Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଜୟବୀର ଶେରଗିଲ୍
ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ଜୟବୀର ଶେରଗିଲ୍ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ଜୟବୀର ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଜନସାଧାରଣ ତଥା ଦେଶର!-->…
ବନ୍ଦ ହୋଇଯିବ ଟୋଲ ଗେଟ୍! କ୍ୟାମେରା ରିଡ୍ କରିବ ଗାଡି ନମ୍ବର ପ୍ଲେଟ
ସାରା ଦେଶର ଜାତୀୟ ରାଜପଥରୁ ଟୋଲ ପ୍ଲାଜ ହଟାଇବାକୁ ଯୋଜନା କରୁଛି କେନ୍ଦ୍ର ସରକାର । କେନ୍ଦ୍ର ପରିବହନ ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି କି, ସରକରାଙ୍କ ଯୋଜନା ଅଛି କି ଏଥିପାଇଁ ଅଟୋମେଟିକ ନମ୍ବର ପ୍ଲେଟ ରିଡର କ୍ୟାମେରା ଲଗାଯିବ । ଯାହା ଫଳରେ ଆପେ ଆପେ ଗାଡିର ନମ୍ବର ପ୍ଲେଟକୁ ରିଡ୍!-->…
ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା: ସିନ୍ଦେ ଗୋଷ୍ଠୀ-ଏନସିପି ବିଧାୟକଙ୍କ ମଧ୍ୟରେ ନାରାବାଜି ଓ ସଂଘର୍ଷ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ସିନ୍ଦେ ଗୋଷ୍ଠୀ ଓ ଏନ୍ସିପିର ବିଧାୟକଙ୍କ ଭିତରେ ସଂଘର୍ଷ। ମାମଲା ଏତେ ବଢିଯାଇଥିଲା ଯେ, ଦୁଇ ପକ୍ଷ ଭିତରେ ନାରାବାଜି, ଠେଲାପେଲା ଓ ମୁଥା ମରାମରି ହୋଇଛନ୍ତି। ଶାସକ ପକ୍ଷର ବିଧାୟକ ଯେତେବେଳେ ବିରୋଧ ପ୍ରଦର୍ଶନ କରୁଥିଲେ, ସେତେବେଳେ ବିରୋଧୀ ଦଳର!-->…
ଦିଲ୍ଲୀ ଅବକାରୀ ଦୁର୍ନୀତି: ଆପ ଉପରେ ବିଜେପିର ପ୍ରତିଆକ୍ରମଣ
ଦିଲ୍ଲୀ: ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତିଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଜାରି ସିବିଆଇ ଯାଞ୍ଚକୁ ନେଇ ଆପ ଏବଂ ବିଜେପି ସାମ୍ନାସାମ୍ନି ହୋଇଛନ୍ତି । ଲଗାତର ଉଭୟ ଆକ୍ରମଣ ପ୍ରତିଆକ୍ରମଣ ଜାରିରଖିଛନ୍ତି । ପ୍ରତ୍ୟେକ ଦିନ ଉଭୟ ପକ୍ଷ ନିଜ ନିଜ ତରଫରୁ ନୂଆ ନୂଆ ଆରୋପ!-->…
ବିହାର ପରେ ଏବେ ଗୁରଗାଓଁର ଏକ ମଲ୍ରେ ସିବିଆଇ ଚଢାଉ
ଗୁରଗାଓଁ: ହରିୟାଣାର ଗୁରଗାଓଁ ଜିଲ୍ଲାର ସେକ୍ଟର ୭୧ ରେ ଥିବା ଏକ ମଲ୍ରେ ସିବିଆଇ ଟିମ୍ର ଚଢାଉ। ଗୁରଗ୍ରାମ୍ର ଏହି ମଲ୍ରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କମ୍ପାନୀର ଅଫିସ ରହିଛି। ସିବିଆଇ ଚାକିରୀ ବଦଳରେ ଜମି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା!-->…
ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରୁ ମିଳିଲା ୨ଟି ଏକେ-୪୭
ରାଞ୍ଚି: ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ବେଆଇନ ଖଣି ଖନନ ମାମଲାର ତଦନ୍ତ ଚାଲିଥିବା ବେଳେ ମିଳିଛି ଦୁଇଟି ଏକ-୪୭। ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ରେଡ୍ କରିଥିଲା। ଏହି!-->…
ଇସ୍ତଫା ଦେଲେ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା
ପାଟନା: ଆଜି ବିହାର ବିଧାନସଭାରେ 'ଫ୍ଲୋର୍ ଟେଷ୍ଟ୍' ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କିନ୍ତୁ କେହିଜଣେ ମୋ ନାଁରେ ନିର୍ବିଚାର ଭାବେ ମିଥ୍ୟା ଅଭିଯୋଗ କଲେ।!-->…
ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ; ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ନେଇ କହିଲେ ଦିଗବିଜୟ
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ (?) ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି!-->…
ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ; ମୁସେୱାଲାଙ୍କ ହତ୍ୟାକାରୀକୁ ମିଳିଲା ଏଭଳି ଧମକ
ଚଣ୍ଡୀଗଡ: ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ। ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସମେତ ଜଣେ ପଞ୍ଜାବୀ କଣ୍ଠଶିଳ୍ପୀଙ୍କୁ ବମ୍ବିହା ଗ୍ୟାଙ୍ଗ ଏଭଳି ଚେତାବନୀ ଦେଇଛି। ଏହି!-->…
ଋଷରେ ଗିରଫ ହୋଇଥିବା ଆତଙ୍କବାଦୀକୁ ପଚରାଉଚୁରା କରିବା ପାଇଁ ମସ୍କୋ ଯାଇପାରନ୍ତି ଏନଆଇଏ ଓ ଆଇବି ଅଧିକାରୀ
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି। ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଋଷର!-->…