Browsing Category

ଦେଶ

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା…

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ଇଡି ବିରୋଧରେ ହାଇକୋର୍ଟ ଗଲା ଭିଭୋ

ନୂଆଦିଲ୍ଲୀ : ବ୍ୟାପକ ପରିମାଣରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଇଡି ପକ୍ଷରୁ ଚାଇନା ମୋବାଇଲ କମ୍ପାନୀ ଭିଭୋର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଫଳରେ ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭିଭୋ । କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିବା ପ୍ରତିବାଦରେ…

ଝିଅ ପାଇଁ ପୁଅ ହାତ ଛାଡ଼ିଲେ ମା’: ଇସ୍ତଫା ଦେଲେ ଜଗନଙ୍କ ମା’

ହାଇଦ୍ରାବାଦ: ଏକ ଡ୍ରାମାଟିକ ଘଟଣାକ୍ରମରେ ଆଜି ଆନ୍ଧ୍ରପ୍ରଦେଶ ଶାସକ ଦଳ ୱାଇଏଆର କଂଗ୍ରେସ ଦଳର ସଭାପତି ପଦରୁ ୱାଇଏସ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ଆନ୍ଦ୍ରପ୍ରଦେଶରେ ବିଜୟ ଆମ୍ମା ରୂପେ ପରଚିତ ବିଜୟା ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ମା। ଆଜି ଦଳ ପକ୍ଷରୁ…

ଓଡ଼ିଶା ସମେତ ୧୧ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କତା ଜାରିକଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶର ୧୧ଟି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏସବୁ ରାଜ୍ୟମାନେ ହେଲେ ଓଡ଼ିଶା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ । ଏହାକୁ ଦୃଷ୍ଟିରେ…

ପ୍ରଦୀପ୍ତ ନାଏକଙ୍କୁ ଭେଟିଲେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଶୁକ୍ରବାର ଭେଟିଛନ୍ତି। ସେମାନେ ପ୍ରଦୀପ୍ତଙ୍କୁ ଭେଟି ତାଙ୍କ ସାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହିତ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ…

ସୀତାପୁର ମାମଲାରେ ‘ଅଲ୍‌ଟ୍‌ ନିଉଜ୍‌’ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍‌ରେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ରୁଜୁ କରିଥିବା ସୀତାପୁର ମାମଲାରେ ଆଜି ‘ଅଲ୍‌ଟ୍‌ ନିଉଜ୍‌’ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ଙ୍କୁ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କିନ୍ତୁ, ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ପ୍ରଥମେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୫ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହୁରି ଅନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।୪୩ ଦିନିଆ ବାର୍ଷିକ ଅମରନାଥ…

ଉଦ୍ଧବଙ୍କ ଖୋଲା ଚାଲେଞ୍ଜ: ଶିବସେନାର ଧନୁ ଓ ତୀର ଚିହ୍ନକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବ ଠାକରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଏବଂ ତୀରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ନ୍ୟାୟପାଳିକା ଉପରେ ମୋର…

‘ଜି ନିଉଜ୍‌’ ଆଙ୍କର୍‌ ରୋହିତରଞ୍ଜନଙ୍କୁ ରାଜସ୍ଥାନ, ଛତିଶଗଡ଼ ପୁଲିସ ଗିରଫ କରିପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପୁଲିସ ରୁଜୁ କରିଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ବିବୃତ ଭିଡିଓ ପ୍ରସାରଣ ମାମଲାରେ ‘ଜି ନିଉଜ୍‌’ର ଉପସ୍ଥାପକ ରୋହିତରଞ୍ଜନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ…