Browsing Category

ଦେଶ

ନୋଟବନ୍ଦୀ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ନୋଟବନ୍ଦୀର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ଏସ୍. ଅବଦ୍ଦୁଲ ନଜିର, ଜଷ୍ଟିସ ବିଆର୍ ଗବଇ, ଜଷ୍ଟିସ ଏଏସ୍ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିବି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । …

ଆଞ୍ଚଳିକ ଭାଷାର ବୋର୍ଡ ଲଗାଇ ନଥିବାରୁ ୫୨୨ ଦୋକାନକୁ ନୋଟିସ

ମୁମ୍ବାଇ: ମହାରାଷ୍ଟ୍ରର ଆଞ୍ଚଳିକ ଭାଷାର ବୋର୍ଡ ଲଗାଇ ନଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ (ବିଏମସି) ୫୨୨ଟି ଦୋକାନ ଓ ପ୍ରତିଷ୍ଠାନକୁ ନୋଟିସ କରିଛି। ଏମାନେ ରାଜ୍ୟର ଆଞ୍ଚଳିକ ଭାଷା ମରାଠୀକୁ ଗୁରୁତ୍ୱ ଦେଇ ନଥିଲେ। ଏପରି କରି ସେମାନେ ମହାରାଷ୍ଟ୍ର ଦୋକାନ ଓ ପ୍ରତିଷ୍ଠାନ…

ଖାଡଗେଙ୍କ ସମର୍ଥକଙ୍କ ସହ ମାରପିଟ ଆଶଙ୍କା: ଦୁଇ ଥର ଥରୁରଙ୍କ ୟୁପି ଗସ୍ତ ବାତିଲ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର ବାଧ୍ୟ ହୋଇ ଦୁଇ ଦିନରେ ଦୁଇଥର ନିଜର ଉତ୍ତର ପ୍ରଦେଶ ଗସ୍ତ ବାତିଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟର ରାଜଧାନୀ ଲକ୍ଷ୍ନୌ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା…

ନରବଳି ଘଟଣା: ମଣିଷ ମାଂସ ରାନ୍ଧି ଖାଇଥିଲେ, ମୃତଦେହକୁ ୫୬ ‌ଖଣ୍ଡ କରିଥିଲେ

ଥିରୁଅନନ୍ତପୁରମ: ରାତାରାତି ଧନୀ ହେବା ପାଇଁ କେରଳରେ ନରବଳି ଦିଆଯିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। କେରଳ ଜଣେ ଦମ୍ପତି ଦୁଇ ମହିଳାଙ୍କ ବଳି ଦେଇଥିବା ବେଳେ ଏହା ପଛରେ ଜଣେ ଏଜେଣ୍ଟ ରହିଛି। ପୁଲିସ ସେମାନଙ୍କୁ ଗିରଫ କରିବା ପରେ ଅତ୍ୟନ୍ତ ଲୋମହର୍ଷଣକାରୀ ଓ ଭୟଙ୍କର ତଥ୍ୟ ସାମ୍ନାକୁ…

ମୋତେ ଦୁର୍ବ୍ୟବହାର କରିବାର ଦାୟିତ୍ବ କଂଗ୍ରେସ ଏବେ ଅନ୍ୟଜଣଙ୍କୁ ଦେଇଛି; ଏଭଳି କହି ଆପକୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି। ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସୋମବାର ଗୁଜରାଟର ଭରୁଚରେ ଅନେକ ପ୍ରକଳ୍ପର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ…

ପୂଜାର୍ଚ୍ଚନା ପରେ ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଉ‌ଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ…

ଶିବସେନାର ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇ ଖଣ୍ଡା ଓ ଢାଲ ଚିହ୍ନ

ନୂଆଦିଲ୍ଲୀ: ଉଦ୍ଧବ ଠାକେରଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କୁ ଆଜି ନିର୍ବାଚନ କମିଶନ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଶିବସେନାକୁ ଦୁଇ ଖଣ୍ଡା ଓ ଢାଳ ଚିହ୍ନ ମିଳିଛି। ଏହି ଚିହ୍ନରେ ତାଙ୍କ ଦଳ…

ଫେସବୁକର ମୂଳ କମ୍ପାନୀ ମେଟା ଏବେ ରୁଷରେ ଆତଙ୍କବାଦୀ ସଂଗଠନ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଆଜି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଟେକ୍‌ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର…

୧୬ ଦଳିତଙ୍କୁ ବନ୍ଦୀ କରି ନିର୍ଯାତନା, ମାଡ଼ ଯୋଗୁ ଗର୍ଭବତୀ ହରାଇଲେ ସନ୍ତାନ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଚିକ୍କାମାଗାଲୁରୁ ଜିଲ୍ଲାରେ ୧୬ ଜଣ ଦଳିତ ଲୋକଙ୍କୁ ବନ୍ଦୀ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ବିଜେପିର ଜଣେ ଦୃଢ଼ ସମର୍ଥକ ନିଜ କଫି ବଗିଚାରେ ବେଶ କିଛି ଦିନ ଧରି ଦଳିତ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ କରି ଅକଥନୀୟ ନିର୍ଯାତନା ଦେଇଛନ୍ତି।…

ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଘଟଣାକୁ ନେଇ ସିବିଆଇକୁ ମଧ୍ୟ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରସଙ୍ଗରେ ଏହି ନୋଟିସ କରାଯାଇଥିବା ବେଳେ, ଘଟଣାକୁ ନେଇ କେଉଁ…