Browsing Category

ଦେଶ

ବିଜେପି ନେତ୍ରୀଙ୍କୁ ବିବାହ କଲେ ୫୯ ବର୍ଷୀୟ ଜଜ୍‌

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୁଇଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଦେଇଥିବା ବିଚାରପତିଙ୍କୁ ନେଇ ବଡ଼ ଖବର ଆସିଛି। ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ ଶିବ ପାଲ ସିଂହ ୫୯ ବର୍ଷରେ ଦ୍ୱିତୀୟ ବିବାହ…

ଓଡ଼ିଶାରୁ ଈଶ୍ୱର ସାର୍‌ ପାଇଲେ ଜାତୀୟ ଶିକ୍ଷକ ସମ୍ମାନ

ଗୁରୁଦିବସ ଅବସରରେ ଦେଶର ବଚ୍ଛା ବଛା ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଜାତୀୟ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ଦେଶର ୪୬ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର ଈଶ୍ୱର ଚନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି…

ଭାରତ ସପକ୍ଷବାଦୀ ଭାବେ ଜଣାଶୁଣା ଲିଜ୍ ଟ୍ରସ୍

ଲଣ୍ଡନ : ଲିଜ୍ ଟ୍ରସ୍ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହେବେ । ସେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରି କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଋଷି ସୁନକ ପରାଜିତ ହେବା ଭାରତୀୟଙ୍କୁ ନିରାଶ କରିଛି । ତେବେ ଶୁଭ ସୂଚନା ହେଉଛି ଲିଜ୍ ଟ୍ରସ ହେଉଛନ୍ତି ଜଣେ ଭାରତ…

ହୋଟେଲରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ ହେବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଏକ ହୋଟେଲରେ ସୋମବାର ନିଆଁ ଲାଗିବାରୁ ୪ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଏବେ ଯୋଗୀ ସରକାର ହୋଟେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ମଦନ ମୋହନ ମାଲବୀୟ ମାର୍ଗରେ ଅବସ୍ଥିତ ହୋଟେଲ ଲେଭାନାକୁ ସିଲ୍ କରିବା…

ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ କୁମାର

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ସନ୍ଧ୍ୟାରେ ତାଙ୍କର ଚାରି ଦିନିଆ ଗସ୍ତରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ପରେ ସେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କୁ ଭେଟିବା ପୂର୍ବରୁ ତାଙ୍କୁ…

ଉଦ୍ଧବ ଠାକରେଙ୍କୁ ଉଚିତ ଶିକ୍ଷା ଦରକାର: ଶାହ

ମୁମ୍ବାଇ: ‘ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି। ସେ ବିଜେପି ସହ ବେଇମାନି କରିଛନ୍ତି। ତାଙ୍କୁ ବଡ଼ ଶିକ୍ଷା ଦରକାର।’ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରଣନୀତିଜ୍ଞ ଅମିତ ଶାହ ଏହା କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାରର ପତନ ପରେ ପ୍ରଥମ ଥର ପାଇଁ ଏମିତି କହିଛନ୍ତି…

ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାଁ। ଏହାର ନାଁ ‘କର୍ତ୍ତବ୍ୟ ପଥ’ ରଖାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଥିବା ପୂରା ଅଞ୍ଚଳ ଏବେ ‘କର୍ତ୍ତବ୍ୟ…

ଭୂମିକମ୍ପରେ ଥରିଲା ଚୀନ୍‌, ୨୧ ମୃତ

ବେଜିଂ: ଥରିଲା ଚୀନ୍‌। ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି…

ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ…

ଲିଙ୍ଗାୟତ ମଠ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଲଗାବି ଜିଲ୍ଲା ସ୍ଥିତ ଶ୍ରୀ ଗୁରୁ ମଦିୱାଲେଶ୍ୱର ମଠର ମହନ୍ତ ବସବା ସିଦ୍ଦଲିଙ୍ଗ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏହା ଏକ ଲିଙ୍ଗାୟତ ମଠ ହୋଇଥିବା ବେଳେ ଏହା ପରିସରରେ ଥିବା ଏକ ଘରୁ ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ…