ଅନ୍ଧେରୀ ପୂର୍ବ ଉପ ନିର୍ବାଚନ ପୂର୍ବରୁ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏହି ଆସନରେ ଉଦ୍ଧବ ଠାକରେଙ୍କ ଶିବସେନା ଦେଇଥିବା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଋତୁଜା ଲଟକେଙ୍କୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରାର୍ଥୀ କରିଥିବା ବେଳେ ତାଙ୍କ…

୯ ତାରିଖରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ତାଙ୍କ…

୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଧରାପଡିଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ: ଲାଞ୍ଚ ଦେଇ ଧରା ପଡିଲେ ପୂର୍ବତନ ମନ୍ତ୍ରୀ। ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରାଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ମଧ୍ୟ ଚାଲିଛି। ଏହି କାର୍ଯ୍ୟାନୁଷ୍ଠାନରୁ…

ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଏବଂ ଏବେ ଜଣେ ଇଟାଲୀୟା ତାଙ୍କ ମାଙ୍କୁ ଅପମାନ କରିଛନ୍ତି: ଅନୁରାଗ ଠାକୁର

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଆମ ଆଦମୀ ପାର୍ଟି(ଆପ) ଅସମ୍ମାନ କରିବା ନେଇ ବିଜେପି ପକ୍ଷରୁ କଡ଼ାସମାଲୋଚନା କରାଯାଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବେ ଆପକୁ ନିଶାନା କରିଛନ୍ତି। ଗୁଜରାଟରେ ଏକ…

ହସପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ହସପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି।…

କଲେଜ କ୍ୟାମ୍ପସରୁ ଧରାପଡ଼ିଲା ବାଘ

ଭୋପାଳ: ସପ୍ତାହେ ହେଲା ଆତଙ୍କ ସୃଷ୍ଟି କରୁଥିଲା। କଲେଜ କ୍ୟମ୍ପସରେ ଚହଳ ସୃଷ୍ଟି କରିଥିଲା। ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟଭୀତ ଅବସ୍ଥାରେ ଥିଲେ। ତେବେ ଥରହର ସୃଷ୍ଟି କରିବା ପରେ ଶେଷରେ ଜାଲରେ ପଡ଼ିଥିଲା ବାଘ।  ଭୋପାଳ ମୌଲାନା ଆଜାଦ୍‌ ଜାରତୀୟ ବୈଷୟିକ ଅନୁଷ୍ଠାନ କ୍ୟାମ୍ପସ ପରିସରରେ   …