Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିରିଆ ଉପକୂଳରେ ଡଙ୍ଗାବୁଡ଼ି ୭୧ ମୃତ
ଦମାସ୍କସ୍ : ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।ଏହି ଡଙ୍ଗାଟି ଉତ୍ତର ଲେବାନନର ମିନିଆରୁ ବାହାରିଥିଲା ଓ ୟୁରୋପ ଅଭିମୁଖେ!-->…
ଘୃଣା ଅପରାଧ: କାନାଡା ଯାଉଥିବା ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତ
ନୂଆଦିଲ୍ଲୀ: କାନାଡାରେ ରହୁଥିବା ଓ ସେଠାକୁ ପାଠପଢ଼ିବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ସତର୍କ ରହିବାକୁ ଆଜି ଭାରତ ସରକାର ପରାମର୍ଶ ଦେଇଛନ୍ତି। ଘୃଣା ଅପରାଧ ବା ହେଟ କ୍ରାଇମ ସଂଖ୍ୟା ଆଶାତୀତ ବଢ଼ୁଛି। ସେହିପରି ସାଂପ୍ରଦାୟକି ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ କାନାଡାରେ ବଢ଼ୁଥିବାରୁ!-->…
ଉଦ୍ଧବଙ୍କୁ ବଡ ଆଶ୍ବସ୍ତି: ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ବମ୍ବେ ହାଇକୋର୍ଟ ଦେଲେ ଅନୁମତି
ମୁମ୍ବାଇ: ଶେଷରେ ଉଦ୍ଧବଙ୍କୁ ମିଳିଲା ଶିବାଜୀ ପାର୍କ | ଉଦ୍ଧବଙ୍କ ଶିବସେନାକୁ ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ଆଜି ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ | କୋର୍ଟ!-->…
ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ମିଳିବନି ଆଗୁଆ ବେଲ୍: ପାସ୍ ହେଲା ବିଲ୍
ଲକ୍ଷ୍ନୌ: ମହିଳା ଓ ଶିଶୁ ବିରୋଧୀ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ଯୋଗୁ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶରେ ଆଜି କୋଡ ଅଫ କ୍ରିମିନାଲ ପ୍ରୋସିଜର(ସଂଶୋଧନ) ବିଲ୍ ୨୦୨୨ ପାରିତ ହୋଇଛି। ମହିଳା ଓ ଶିଶୁ ବିରୋଧୀ!-->…
ଅମ୍ବାନୀ-ଆଦାନୀଙ୍କ ମଧ୍ୟରେ ‘ନୋ ପୋଚିଂ’ ଏଗ୍ରିମେଣ୍ଟ୍ !
ମୁମ୍ବାଇ: ଏସିଆର ଦୁଇ ଧନୀ ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ ଏକ ‘ନୋ ପୋଚିଂ’ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ ଆଦାନୀ ଗ୍ରୁପ୍ କର୍ମଚାରୀମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାମ କରିପାରିବେ ନାହିଁ କିମ୍ବା ଆଦାନୀ ଗ୍ରୁପ ମୁକେଶ ଅମ୍ବାନୀଙ୍କ କମ୍ପାନୀରେ କାମ କରିଥିବା!-->…
ଜୟଶଙ୍କରଙ୍କୁ ପଚାରିଲେ ମୋଦି – ଆପଣ ଜାଗ୍ରତ ଅଛନ୍ତି କି?
ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ନ୍ୟୁୟର୍କ ଗସ୍ତରେ ଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରିବା ସହ!-->…
ଅଭିନେତା ମହେଶଙ୍କୁ ୫.୪ କୋଟିର ଚୁନ ଲଗାଇ ଓକିଲ ଫେରାର
ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ମହେଶ କୁମାର ଠକାମୀର ଶିକାର ହୋଇଛନ୍ତି। ଜଣେ ଓକିଲ ତାଙ୍କୁ ବିଭିନ୍ନ ଆଳ ଦେଖାଇ ୫.୪ କୋଟି ଟଙ୍କା ଠକି ନେଇଛନ୍ତି। ଗୋଟିଏ ଜମି ବିବାଦ ମାମଲାରୁ ସୁରକ୍ଷା ପାଇବା ପାଇଁ ମହେଶ ହରିଆଣାର ଜଣେ ଓକିଲଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦେଇଥିଲେ। ହେଲେ ସେ!-->…
ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଲଗାତାର ୧୦ ଦିନ ଶୁଣାଣି ଚାଲିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ ପ୍ରତିପକ୍ଷ ରାୟ ଏବଂ ତଥା ଏଥିରେ ଧାର୍ମିକ ପ୍ରସଙ୍ଗ ଏବଂ ପିଏଫଆଇର ଭୂମିକାକୁ ନେଇ ଶୁଣାଣି ହୋଇଥିଲା।!-->…
ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ !
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଗେହଲଟ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସଚିନ ପାଇଲଟଙ୍କୁ ମିଳିବ। ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ!-->…
ଶିଳ୍ପ ପାଇଁ ଗଞ୍ଜେଇ: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ
ଡେରାଡୁନ: ଶିଳ୍ପ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ପାଇଁ ଆରମ୍ଭ ହୋଇଛି ଉତ୍ପାଦନ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଗଞ୍ଜେଇ ଶିଳ୍ପକୁ ଅନୁମତି ଦେଇଛି। ୬ ବର୍ଷ ତଳେ ଉତ୍ତରାଖଣ୍ଡରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳିଥିଲା। ଏଠାରେ ଇଣ୍ଡଷ୍ଟ୍ରିଆଲ ହେମ୍ପ ବା ନିଶା ଉପାଦାନ କମ ଥିବା ତଥା!-->…