Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତାମିଲନାଡୁରେ ବାଣ ବିସ୍ଫୋରଣ: ୧୬ ମୃତ, ଅନେକ ଗୁରୁତର
ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା!-->…
ଶ୍ରୀନଗର ଏୟାରପୋର୍ଟରୁ ୨ ଆମେରିକୀୟ ନାଗରିକଙ୍କୁ ଗିରଫ କଲା ପୋଲିସ, ସାଟେଲାଇଟ୍ ଫୋନ୍ ଜବତ
ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର କରିଛି । ସେମାନେ ଆମେରିକାର ମାଣ୍ଟାନା!-->…
ପୁଷ୍କର ଘାଟିରେ ୧୫୦ ଫୁଟ ତଳକୁ ଖସିଲା ବସ୍: ୨ ମୃତ, ୧୨ରୁ ଅଧିକ ଆହତ
ଆଜମେର : ରାଜସ୍ଥାନ ଆଜମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜମେର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥ ସ୍ଥଳ ପୁଷ୍କର ପାହାଡରୁ ଅନିୟନ୍ତ୍ରିତ ହୋଇ ଖସିଲା ବସ୍ । ଫଳରେ ଦୁଇ ଜଣକ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
ଇଟାଲୀରେ ୨ ଭାରତୀୟଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । !-->…
ଚାରଧାମ ଯାତ୍ରା ଆରମ୍ଭ, ଖୋଲିଲା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ କପାଟ
ଉତ୍ତରାଖଣ୍ଡ ; ଉତ୍ତରାଖଣ୍ଡର ପବିତ୍ର ଚାରଧାମ ଯାତ୍ରା ୨୦୨୬ ଆଜିଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ଆଜି ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହାସହିତ ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି ସହିତ ଜଡିତ ଚାରଧାମ ଯାତ୍ରା ଆରମ୍ଭ ହେବ ।!-->…
ହର୍ମୁଜ ପାର୍ ଉଦ୍ୟମ ବେଳେ ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼
ନୂଆଦିଲ୍ଲୀ : ହୋଇପାରୁନି ବୁଝାମଣା। ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ। ୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶଦ୍ଦ ଶୁଣିବାକୁ ମିଳିଛି। କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୁଣି ହର୍ମୁଜ ପ୍ରଣାଳୀ ଉପରେ ଇରାନ୍!-->…
ମେ ୨୦ ସୁଦ୍ଧା ୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା !
ନୂଆଦିଲ୍ଲୀ : ଏଆଇ ପାଇଁ ଚାକିରି ହରାଇବେ କର୍ମଚାରୀ। ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ଗ୍ଲୋବାଲ୍ ଟେକ୍ ଜାଏଣ୍ଟ ମେଟା ଆଉ ଏକ ବଡ଼ ଧରଣର ଛଟେଇ ପାଇଁ ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ମେଟା ମେ ୨୦ ତାରିଖଠାରୁ ଏହାର ବିଶ୍ୱସ୍ତରୀୟ କର୍ମଚାରୀଙ୍କୁ ପ୍ରାୟ ୧୦ ପ୍ରତିଶତ!-->…
ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
ନୂଆଦିଲ୍ଲୀ: ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କାଟ ଖାଇବା ପରେ ବିଜେପି ମହିଳା ମୋର୍ଚ୍ଚା କଂଗ୍ରେସ ବିରୋଧରେ ପ୍ରତିବାଦ କରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରିଛି ମହିଳା ମୋର୍ଚ୍ଚା।
ଦିଲ୍ଲୀ!-->!-->!-->…
ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ କଲା ଇରାନ
ତେହେରାନ: ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର!-->…
ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ମିଳିଲା Z ସିକ୍ୟୁରିଟି
ବିହାର : ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ହେଲା!-->…