Browsing Category

ଦେଶ

ହିମାଚଳ ପ୍ରଦେଶରେ ଜଳ ପ୍ରଳୟ, ଚାହୁଁ ଚାହୁଁ ଭାସିଗଲା ଟ୍ରାକ୍ଟର

ଶିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ପ୍ରଖର ସ୍ରୋତରେ ଏକ ଟ୍ରାକ୍ଟର ଭାସିଯାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୩ଜଣ ବ୍ୟକ୍ତି ମଧ୍ୟ ଥିଲେ । କିଛି ସମୟ ପାଇଁ ଟ୍ରାକ୍ଟର ଉପରେ ଠିଆ ହୋଇଥିଲେ ମଧ୍ୟ…

ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଅବହେଳା କରାଯିବନି: ସିନ୍ଧିଆ

ନୂଆଦିଲ୍ଲୀ : ଘରୋଇ ବିମାନରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ । ନିକଟରେ ଘରୋଇ ବିମାନରେ…

ପୋଲିସ ଅଫିସଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ

ପୁଣି କଂଗ୍ରେସର ବାଚଳାମି । ମଧ୍ୟପ୍ରଦେଶରୁ କଂଗ୍ରେସ ନେତାଙ୍କ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍ ସୁଇପ୍କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ…

ବାଂଲାଦେଶରେ ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍‌, ୧୧ ମୃତ ,୫ ଆହତ

ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌…

ଆରପାରିରେ ଟେଲି ଅଭିନେତା ରସିକ ଦବେ

ମୁମ୍ବାଇ: ଆରପାରିରେ ଟେଲି ଅଭିନେତା ରସିକ ଦବେ । ମୁମ୍ବାଇର ଏକ ହସ୍‌ପିଟାଲରେ ଶୁକ୍ରବାର ରାତି ୮ଟାରେ ରସିକ ଦବେଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ କିଡନୀ ଫେଲ ହେତୁ ଅଭିନେତା 65 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରସିକ ଦବେ ଅନେକ ଗୁଜୁରାଟୀ ନାଟକ ସହିତ…

ବ୍ୟାନ୍‌ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ

ପବଜୀ ପ୍ରେମୀଙ୍କୁ ବଡ଼ ଝଟକା । ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋରରୁ ବ୍ୟାନ୍‌ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (Battlegrounds Mobile India) । ଫଳରେ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସମାନେ ନିଜ ସ୍ମାର୍ଟଫୋନରେ ଏହାକୁ ଡାଉନଲୋଡ୍ କରିପାରିବେ ନାହିଁ । …

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡର ନୂଆ ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମ ଘୋଷଣା…

‘ଟୁଇଟର୍‌’ ବିରୋଧରେ ପାଲଟା ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

ୱିଲ୍‌ମିଙ୍ଗ୍‌ଟନ୍‌: ସାମାଜିକ ଗଣମାଧ୍ୟମ 'ଟୁଇଟର୍‌' ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି ଏଲନ୍‌ ମସ୍କ୍‌।'ଟୁଇଟର୍‌'କୁ ଖରିଦ କରିବା ପାଇଁ ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିଥିଲେ । ଏନେଇ…

ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ନକରିବାକୁ ଘୋଷଣା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପିବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛନ୍ତି। ସିଏମ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ନକରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ…

ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍‌ରୁ ‘ସେକ୍ସ୍‌ ଟୟ’ ଓ ରୁପା କଂସା ଉଦ୍ଧାର କଲା ପ୍ରବର୍ତ୍ତନ ନିର୍ଦେଶାଳୟ

କୋଲ୍‌କାତା: ନଗଦ ଅର୍ଥ ବ୍ୟତିରେକେ, ନିଲମ୍ବିତ ତୃଣମୂଳ କଂଗ୍ରେସ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିବିଡ଼ ସହଯୋଗିନୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନ‌େ କେତେଗୁଡ଼ାଏ ‘ସେକ୍ସ୍‌ ଟୟ’ ପାଇଛନ୍ତି।ପ୍ରବର୍ତ୍ତନ ନିର୍ଦେଶାଳୟସୂତ୍ରରୁ…