Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଉଦ୍ଧବ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ସେନା
ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିନ୍ଦେଙ୍କ ସହ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ। ଆଜି ବିଦ୍ରୋହୀ ବିଧାୟକମାନେ ବିଧିବଦ୍ଧ ଭାବେ ଗୋଟିଏ ନୋଟିସ ଜାରି କରି ଏମଭିଏ ସରକାରଠାରୁ ସମର୍ଥନ!-->…
ମହାରାଷ୍ଟ୍ରରେ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ସରକାରଙ୍କୁ ଆଉ ଏକ ଝଟ୍କା। ପୁଣି ବିଦ୍ରୋହୀ ବିଧାୟକଙ୍କୁ ଆଇନଗତ ଆଶ୍ୱସ୍ତି। ସମ୍ପୃକ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଉପରେ ସାମୟିକ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ୧୧ ପର୍ଯ୍ୟନ୍ତ ବିଧାୟକମାନଙ୍କୁ!-->…
ଗର୍ଭପାତ ବଟିକାର ଚାହିଦା ବଢିଲା
ନ୍ୟୁୟର୍କ : ଆମେରିକା ସୁପ୍ରିମକୋର୍ଟଙ୍କ ଗର୍ଭପାତକୁ ନେଇ ଥିବା ସାମ୍ବିଧାନିକ ଅଧିକାର ନିଷିଦ୍ଧ ହେବା ପରେ ଆମେରିକାରେ ଗର୍ଭପାତ ବଟିକାର ଚାହିଦା ହଠାତ ବଢିଯାଇଛି । କାରଣ ଆଗକୁ ଅନେକ ଆମେରିକୀୟ ରାଜ୍ୟ ଗର୍ଭପାତକୁ ନିଷିଦ୍ଧ କରିବାକୁ ଯାଉଛନ୍ତି ।ଲୋକମାନଙ୍କୁ ଔଷଧ ଖାଇ ଗର୍ଭପାତ କରାଇବାରେ!-->…
ବିଶ୍ବରେ ବଢୁଛି ଭାରତର ଶକ୍ତି ଓ ମୋଦିଙ୍କ ପ୍ରଭାବ
ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳିଛି ଭାରତ ଓ ବଦଳିଛି ଭାରତର ଗୁରୁତ୍ୱ । ଭାରତ ବାବଦରେ କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି ଶକ୍ତିଶାଳୀ ରାଷ୍ଟ୍ର। ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଭାରତ ଋଷରୁ ତେଲ ଆଣିବା ନିଷ୍ପତ୍ତିକୁ ନେଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ!-->…
ଜାପାନରେ ବିଦ୍ୟୁତ ସଙ୍କଟ ଗୁରୁତର
ଟୋକିଓ: ଜାପାନର ଟୋକିଓ ସହରରେ ଏବେ ଅହସ୍ୟ ଗରମ ସହ ବିଜୁଳି ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଶକ୍ତି ସଞ୍ଚୟ ବା ବିଜୁଳି ବଞ୍ଚାଇବା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଜାପାନ ସରକାର ବିଜୁଳି ଯୋଗାଣକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାସନ ଗ୍ରାହକଙ୍କୁ!-->…
‘ଅଗ୍ନିବୀର’ ସୈନିକଙ୍କ ଅବସର ବୟସ ୬୫ ବର୍ଷକୁ ବଢାଯାଉ : ମମତା
କୋଲକାତା : ଅଗ୍ନିପଥ ସ୍କିମ୍ ମାଧ୍ୟମରେ ସେନା ବାହିନୀରେ ଯୋଗ ଦେଇଥିବା ସୈନିକମାନଙ୍କର ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଅଗ୍ନିବୀରମାନଙ୍କୁ ୪ ମାସ ତାଲିମ ଦେଇ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି!-->…
ମହାରାଷ୍ଟ୍ର ସଙ୍କଟ: ସଞ୍ଜୟ ରାଉତଙ୍କୁ ହାଜର ହେବାକୁ ସମନ କଲା ଇଡି
ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଶିବସେନାର ୩୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଭାଙ୍ଗିବା ସ୍ଥିତିକୁ ଚାଲି ଆସିଛି। ସରକାର ବଞ୍ଚାଇବା ପାଇଁ ଫୁଲଦମରେ ଶିବସେନା!-->…
ରାମପୁରରେ ଫୁଟିଲା ପଦ୍ମ: ଅଖିଳେଶଙ୍କ ହାତରୁ ଆସନ ଛଡାଇଆଣିଲା ବିଜେପି
ଲଖନଉ: ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ପଛରେ ପକାଇ ରାମପୁର ଭଳି ହାଇପ୍ରୋଫାଇଲ ଆସନ ଜିତିଯାଇଛି ବିଜେପି | ବାସ୍ତବରେ ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି | ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ବିଜେପି!-->…
ଲୋକସଭାରେ ସାଂସଦଶୂନ୍ୟ ହେଲା ଆମ ଆଦମୀ ପାର୍ଟି
ନୂଆଦିଲ୍ଲୀ: ଜୁନ୍ ୨୩ ତାରିଖ ଦିନ ୩ଟି ଲୋକସଭା ଆସନ ଏବଂ ୫ଟି ରାଜ୍ୟର ୭ଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସାମ୍ନାକୁ ଆସିଛି | ତେବେ ଆଜିର ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ ଆଦମୀ ପାର୍ଟି ଲୋକସଭାରେ ସାଂସଦ ଶୂନ୍ୟ!-->…
ମୋଦିଙ୍କ ମନ୍ କି ବାତ୍ରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ରେ ଆଜି ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା। ମୋଦି କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ। ସାରା ବିଶ୍ୱର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ!-->…