Browsing Category

ଦେଶ

ସ୍ପେନରେ ରେଳ ଦୁର୍ଘଟଣା: ୩୯ ମୃତ

ସ୍ପେନ : ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ୩୯ ମୃତ, ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ପେନର କୋର୍ଡୋବା ପ୍ରଦେଶରେ ଘଟିଛି ଏହି ରେଳ ଦୁର୍ଘଟଣା । ଦୁଇଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ

କିସ୍ତୱାରରେ ଯବାନ-ଆତଙ୍କୀ ମୁହାଁମୁହିଁ : ୮ ଯବାନ ଆହତ, ‘ଅପରେସନ୍ ତ୍ରାଶି-I’ ଜାରି

ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ

ଚିଲ୍ଲିରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଏମରଜେନ୍ସୀ ଘୋଷଣା

ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ

ମହାଯୁଦ୍ଧ ନେଇ ଆମେରିକାକୁ ଚେତାବନୀ ଦେଲା ଇରାନ

ଇରାନ : ହେବ ମହାଯୁଦ୍ଧ । ଆମେରିକାକୁ ଇରାନର ଚେତାବନୀ । ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା । ଖାମେନେଇଙ୍କୁ ଆକ୍ରମଣ କଲେ ହେବ ମହାଯୁଦ୍ଧ ହେବ ବୋଲି ଆମେରିକାକୁ ଖୋଲା ଚେତାବନୀ ଦେଇଛି ଇରାନ । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି ।

ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌ ବିମାନବନ୍ଦରରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ବାଗଡୋଗରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଯାହା ପରେ ଆତଙ୍କ ସୃଷ୍ଟି କରିଛି । ସୁରକ୍ଷା ପ୍ରୋଟୋକଲ୍ ହିସାବରେ ବିମାନଟିକୁ ତୁରନ୍ତ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।

ବରଦାସ୍ତ କରାଯିବନି ଟ୍ରମ୍ପଙ୍କ ଜବରଦସ୍ତି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ବାୟୁସେନାର ୧୧୪ ରାଫେଲ କ୍ରୟ ପ୍ରସ୍ତାବକୁ ଡିପିବି ମଞ୍ଜୁରୀ

ନୂଆଦିଲ୍ଲୀ: ବାୟୁସେନା ପାଇଁ ଆଉ ୧୧୪ଟି ରା​‌ଫଲ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବ ଆଉ ପାଦେ ଆଗେଇଛି। ଶୁକ୍ରବାର ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଡିଏସି (ଡିଫେନ୍ସ ଆକ୍ୟୁଜିସନ

ବାଂଲାଦେଶରେ ପୁଣି ୨ ହିନ୍ଦୁଙ୍କୁ ହତ୍ୟା

ଢାକା: ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଥମିବାର ନାଁ ନେଉନି। ଗତ ୨ ଦିନରେ ଅଲଗା ଅଲଗା ଜିଲାରେ ୨ ହିନ୍ଦୁଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଶନିବାର ସକାଳ ୧୧ଟା ସମୟରେ ଗାଜିପୁର ଜିଲାର କାଳିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ହୋଟେଲ ବ୍ୟବସାୟୀ ଲିଟନ ଚନ୍ଦ୍ର ଘୋଷ ଓରଫ

ଇରାନ ସରକାରଙ୍କ ମୃତ୍ୟୁଦଣ୍ଡ ଚେତାବନୀ ପରେ ଥମିଛି ବିକ୍ଷୋଭ

ତେହେରାନ: ଦୀର୍ଘ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ବିକ୍ଷୋଭ ଆପାତତଃ ଧିମେଇ ଯାଇଥିବା ଲକ୍ଷ୍ୟ କରାଯାଇଛି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଇରାନର ମୌଳବାଦୀ ସରକାର ଧମକ ଦେବାପରେ ଏହାର ପ୍ରଭାବ ବିକ୍ଷୋଭକାରୀଙ୍କ ଉପରେ ପଡିଛି। ଫଳରେ ଶୁକ୍ରବାରଠାରୁ ଦେଶରେ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ : ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି।