Browsing Category

ଦେଶ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ: ୪,୮୦୯ ସାଂସଦ, ବିଧାୟକ ଭୋଟ୍ ଦେବେ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ…

ଆଗୁଆ ମୌସୁମୀ ସତ୍ତ୍ବେ ଶୁଖିଲା ପଡ଼ିଛି ଜୁନ ମାସ, ୯ ତାରିଖ ସୁଦ୍ଧା ୪୨% ନିଅଣ୍ଟିଆ ବର୍ଷା

ନୂଆଦିଲ୍ଲୀ : ଏବର୍ଷ କେରଳକୁ ୩ ଦିନ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବା ସତ୍ତ୍ବେ ଜୁନମାସ ଏପର୍ଯ୍ୟନ୍ତ ଶୁଖିଲା ପଡ଼ିଛି । ବର୍ଷା ନିଅଣ୍ଟ ପରିମାଣ ବଢିଚାଲିଛି । ଜୁନ ୧ରୁ ୯ ମଧ୍ୟରେ ସାରା ଭାରତରେ ବର୍ଷା ନିଅଣ୍ଟ ପରିମାଣ ୪୨ ପ୍ରତିଶତ ରହିଛି, ଯାହାକି ବିଗତ କିଛି ବର୍ଷ ମଧ୍ୟରେ…

ପାକିସ୍ତାନରେ ସଂଖ୍ୟାଲଘୁ ଥିବା ହିନ୍ଦୁଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୧.୧୮%

ଇସ୍‌ଲାମାବାଦ: ପାକିସ୍ତାନ ସେଣ୍ଟର ଫର୍‌ ପିସ୍‌ ଆଣ୍ଡ ଜଷ୍ଟିସ୍‌ର ଏକ ରିପୋର୍ଟ ଅନୁଯାୟୀ, ଦେଶର ମୋଟ ପଞ୍ଜୀକୃତ ଜନସଂଖ୍ୟାର ମାତ୍ର ୧,୧୮ ପ୍ରତିଶତ ହେଉଛନ୍ତି ହିନ୍ଦୁ। ପାକିସ୍ତାନର ମୋଟ ପଞ୍ଜୀକୃତ ଜନସଂଖ୍ୟା ୧୮,୬୮,୯୦,୬୦୧ ହୋଇଥିବା ବେଳେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୨୨,୧୦,୫୬୬…

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ରାଜ୍ୟମାନଙ୍କୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଗତ ୪…

ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ। ‘ମଙ୍କିପକ୍ସ’କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ…

ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍‌ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି। ତେବେ ଏହି ଏହି ନାବାଳକ ଅଭିଯୁକ୍ତଙ୍କୁ ସାବାଳକଙ୍କ ଭଳି ଦଣ୍ଡ ଦେବାକୁ…

ଓୱେସି ଓ ସ୍ୱାମୀ ନରସିଂହାନନ୍ଦଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ: ହେଟ୍‌ ସ୍ପିଚ୍‌ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବଡ ଆକ୍ସନ ନେଇଛି। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା ସୋଶାଲ ମିଡିଆରେ ଘୃଣାଭାଗ ବିସ୍ତାର କରିବା ଅଭିଯୋଗରେ…

ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ, ଜଣେ ମୃତ

ରାଞ୍ଚି: ଫଇସଲା ଅନ୍‌ ଦା ସ୍ପଟ୍‌। ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍‌ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ।ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁ ବସୁଆ ଅମ୍ବାଟୋଲି। ଏଠିକାର…

ଦଳିତ ପୁଅକୁ ଭଲ ପାଇ କ’ଣ ଭୁଲ କଲି ? ବାପା ମୋତେ ମାରିଦେଲେ: ଅଡ଼ିଓ ଖୋଲିଲା ଗୁମର 

ମହିଶୂର: ସନ୍ମାନ ପାଇଁ ଘଟିଥିବା ହତ୍ୟାକାଣ୍ଡର ଖୋଲିଲା ଚାଞ୍ଚଲ୍ୟକର ଗୁମର। ପୁଅ ଅନ୍ୟ ଜାତିର ହୋଇଥିବାରୁ ଝିଅର ପ୍ରେମକୁ ସହ୍ୟ କରିପାରିଲେନି ପରିବାର ଲୋକେ। ତେଣୁ ଝିଅକୁ ତାର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକ ଅନଲ କିଲିଂ ସଂକ୍ରାନ୍ତରେ ଏମିତି ଏକ ଅଡ଼ିଓ ଭାଇରାଲ ହେବାରେ…

ଦିଲ୍ଲୀ ପୁଲିସ ଉପରେ ବର୍ଷିଲେ ଓୱେସୀ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ପୁଲିସ ଉପରେ ବର୍ଷିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସୀ। ତାଙ୍କ ନାମରେ ଏତଲା ରୁଜୁ ହେବା ଏବଂ ସେଥିରେ ସେ ଘଣା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ଦର୍ଶାଯାଇଛି। ଏନେଇ ଓୱେସୀ ଲଗାତାର ସିରିଜ ଟ୍ୱିଟ୍‌ କରିବା ସହ ଦିଲ୍ଲୀ ପୁଲିସ ବିରୋଧରେ…