Browsing Category

ଦେଶ

ସାବଧାନ ରୁହନ୍ତୁ ! କିଛି ଲୋକ ପିଛା କରୁଛନ୍ତି; ଏଭଳି ଲେଖାଥିବା ଚିଠି ପାଇ ଚିନ୍ତାରେ ନବନୀତ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା। ଔଷଧ ଦୋକାନୀ ଉମେଶ କୋଲହେଙ୍କ ହତ୍ୟା ମାମଲା ଏବଂ ହିନ୍ଦୁଙ୍କ ସ୍ୱାର୍ଥରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କୁ ନିରନ୍ତର ହତ୍ୟା ଧମକ ମିଳୁଥିବା ସାମ୍ନାକୁ ଆସିଛି। ଏମଧ୍ୟରେ ନବନୀତଙ୍କୁ ଏକ ଅଜ୍ଞାତ ଚିଠି…

ଯାହାଙ୍କୁ ଖୋଜିବାକୁ ନୌସେନାର ଖର୍ଚ୍ଚ ହେଲା ୧ କୋଟି, ସେ ମିଳିଲେ ବୟଫ୍ରେଣ୍ଡ୍ ସହ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି ।ମିଳିଥିବା ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା ଉକ୍ତ ବିବାହିତା ଯୁବତୀ ଗତ…

ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସିଙ୍ଗାପୁର ଗସ୍ତ ବାତିଲ; କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଆପ୍‌’

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ନିମନ୍ତେ ‘କ୍ଲିୟରାନ୍‌ସ୍‌’ ନ ମିଳିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ୍‌ ଗସ୍ତ ବାତିଲ କରିଛନ୍ତି। ଏହି କଥାରେ କିଛି ଦିନ ଧରି କେଜ୍ରିୱାଲ୍‌ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା।ଏଥି ନିମନ୍ତେ କେନ୍ଦ୍ରକୁ ଦାୟୀ କରି…

ଅଶାନ୍ତ ହେଉଛି କର୍ଣ୍ଣାଟକ : ପ୍ରବୀଣଙ୍କ ପରେ ଫୈଜଲଙ୍କୁ ନିର୍ମମ ଭାବେ ହତ୍ୟା, ୧୪୪ ଧାରା ଲାଗୁ

ମେଙ୍ଗାଲୁରୁ: କର୍ଣ୍ଣାଟକାର ମେଙ୍ଗାଲୁରୁରେ ପୁଣି ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ମେଙ୍ଗାଲୁର ଉପକଣ୍ଠ ସୁରାତକଲ ଠାରେ ଥିବା ଗୋଟିଏ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ ଫୈଜଲ ନାମକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ…

କର୍ଣ୍ଣାଟକରେ ଲାଗୁ ହେବ ଯୋଗୀ ଆଦିତ୍ୟନାଥଙ୍କ ମଡେଲ

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଚାପରେ ଅଛନ୍ତି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। କର୍ଣ୍ଣାଟକାରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନାହାନ୍ତି। ଏଥିପାଇଁ ଦଳ ଭିତରୁ ତାଙ୍କ ବିରୋଧରେ ସ୍ୱର…

ମାଲିକଙ୍କୁ ଧୋକା: ୧୦ କୋଟି ଟଙ୍କା ଚୋରି କରି ନେଇଥିବା ଚାକରକୁ ଧରିଲା ପୁଲିସ୍‌

ନୂଆଦିଲ୍ଲୀ: ମାଲିକଙ୍କ ବିଶ୍ୱାସରେ ବିଷ ଦେଇଛି ଚାକର। ଦୀର୍ଘ ୫ ବର୍ଷ ହେଲା ଯାହାଙ୍କ ଘରେ କାମ କରୁଥିଲା, ତାଙ୍କୁ ୧୦ କୋଟି ଟଙ୍କାର ଚୁନ ଲଗାଇ ଫେରାର ହୋଇ ଯାଇଥିଲା ଜଣେ ଯୁବକ। ହେଲେ ପୁଲିସ୍‌ ତା’କୁ ଗିରଫ କରିଛି। ଏଥିସହ ତା’ର ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ପୁଲିସ ବାନ୍ଧିଛି। ଦିଲ୍ଲୀର…

ସ୍ମୃତି ଇରାନୀଙ୍କ ମାନହାନୀ ମାମଲା: କଂଗ୍ରେସ ନେତାମାନଙ୍କୁ ହାଇକୋର୍ଟଙ୍କ ସମନ, ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୋଆ ବାର ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରିଥିବା ମାନହାନୀ କେସ୍‌ରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାର ବିବାଦକୁ କେନ୍ଦ୍ର କରି କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅଙ୍କୁ ଟାର୍ଗେଟ କରିଥିଲେ। ଏହା ବିରୋଧରେ ସ୍ମୃତି ଇରାନୀ କୋର୍ଟରେ…

ଅର୍ପିତା ମୁଖାର୍ଜୀଙ୍କ ଟଙ୍କା ଭର୍ତ୍ତି ୪ ଦାମୀ କାର୍‌ ଗାଏବ, ଖୋଜୁଛି ଇଡି

ନୂଆଦିଲ୍ଲୀ: ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ…

ମଶାରୀ ଭିତରେ ବିକ୍ଷୋଭ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ଜିଏସ୍‌ଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ନିଲମ୍ବିତ ସାଂସଦମାନେ ସାମିଲ ହୋଇ ସରକାରଙ୍କ ଉପରେ ଚାପ…

ଗତ ୫ ବର୍ଷରେ ମୋଦି ସରକାର ବିଜ୍ଞାପନ ଲାଗି ଖର୍ଚ୍ଚ କରିଛନ୍ତି ୩,୩୩୯.୪୯ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିଗତ ୫ ବର୍ଷ ମଧ୍ୟରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଛନ୍ତି ୩,୩୩୯ କୋଟିରୁ ଅଧିକ ଟଙ୍କା। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ସଂସଦର ରାଜ୍ୟସଭାରେ କହିଛନ୍ତି…