Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି।!-->…
କଂଗ୍ରେସର ‘ଭାରତ ଜୋଡ଼ ଯାତ୍ରା’ ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ: ବିଜେପି କହିଲା ପରିବାର ଜୋଡ଼ କରୁଛି…
ନୂଆଦିଲ୍ଲୀ: ପରିବାରବାଦକୁ ନେଇ ବିଜେପି କଂଗ୍ରେସକୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ କଂଗ୍ରେସ କିନ୍ତୁ ଏହି ମୋହରୁ ବାହାରିପାରୁନି। ସୋନିଆ ରାହୁଲଙ୍କ ପରେ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କର ଏଣ୍ଟ୍ରି ହୋଇଥିଲା। ଏବେ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ବି ଦଳରେ ସାମିଲ୍ କରିବାକୁ!-->…
ପଞ୍ଜାବରେ ସରକାରୀ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ଭଗୱନ୍ତ ମାନ୍ !
ଚଣ୍ଡୀଗଡ: ସେପ୍ଟେମ୍ବର ମାସ ଆରମ୍ଭ ହୋଇ ଛଅ ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବର ଭଗୱନ୍ତ ମାନ୍ ସରକାର ନିଜ କର୍ମଚାରୀଙ୍କୁ ଅଗଷ୍ଟ ମାସର ଦରମା ଦେଇପାରିନାହାଁନ୍ତି। ଏହି କାରଣରୁ ପଞ୍ଜାବରେ ରାଜ୍ୟ ସରକାର ଅର୍ଥ ଅଭାବ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଆଲୋଚନା!-->…
ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ସକାଶେ ସେପ୍ଟେମ୍ବର ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ!-->…
ଉଜ୍ଜେୟିନୀରେ ଆଲିଆ-ରଣବୀରଙ୍କୁ କଳା ପତକା ପ୍ରଦର୍ଶନ
ଭୋପାଳ: ବିବାଦରେ ରଣବୀର-ଆଲିଆ । କଲେ ନାହିଁ ମହାକାଳଙ୍କ ଦର୍ଶନ । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କରାଗାଲ ବିରୋଧ । 'କଳା ପତକା ଦେଖାଇବା ସହ ଜୟ ସୀତାରାମ ସ୍ଲୋଗାନରେ ଦେଲେ ବିକ୍ଷୋଭକାରୀ । ପ୍ରାୟ ୨ ଘଣ୍ଟା କାଳ ମନ୍ଦିର ଚାରିପଟେ ଦେଖିବା ପାଇଁ ମିଳିଥିଲା ହଙ୍ଗାମା ।
ଆଉ!-->!-->!-->…
ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ମିଳିଲା ଏନଏମସିର କ୍ଲିନଚିଟ୍
ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍ । ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ନ୍ୟାଶନାଲ ମେଡିକାଲ କମିଶନ । ଋଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସେଠାରେ ଅଧାରୁ ପାଠ ଛାଡି!-->…
ଥିଙ୍କ ଟ୍ୟାଙ୍କ୍ ସେଣ୍ଟର ଫର୍ ପଲିସି ରିସର୍ଚ୍ଚରେ ଆୟକର ବିଭାଗର ଚଢାଉ, ଦେଶର ୧୦୦ ସ୍ଥାନରେ ଏକକାଳୀନ ରେଡ୍
ନୂଆଦିଲ୍ଲୀ ୦୭/ ୦୯: ରାଜଧାନୀ ଦିଲ୍ଲୀ ସମେତ ଦେଶର ବଡ ବଡ ସହରରେ ବୁଧବାର ଚଢାଉ କରିଛି ଆୟକର ବିଭାଗ । ଦିଲ୍ଲୀ ସ୍ଥିତ ଥିଙ୍କ୍ ଟ୍ୟାଙ୍କ ସେଣ୍ଟର ଫର୍ ପଲିସି ରିସର୍ଚ୍ଚରେ ଆଜି ଅପରାହ୍ନରେ ଚଢଉ କରିଛି ବିଭାଗ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଣ୍ଟର ଫର୍ ପଲିସି ରିସର୍ଚ୍ଚ!-->…
ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; ଦେଶ ହରାଇବି ନାହିଁ: ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର 'ଭାରତ ଯୋଡ଼ୋ' ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍ ଗାନ୍ଧୀ ଆବେଗଭରା ଟୁଇଟ୍ କରିଛନ୍ତି।
କନ୍ୟାକୁମାରୀରୁ ବିଶାଳ ଯାତ୍ରାର!-->!-->!-->…
ଦିଲ୍ଲୀ ଉପରାଜ୍ୟପାଳଙ୍କ ଲିଗାଲ ନୋଟିସ୍ଙ୍କୁ ଚିରିଦେଲେ ‘ଆପ’ ସାଂସଦ ସଞ୍ଜୟ ସିଂହ
ନୂଆଦିଲ୍ଲୀ ୭।୯: ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପଠା ଯାଇଥିବା ମାନହାନୀ ନୋଟିସ୍କୁ ଚିରି ଦେଇଛନ୍ତି ଏବଂ ଓଲଟି ଉପରାଜ୍ୟପାଳଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଛନ୍ତି। ସିଂହ କହିଛନ୍ତି ଯେ ଉପରାଜ୍ୟପାଳ ତାଙ୍କ ପଦବୀର ଦୂରୁପଯୋଗ କରି!-->…
ବିଜେପିର ରଥଯାତ୍ରା ଥିଲା କ୍ଷମତା ଲାଗି, ସତ୍ୟ ଲାଗି ଭାରତ ଯୋଡୋ ଯାତ୍ରାରେ ବାହାରିଛି କଂଗ୍ରେସ: କହ୍ନେୟା କୁମାର
ନୂଆଦିଲ୍ଲୀ ୭।୯: କଂଗ୍ରେସ ନେତା କହ୍ନେୟା କୁମାର ପାର୍ଟିର 'ଭାରତ ଯୋଡୋ' ଯାତ୍ରାକୁ ନେଇ ବୁଧବାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି( ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ୧୯୯୦ରେ କରାଯାଇଥିବା ରଥଯାତ୍ରା କ୍ଷମତା ଲାଗି ଥିଲା। ତେବେ ତାଙ୍କ ପାର୍ଟିର ଭାରତ ଯୋଡୋ!-->…