Browsing Category

ଦେଶ

ଭଙ୍ଗା ଯାଇଥିବା ମଦ୍ରାସାଗୁଡ଼ିକ ଅଲ କାଏଦା କାର୍ଯ୍ୟାଳୟ ଥିଲା – ଆସାମ ମୁଖ୍ୟମନ୍ତ୍ରୀ

ଆସାମର ଗୋଲପାରା ଜିଲ୍ଲାର ମଦ୍ରାସାଗୁଡିକ ଭାଙ୍ଗିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଭଙ୍ଗା ଯାଇଥିବା ମଦ୍ରାସାଗୁଡିକ ମଦ୍ରାସା ନୁହେଁ ବରଂ ଅଲ-କାଏଦା କାର୍ଯ୍ୟାଳୟ ଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, 'ଭଙ୍ଗା…

ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି: ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ

ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଦେଶରେ ପିଲାମାନଙ୍କ ଭବିଷ୍ୟତକୁ ମଜବୁତ କରିବା ପାଇଁ ଏହି ପ୍ଲାନ କରିଛନ୍ତି । ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବ ୨୬, ୩୬୦ କୋଟି । ଏହା ଜରିଆରେ ପିଲାଙ୍କ ପାଠ ପଢା…

‘ଭାରତ ଯୋଡ’ ପଦଯାତ୍ରାରେ ‘କଂଗ୍ରେସ ଯୋଡ଼’ ବି ହେବ: ଥରୁର

ନୂଆଦିଲ୍ଲୀ: ଆସନ୍ତା ୭ତାରିଖରୁ ଆରମ୍ଭ ହେଉଛି କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା। ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ପାଦରେ ଚାଲି ଚାଲି ୧୨ ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୩୫୭୧ କି.ମିରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି…

ଗୁଣିଗାରେଡି ସନ୍ଦେହରେ ତିନି ମହିଳାଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଏକ ଗାଁରେ ଟ୍ରିପଲ ମର୍ଡର ଘଟଣା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁଣିଗାରେଡି କରୁଥିବାର ସନ୍ଦେହ କରି ଏହି ଗାଁର କିଛି ଲୋକ ତିନିଜଣ ମହିଳାଙ୍କୁ ପିଟିପିଟି ହତ୍ୟା କରିଛନ୍ତି | ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପୁଲିସ…

ବନ୍ୟା ସମୀକ୍ଷା ବୈଠକରେ ଶୋଇପଡିଲେ ମନ୍ତ୍ରୀ ! ବିରୋଧୀଙ୍କ ସମାଲୋଚନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନେସ୍ଥାନେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ବେଳେ ବିଶେଷ କରି ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ସହର ବେହାଲ ହୋଇଯାଇଛି। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର…

ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ୟୁନିଫର୍ମ ଥିବା ସ୍କୁଲରେ ହିଜାବ ପିନ୍ଧି ପାରିବେ କି ଛାତ୍ରୀ?

ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍କୁଲରେ ୟୁନିଫର୍ମ ବଦଳରେ ହିଜାବ। ଏହାକୁ ନେଇ ଜୋର ଧରିଥିଲା ବିବାଦ। ଏପରିକି କଥା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଛି। ସ୍କୁଲରେ ହିଜାବ ବ୍ୟାନ୍‌କୁ ନେଇ କୋର୍ଟରେ ଅନେକ ଆବେଦନ ହୋଇଛି। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ…

ଭାରତ ବାୟୋଟେକର ନାଜାଲ କରୋନା ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।ପ୍ରଥମଥର ପାଇଁ…

ବେଙ୍ଗାଲୁର ଜଳବନ୍ଦୀ : ଟ୍ରାକ୍ଟର କ୍ରେନରେ ଅଫିସ ଯାଉଛନ୍ତି ଆଇଟି କର୍ମଚାରୀ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ସିଲିକନ୍‌ ସିଟି। ଲଗାତର ତୃତୀୟ ଦିନରେ ମଧ୍ୟ ଆଇଟି ସିଟି ବେଙ୍ଗଲୁରୁ ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ପରେ ପାଣିରେ ଉଟୁବୁଟୁ ପୂରା ସହର। କେତେକ ଅଞ୍ଚଳରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି।…

କେମିତି ହେଲା ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଳ୍ପପତି ସାଇରସ୍‌ ମିସ୍ତ୍ରୀଙ୍କ କିଭଳି ହେଲା ମୃତ୍ୟୁ? ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ମୃତ୍ୟୁର ଖୁଲାସା ହୋଇଛି। ଦୁର୍ଘଟଣାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ ଲାଗିବା ଏବଂ ଏକାଧିକ ହାଡ଼ ଭାଙ୍ଗିବା କାରଣରୁ ହୋଇଛି…

ବିରୋଧୀଙ୍କୁ ଏକାଠି କରିବେ ନୀତୀଶ କୁମାର! କେଜ୍ରିୱାଲଙ୍କୁ ଭେଟିଲେ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ…