Browsing Category

ଦେଶ

ଭାରତ ଗସ୍ତରେ ୟୁଏଇ ରାଷ୍ଟ୍ରପତି: ସ୍ବାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଆଜି ଭାରତ ଗସ୍ତରେ ଆସିଛନ୍ତି। ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ବ୍ୟକ୍ତିଗତ ଭାବେ ବିମାନବନ୍ଦର ଯାଇ ତାଙ୍କୁ ସ୍ବାଗତ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ

ଆମେରିକା ରାଷ୍ଟ୍ରଦୂତ, ସିନେଟରଙ୍କୁ ଭେଟିଲେ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ

ନୂଆଦିଲ୍ଲୀ: ଚଢ଼ା ଶୁଳ୍କକୁ ନେଇ ଭାରତ ଓ ଆମେରିକା ସମ୍ପର୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଓ ସିନେଟର ଷ୍ଟିଭ୍‌ ଡାଇନ୍‌ସଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାକ୍ଷାତ କରିଛନ୍ତି। ଆମେରିକା ସହ ବାଣିଜ୍ୟ

୨୧ରୁ ଦିଲ୍ଲୀରେ ହେବ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ECI) ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ ଆୟୋଜନ କରିବ ।ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ କଲେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଭାପତି ପଦ ପାଇଁ କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତାବକ ରହି

ସ୍ପେନରେ ରେଳ ଦୁର୍ଘଟଣା: ୩୯ ମୃତ

ସ୍ପେନ : ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ୩୯ ମୃତ, ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ପେନର କୋର୍ଡୋବା ପ୍ରଦେଶରେ ଘଟିଛି ଏହି ରେଳ ଦୁର୍ଘଟଣା । ଦୁଇଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ

କିସ୍ତୱାରରେ ଯବାନ-ଆତଙ୍କୀ ମୁହାଁମୁହିଁ : ୮ ଯବାନ ଆହତ, ‘ଅପରେସନ୍ ତ୍ରାଶି-I’ ଜାରି

ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ

ଚିଲ୍ଲିରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଏମରଜେନ୍ସୀ ଘୋଷଣା

ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ

ମହାଯୁଦ୍ଧ ନେଇ ଆମେରିକାକୁ ଚେତାବନୀ ଦେଲା ଇରାନ

ଇରାନ : ହେବ ମହାଯୁଦ୍ଧ । ଆମେରିକାକୁ ଇରାନର ଚେତାବନୀ । ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା । ଖାମେନେଇଙ୍କୁ ଆକ୍ରମଣ କଲେ ହେବ ମହାଯୁଦ୍ଧ ହେବ ବୋଲି ଆମେରିକାକୁ ଖୋଲା ଚେତାବନୀ ଦେଇଛି ଇରାନ । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି ।

ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌ ବିମାନବନ୍ଦରରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ବାଗଡୋଗରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଯାହା ପରେ ଆତଙ୍କ ସୃଷ୍ଟି କରିଛି । ସୁରକ୍ଷା ପ୍ରୋଟୋକଲ୍ ହିସାବରେ ବିମାନଟିକୁ ତୁରନ୍ତ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।

ବରଦାସ୍ତ କରାଯିବନି ଟ୍ରମ୍ପଙ୍କ ଜବରଦସ୍ତି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।