Browsing Category

ଦେଶ

ବିଜେପିକୁ ଝଟକା: ବିଧାୟିକା କଲେ କ୍ରସ ଭୋଟିଂ

ଜୟପୁର: ରାଜସ୍ଥାନରେ ଚାରିଟି ରାଜ୍ୟସଭା ଆସନ ପାଇଁ ଚାଲିଥିବା ଭୋଟଗ୍ରହଣ ମଧ୍ୟରେ ଦୁଇ ବିଜେପି ବିଧାୟକଙ୍କ ଭୋଟ୍ ଖାରଜ ହୋଇଥିବାର ପ୍ରସଙ୍ଗ ସାମ୍ନାକୁ ଆସୁଛି। ସୂଚନାନୁସାରେ, ବିଜେପି ବିଧାୟିକା ଶୋଭା ରାନୀଙ୍କ ଭୋଟ୍ ଖାରଜ ହୋଇଯାଇଛି | ଏଥି ସହ ବିଧାୟକ କୈଳାସ ମୀନାଙ୍କ ଭୋଟକୁ ନେଇ ବିବାଦ…

‘ଚୁପଚାପ କୋଭିଡ ଟିକା ନେଲେ, କିନ୍ତୁ ଆପଣଙ୍କୁ ମନା କଲେ’ ଅଖିଳେଶଙ୍କୁ ଏଭଳି ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: କୋଭିଡ ଟିକା ପ୍ରସଙ୍ଗରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟର ଉଦଘାଟନ ପାଇଁ ଗୋରଖପୁରରେ ପହଞ୍ଚିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ପଶୁମାନେ ବି ନେବେ କୋଭିଡ୍ ଟିକା

ନୂଆଦିଲ୍ଲୀ : ମଣିଷମାନଙ୍କ କୋଭିଡ ଟିକା ପରେ ଏବେ ପଶୁମାନଙ୍କ କୋଭିଡ୍ ଟିକା ଉପଲବ୍ଧ ହେଉଛି । ଗତ ଗୁରୁବାରଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ୍ କରିଛନ୍ତି ।ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ…

‘ଗୁରୁଜୀ ପ୍ରଣାମ, ଆପଣଙ୍କ ଆଶୀର୍ବାଦ ଥାଉ’ କହି ଶିକ୍ଷକଙ୍କୁ ମୁଣ୍ଡିଆ ମାରିଲେ ମୋଦୀ

ଅହମ୍ମଦାବାଦ: କୁହାଯାଏ ଜଣେ ଶିକ୍ଷକ ସେତେବେଳେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି, ଯେତେବେଳେ ତାଙ୍କ ଛାତ୍ର ସଫଳତା ପାଏ | ତେବେ ସେହି ଶିକ୍ଷକଙ୍କ ବିଷୟରେ ଚିନ୍ତା କରନ୍ତୁ, ଯେତେବେଳେ ତାଙ୍କ ଛାତ୍ର ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ଓ ଆଶୀର୍ବାଦ ନେବାକୁ ତାଙ୍କ ପାଖକୁ ଆସନ୍ତି | ଆଜି ମୋଦୀ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ ? ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁଶାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ…

୪୫ ବେଆଇନ ଲୋନ୍‌ ଆପ୍‌ ଡିଲିଟ କରିବାକୁ ଗୁଗଲକୁ ଚିଠି ଲେଖିଲା EOW

ଭୁବନେଶ୍ୱର : ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା(EOW)। ଗୁଗଲ ପ୍ଲେ ଷ୍ଟୋରରେ ଥିବା ୪୫ଟି ଫେକ୍‌ ଆପ୍‌କୁ ହଟାଇବାକୁ କହିଛି EOW। ଏହି ସବୁ ଆପ୍ ବେଆଇନ ଭାବେ ଲୋନ୍‌ ଦେବା ସହ ଋଣ ଆଦାୟ କରିବାକୁ ଲୋକଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉ ନ ଥିବା ଅଭିଯୋଗ…

କୋଲକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼

କୋଳକାତା: ଜଣକୁ ମାରି ନିଜେ ଆତ୍ମହତ୍ୟା କଲେ। କୋଳକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗୁଳିମାଡ଼ ହୋଇଛି। କୋଲକାତା ପୁଲିସର ଜଣେ ସଶସ୍ତ୍ର କନଷ୍ଟେବଳ ଅନ୍ୟ ଜଣକୁ ମାରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆଜି…

ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା

ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ…

‘ସୀତା’ଙ୍କ ବସ୍ତ୍ରହରଣ ହୋଇଥିବା କହି ଫସିଗଲେ ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ କରିବାକୁ ଯାଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ନିଜେ ଫସିଗଲେ। ପୂରାଣର ଭୁଲ ତଥ୍ୟ ଦେଇ ଅକଳରେ ପଡ଼ିଗଲେ ସୁର୍ଯ୍ୟେୱାଲା। ନିଜ ଅଜାଣତବସତଃ ତାଙ୍କ ତୁଣ୍ଡରୁ ଖସିଯାଇଥିବା ତଥ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ…

ପ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଦିଲ୍ଲୀ ଓ କୋଲକାତାରେ ତେଜିଲା ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି। ଏହି ବିବାଦ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଆନ୍ଦୋଳନ ମଧ୍ୟ ଜୋର ଧରିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, କୋଲକାତା ଓ ୟୁପିରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ…