Browsing Category

ଦେଶ

୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା…

ପ୍ରାୟ ୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲା

ୱାଶିଂଟନ: ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓ ଭାଇରସର ପ୍ରଥମ ମାମଲା। ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଶେଷଥର ପାଇଁ ୨୦୧୩ ଶେଷ ଭାଗରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ।…

ଦ୍ରୌପଦୀ ମୁର୍ମୁଙ୍କୁ ୬୪%, ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ରହିଛି ସର୍ବାଧିକ ଭୋଟ

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି। ତାଙ୍କ ଭୋଟ ଭାଗ ୬୪% ଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ…

କେଜ୍ରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ! ସୁପାରିସ କଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି। ‌ଅରବିନ୍ଦ କେଜ୍ରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର…

ଦ୍ରୌପଦୀଙ୍କୁ ଭୋଟ ଦେଇଥିଲେ ଅଖିଲେଶଙ୍କ ସହଯୋଗୀ, ସୁରକ୍ଷା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଅଖିଲେଶ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କ ମିଳିଛି ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଏସ୍‌ବିଏସ୍‌ପିର ମୁଖ୍ୟ ଓମ ପ୍ରକାଶ ରାଜବହର ସମାଜବାଦୀ ପାର୍ଟି ସହ ମିଶି…

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁଣବର୍ଦ୍ଧନେ

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ରାଜନେତା ଦୀନେଶ ଗୁଣବର୍ଦ୍ଧନେ। ଗୁରୁବାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି ଗୁଣବର୍ଦ୍ଧନେ ଶପଥ ନେଇ ଦେଶର ସ୍ଥିତିକୁ ସ୍ୱାଭିବକ…

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଦ୍ରୌପଦୀଙ୍କ ବିଜୟ ପରେ ଶୁଭେଚ୍ଛା ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବୃହତ ବିଜୟ ପରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡରେ ୫ ଲକ୍ଷ ୭୭ ହଜାର ୭୭୭ ମୂଲ୍ୟର ଭୋଟ ମିଳିଛି ।…

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ଭାରତର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭ‌ାବେ ନିର୍ବାଚିତ…

ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ। ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି।ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା…

‘ଏନ୍‌ଆର୍‌ସି’ ଯଥେଷ୍ଟ ନୁହେଁ, ଭାରତୀୟ ବୋଲି ପ୍ରମାଣ କରିବାକୁ ଜାତୀୟ ପତାକା ଉଡ଼ାନ୍ତୁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ନାଗରିକତ୍ବ ପ୍ରମାଣ କରିବା ନିମନ୍ତେ ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍ ସି‌ଟିଜେନ୍‌’ରେ (ଏନ୍‌ଆର୍‌ସି) ଅନ୍ତର୍ଭୁକ୍ତ ହେବା ଲାଗି ଆବେଦନ କରିବା ଯଥେଷ୍ଟ ନୁହେଁ; ଭାରତୀୟ ବୋଲି ଦର୍ଶାଇବା ପାଇଁ ଲୋକେ ଜାତୀୟ ପତାକା ଉଡ଼ାଇବା ଉଚିତ ବୋଲି ମଙ୍ଗଳବାର ଦିନ ଆସାମର ମୁଖ୍ୟମନ୍ତ୍ରୀ…