Browsing Category

ଦେଶ

ଥମୁନି ମହାରାଷ୍ଟ୍ର ନେତାଙ୍କ ବିଦ୍ରୋହ: ଶିବସେନା ପରେ ଏବେ ବିଦ୍ରୋହୀ ହେଲେଣି କଂଗ୍ରେସ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ କନ୍ଦଳ ଥମିବାର ନାମ ନେଉନାହିଁ | ଶିବସେନାରେ ବିଦ୍ରୋହ ପରେ ବର୍ତ୍ତମାନ କଂଗ୍ରେସରେ ବିଦ୍ରୋହ ସାମ୍ନାକୁ ଆସିବାରେ ଲାଗିଛି | କଂଗ୍ରେସର କିଛି ବିଧାୟକ ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ପଛରେ ପକାଇ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ସାମ୍ନାକୁ…

ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆଇଏଏସ ଅଫିସର ନିଲମ୍ବିତ  

ରାଞ୍ଚି: ମହଙ୍ଗା ପଡ଼ିଲା ଯୌନ ନିର୍ଯାତନା। ଜଣେ ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଆଇଏଏସ ଅଫିସରଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଅଫିସର ଜଣକ ହେଉଛନ୍ତି ସଇଦ୍‌ ରିଆଜ ଅହହମ୍ମଦ। ଖାଲି ସେତିକି ନୁହଁ ସଇଦ୍‌ ରିଆଜଙ୍କୁ ପୁଲିସ ଗିରଫ…

ବିଜେପି କଣ ହିନ୍ଦୁ ଧର୍ମର ଠିକା ନେଇଛି : ମହୁଆ ମୋଇତ୍ରା

କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ଥମୁନି। ଏହି ପ୍ରସଙ୍ଗରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଦେଇଥିବା ବୟାନ ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି। ଫଳରେ ମହୁଆଙ୍କୁ ଘେରିଛି ବିଜେପି। ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ହିନ୍ଦୁ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ହୋଇଥିଲା। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ…

ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ତୀ ଦ୍ରୋପଦୀ ମୁର୍ମୁ । ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ସକାଳ ୧୦ଟା ବେଳେ ଦ୍ରୌପଦୀ ବିଧାନସଭାକୁ ଆସିବେ । ବିଧାନସଭାର ୫୪…

ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି !

ନୂଆଦିଲ୍ଲୀ: ବୋରିସ୍ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି। ହେଲେ ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ବିଷୟରେ ଏବେ ଆଲୋଚନା ଆରମ୍ଭ ହୋଇଛି। ଏ ମଧ୍ୟ‌ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର…

ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ଅଛନ୍ତି; ଶିବସେନା ସାଂସଦ

ମୁମ୍ବାଇ: ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଉଦ୍ଧବ ଠାକରେ ଏବେ ବି ସେନା ମୁଖ୍ୟ ହୋଇ ଅଛନ୍ତି। ଏପରିକି ଏହାର ଅଧିକାଂଶ ବିଧାୟକ ବିଦ୍ରୋହ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ ବି ଏହା…

ଗ୍ରାହକଙ୍କ ପାଇଁ ଖୁସିର ଖବର, କମିଲା ସୁନା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର ।  କମିଲା ସୁନା ଦର। ଜାତୀୟ ରାଜଧାନୀ ରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପିଛା ୪୩୬ ଟଙ୍କା ହ୍ରାସ ପାଇ ୫୦, ୫୫୧ଟଙ୍କାରେ ପହଞ୍ଚିଛି।  HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୫୦,୯୮୭ ଟଙ୍କା ଥିଲା।…

ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ’

ନୂଆଦିଲ୍ଲୀ: ପୁଣି ଉପରମୁହାଁ ହେଲାଣି ଭୂତାଣୁ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା। ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି। ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ସବ୍‌ ଭାରିଏଣ୍ଟ BA.2.75 ଚିହ୍ନଟ ହୋଇଥିବା ନେଇ ବିଶ୍ୱ…

ଆସିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ଫର୍ମୁଲା: ବିଜେପିର ୨୫, ସିନ୍ଦେ ଗୋଷ୍ଠୀର ୧୩ !

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ସହ ମନ୍ତ୍ରିମଣ୍ଡଳକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ବିଶେଷ କରି ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ କେଉଁ ଦଳର କେତେ ଆଉ କିଏ ମନ୍ତ୍ରୀ ହେବ ତାକୁ ନେଇ ଚାଲିଥିଲା ଅଙ୍କକଷା। କିଛି ଦିନ ତଳେ ବିଜେପିର ରାହୁଲ…