Browsing Category

ଦେଶ

ଚିତ୍ରକୋଣ୍ଡାରେ ନୂଆ ଡାକଘର କାର୍ଯ୍ୟାଳୟ ଉଦଘାଟିତ

ଚିତ୍ରକୋଣ୍ଡା (୦୨/୦୯): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଷ୍ଟ ଅଫିସ ଲାଇନ ରେ ଦୀର୍ଘ ଦିନ ହେଲା ଡାକ କାର୍ଯ୍ୟାଳୟ ଚାଲି ଆସୁଥିଲା ବିଭିର୍ଣ୍ଣ ସମସ୍ୟା ହେତୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ତହସିଲ ଛକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନୃର୍ତ୍ତନ ଡାକ କାର୍ଯ୍ୟାଳୟ ଆଜି ଆନୁଷ୍ଠାନିକ ଭାବରେ…

୧୧ରେ ରାଷ୍ଟ୍ରପତିଙ୍କ ମାଉଣ୍ଟ ଆବୁ ଗସ୍ତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତମାସ ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ମୁର୍ମୁ ଭାଷଣ ଦେବେ ବୋଲି ଜଣାପଡିଛି ।…

ଛତିଶଗଡ ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ

ଝାରସୁଗୁଡା: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ । କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ଅଛି ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟତ ତାହା ପ୍ରମାଣ କରିଛି । ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବଘେଲ ପହଞ୍ଚି…

ସାପ ଯୋଗୁ ନଈ ମଝିରେ ବୁଡ଼ିଗଲା ଡଙ୍ଗା! ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

ତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ଖବରରୁ ଜଣାପଡ଼ିଛି, ଗତକାଲି ସନ୍ଧ୍ୟା ସମୟରେ ଏଠାରେ ଏକ ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ଭାରତୀୟ ନୌସେନାରୁ ହଟିଲା ଗୁଲାମୀର ଚିହ୍ନ

ସେସେମ୍ବେର ୨୦୨୨ ଅର୍ଥାତ ଆଜିର ଦିନ । କେବଳ ନୌସେନା ପାଇଁ ନୁହେଁ, ସାରା ଦେଶବାସୀଙ୍କ ପାଇଁ ଆଜିର ଦିନ ଗୌରବର ଦିନ, ସ୍ମରଣୀୟ ମୁହୁର୍ତ୍ତର ସମୟ । ଭାରତୀୟ ନୌସେନାକୁ ଗୁଲାମୀର ଚିହ୍ନ ବା ନିଶାନରୁ ଶେଷରେ ମୁକ୍ତି ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର…

କୋଇଲା ଦୁର୍ନୀତି ମାମଲାରେ ଇଡିରେ ହାଜରେ ହେଲେ ମମତାଙ୍କ ଭଣଜା ଅଭିଷେକ

ଦିଲ୍ଲୀ, ବିହାର ପରେ ପଶ୍ଚିମବଙ୍ଗରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ ଇଡି ତରଫରୁ ଅଭିଷେକଙ୍କୁ…

ଆଇଏନଏସ ବିକ୍ରାନ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶଙ୍କ ପ୍ରଶ୍ନ

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଅଭିଯାନର ଜୋରଦାର ପ୍ରଶଂସା କରିଥିଲେ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ…

ଭାରତୀୟ ନୌସେନାରେ ସାମିଲ ହେଲା ବାହୁବଳୀ ‘ଆଇଏନଏସ ବିକ୍ରାନ୍ତ’

କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନ ପରିବହନକାରୀ INS ବିକ୍ରାନ୍ତର ଜଳାବତରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ…

ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି

ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ…

POCSO କେସରେ ଗିରଫ ହେଲେ ମୁରୁଗ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି

ବେଙ୍ଗାଲୁରୁ: ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକର ପ୍ରଭାବଶାଳୀ ମୁରୁଗ ରାଜେନ୍ଦ୍ର ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ମୁରୁଗ ଶରନାରୁଙ୍କୁ ଗୁରୁବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…