Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜଣେ କରୋନା ସଂକ୍ରମିତ ହେବାରୁ ୩ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଲା ଚୀନ
ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବଢିଚାଲିଛି । ଏହାର ମୁକାବିଲା ପାଇଁ ଚୀନ ସରକାର ଅତି କଠୋର କଟକଣା ଲାଗୁ କରୁଛନ୍ତି । ଏପରିକି ଗୋଟିଏ ସହରରେ ଜଣେ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି ।ଚୀନର ଏହି ସହରଟି ହେଉଛି ହେନାନ ପ୍ରଦେଶରେ ଥିବା!-->…
ବିହାର ଓ ଝାଡ଼ଖଣ୍ଡ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା ଆରଜେଡି
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ଓ ଝାଡ଼ଖଣ୍ଡ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଟୁଇଟ୍ କରି ଟାର୍ଗେଟ କରିଛି। ମୋଦୀଙ୍କ ୟୁପିଏ ଶାସନର ଏକ ଭିଡିଓ ମଧ୍ୟ ସେୟାର କରି ଆରଜେଡି ଟଙ୍କାର ମୂଲ୍ୟ ହ୍ରାସ କରିବାକୁ ଟାର୍ଗେଟ କରିଛି । ଏହା ବ୍ୟତୀତ ୨୦୧୫ରେ!-->…
ମୋମୋ ପରେ ଗୁପଚୁପ: ଦାର୍ଜିଲିଂରେ ଗୁପଚୁପ ତିଆରି କରି ଲୋକଙ୍କୁ ଖାଇବାକୁ ଦେଲେ ଦିଦି
ମୁମ୍ବାଇ: ମୋମୋ ପରେ ଗୁପଚୁପ। ମାର୍ଚ୍ଚ ମାସରେ ମୋମୋ ଦୋକାନକୁ ଯାଇ ଲୋକଙ୍କୁ ନିଜ ହାତରେ ମୋମୋ ତିଆରି କରି ଖାଇବାକୁ ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ପୁଣି ଥରେ ସେଭଳି ଏକ କାମ କରିଛନ୍ତି। ଜୁଲାଇ ୧୨ ମଙ୍ଗଳବାର ଦିନ ଦାର୍ଜିଲିଂର ଏକ ଷ୍ଟଲରେ ସେ!-->…
ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନକଭିଙ୍କ ସହ ଏହି ତିନିଟି ନାମକୁ ନେଇ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିଲେ ବି ଏନଡିଏ ବା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ | ଉପରାଷ୍ଟ୍ରପତି ନିର୍ବାଚନ ୬ ଅଗଷ୍ଟରେ ହେବାକୁ ଥିବାବେଳେ ଯେଉଁଥିପାଇଁ ନାମାଙ୍କନ ପ୍ରକ୍ରିୟା ୫ ଜୁଲାଇରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ!-->…
କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଚାଲିଗଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଗସ୍ତରେ ଚାଲି ଯାଇଛନ୍ତି ସାଂସଦ ରାହୁଲ ଗାନ୍ଧି। ସେ ବ୍ୟକ୍ତିଗତ କାମରେ ୟୁରୋପ ଯାଇଥିବା ଜଣାପଡ଼ିଛି। ସେ ଆଜି ଠାରୁ ୟୁରୋପ ଗସ୍ତରେ ଯାଇଥିବା ବେଳେ ରବିବାର ଦିନ ଫେରିବେ। ଏହାପରେ ରାଷ୍ଟ୍ରପତି ନିର୍ବାଚନ ଓ ସଂସଦର!-->…
ଲାଲୁଙ୍କୁ ଏମ୍ସରେ ଗୀତା ପଢ଼ିବା ଓ ଶୁଣିବା ମନା
ନୂଆଦିଲ୍ଲୀ: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ରବିବାର ତାଙ୍କୁ କ୍ରିଟିକାଲ କେଆର ୟୁନିଟ୍ରୁ ରୁମ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାରି ଭିତରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା!-->…
ଜୁବୈରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଜେଲରେ ରହିବେ
ନୂଆଦିଲ୍ଲୀ: ବିବାଦୀୟ ଟ୍ୱିଟ ପାଇଁ ଗିରଫ ହୋଇ ଜେଲରେ ଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ପୁଣି ଆଶ୍ୱସ୍ତି ମିଳିଛି। ଉତ୍ତର ପ୍ରଦେଶର ସୀତାପୁରରେ ରୁଜୁ ହୋଇଥିବା ମାମଲାରେ ଜୁବୈରଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ଆଜି ସୁପ୍ରିମକୋର୍ଟ ବଢ଼ାଇ!-->…
ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନିର୍ବାଚନ
କଲମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ!-->…
ଜାତୀୟ ପ୍ରତୀକର ନୂଆ ରୂପକୁ ନେଇ ବିବାଦ, ସରକାରଙ୍କୁ ଘାଇଲା କଲେ ବିରୋଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ହୋଇଥିବା ଜାତୀୟ ପ୍ରତୀକକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଶାଳକାୟ ୪ ସିଂହ ବିଶିଷ୍ଟ ଭାରତର ଜାତୀୟ ପ୍ରତୀକ ସଂସଦର ନୂଆ ବିଲଡିଂ ଉପରେ ରହିଛି। ସୋମବାର ଏହା ଅନାବରଣ ହେବା ପରେ ଏହାର ରୂପକୁ ବଦଳାଇ ଦିଆଯାଇଥିବା!-->…
ମହିଳାଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ
ହିଞ୍ଜିଳିକାଟୁ, ୧୧/୭: ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମରୁ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ!-->…