Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ହେଉଛି ମହା ଜୁମଲାର ସରକାର – ରାହୁଳ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲଞ୍ଚ ବ୍ରେକରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଣ ମାରିଛନ୍ତି। ଆଜି ୧୮ ମାସରେ ଦେଶର ୧୦ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା!-->…
ପ୍ରତିରକ୍ଷା ବାହିନୀ ପାଇଁ ‘ଅଗ୍ନିପଥ’ ଯୋଜନାରେ ୪-ବର୍ଷିଆ ନିଯୁକ୍ତି ପ୍ରଦାନ କରିବେ ସରକାର
ନୂଆଦିଲ୍ଲୀ: ପ୍ରତିରକ୍ଷା ବାହିନୀ ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଯାହା ଅଧୀନରେ କେବଳ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସୈନ୍ୟ ନିଯୁକ୍ତ କରାଯିବ। ଯୋଜନା ଅନୁଯାୟୀ, ଏହି ଯୋଜନାର ସବିଶେଷ ବିବରଣୀ ଆୟୋଜିତ ହେବାକୁ ଥିବା ତିନି ସେନା ମୁଖ୍ୟଙ୍କ ଏକ ମିଳିତ!-->…
ମଝି ଆକାଶରେ ଟଏଲେଟ୍ ଭିତରେ ଫସିଗଲେ ପାଇଲଟ୍
ନୂଆଦିଲ୍ଲୀ: ବିମାନ ଟଏଲେଟ୍ରେ ଫସିଗଲେ ପାଇଲଟ। ବାଜିରେ ଲାଗିଲା କ୍ରୁ ମେମ୍ବର ସମେତ ଯାତ୍ରୀଙ୍କ ଜୀବନ। ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଲା। ଇଜିଜେଟ୍ ବିମାନରେ କିଛି ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି।ଇଜିଜେଟ୍ ବିମାନ ସଂଖ୍ୟା EZY6938 ରବିବାର ଗ୍ରୀସର ହେରାକ୍ଲିଓନରୁ!-->…
ସ୍ୱିଗି, ଜୋମାଟୋ ବିରୋଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା ପ୍ରଣୟନ କରିବେ ସରକାର
ନୂଆଦିଲ୍ଲୀ: ଅନଲାଇନ ଜରିଆରେ ଗ୍ରାହକମାନଙ୍କ ଘରେ ନେଇ ଖାଦ୍ୟ ଯୋଗାଉଥିବା ସ୍ୱିଗି ଓ ଜୋମାଟୋ ପରି ଅନଲାଇନ୍ ଖାଦ୍ୟ ବ୍ୟବସାୟ କରୁଥିବା ଅପରେଟରମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଗ୍ରାହକ ବା ଉପଭୋକ୍ତାମାନଙ୍କର ଏକାଧିକ ଅଭିଯୋଗ ଶୁଣିବାକୁ ମିଳିଥାଏ। ତେବେ,!-->…
୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ନ୍ୟାଶନାଲ ହେରାଲଡ୍ ମାମଲାରେ ଆଜି ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ପରେ ରାହୁଲଙ୍କୁ ପଚରାଉଚରା କରାଯାଇଥିଲା । ଇଡିରେ ହାଜର ହେବାକୁ ଆଜି!-->…
ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଶରଦ ପାୱାର !
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚକମା ଦେବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି। ସବୁ ବିରୋଧୀ ଦଳ ମିଳିତ ଭାବେ ଜଣେ!-->…
ମୁସେୱାଲାଙ୍କ ମୃତ୍ୟୁ ପରେ ଆପ ହାତରୁ ଖସିଯିବନି ତ ସଙ୍ଗରୁର !
ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଲୋକସଭା ଆସନ ସଙ୍ଗରୁର ଉପ-ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଚଳାଇଛି। ଏହି ନିର୍ବାଚନ ପାଇଁ ଆପ ମୋଟ 6 ଜଣ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଗୋଟିଏ ପଟେ ବିଜେପି ପ୍ରାର୍ଥୀ କେୱାଲ ସିଂ ଧିଲନ୍ ଆକ୍ରମଣାତ୍ମକ ପ୍ରଚାର!-->…
କୋଭିଡ୍ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ସତର୍କ ରୁହନ୍ତୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କୋଭିଡ୍-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡାଭିଅ ସୋମବାର କହିଛନ୍ତି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଏଥିପାଇଁ ସଜାଗ ରହିବା ଏବଂ କୋଭିଡ-ଉପଯୁକ୍ତ ଆଚରଣ ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା!-->…
ସଙ୍କୁଚିତ ହେବ ରାଜ୍ୟପାଳଙ୍କ କ୍ଷମତା ! ତାମିଲନାଡୁ ପରେ ବେଙ୍ଗଲରେ ପାରିତ ହେଲା ବିଲ୍
କୋଲକାତା: ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ ଓ ସରକାରୀ କାର୍ଯ୍ୟକ୍ରମ ଉପରେ ତାଙ୍କର ଅଯଥା ହସ୍ତକ୍ଷେପକୁ ରୋକିବା ପାଇଁ ଗୋଟିଏ ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି!-->…
କାନପୁର ହିଂସା ସୁପରିକଳ୍ପିତ ଷଡ଼ଯନ୍ତ୍ର: ବିଶ୍ବ ହିନ୍ଦୁ ପରିଷଦ
ହରିଦ୍ବାର: ଶୁକ୍ରବାର ଦିନ କାନପୁରରେ ସଂଘଠିତ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହି ରବିବାର ଦିନ ବିଶ୍ବ ହିନ୍ଦୁ ପରିଷଦ୍ ଉଦ୍ବେଗ ପ୍ରକାଶ କରିଛି। ହରିଦ୍ବାରରେ ଆୟୋଜିତ ଦୁଇଦିନିଆ ବୈଠକ ଶେଷ ହେବା ପରେ ‘ବିଶ୍ବ ହିନ୍ଦୁ ପରିଷଦ୍’ର ସାଧାରଣ ସଚିବ ମିଲିନ୍ଦ୍ ପରାନ୍ଦେ!-->…