Browsing Category

ଦେଶ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ…

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ଲରେନ୍ସ ବିଷ୍ଣୋଇ: ପୁଲିସ

ନୂଆଦିଲ୍ଲୀ: ପଞ୍ଜାର ପ୍ରସିଦ୍ଧ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦିଲ୍ଲୀ ସ୍ପେସିଆଲ କମିଶନର। ଏହି ମାମଲାରେ…

ସୁବାଷ ଚନ୍ଦ୍ରାଙ୍କ ବିରୋଧରେ ଘୋଡ଼ା ବେପାର ଅଭିଯୋଗ

ଜୟପୁର: କଂଗ୍ରେସ ବିଧାୟକ ତଥା ରାଜସ୍ଥାନର ବିଧାନସଭାର ମୁଖ୍ୟ ହୁଇପ୍‌ ମହେନ୍ଦ୍ର ଚୌଧୁରୀ ବିଜେପି ଏବଂ ସୁବାଷ ଚନ୍ଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆସନ୍ତା ଜୁନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସୁଭାଷ ଚନ୍ଦ୍ରା ଘୋଡ଼ା ବେପାର କରିଥିବା ସେ ଅଭିଯୋଗ…

ମୁକୁଲ ରୟ କେଉଁ ଦଳର ନେତା, ସ୍ପଷ୍ଟ କଲେ ବାଚସ୍ପତି

କୋଲକାତା: ମୁକୁଲ ରୟ କେଉଁ ଦଳର ନେତା। ସେ ବିଜେପିର ନା ତ୍ରୁଣମୂଳ କଂଗ୍ରେସର ନେତା, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହି ଚର୍ଚ୍ଚାର ଆଜି ଅବସାନ ଘଟିଛି। ମୁକୁଲ ରୟ ହେଉଛନ୍ତି ବିଜେପି ବିଧାୟକ। ଏହା କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ। ତାଙ୍କ…

ଜ୍ଞାନବାପୀ ମସଜିଦ ଭିଡିଓ ସର୍ଭେ: ବିଚାରପତିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦକୁ ନେଇ ଥମୁନି ବିବାଦ। ଭିଡିଓ ସର୍ଭେ ପରେ ଏଠାରେ ଶିବଲିଙ୍ଗ ଥିବା ଅନେକ ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ସେମାନେ ମୁସଲିମ ପକ୍ଷ କିନ୍ତୁ ଏହାକୁ ମନା କରୁଛନ୍ତି। ଏହାରି ଭିତରେ ମସଜିଦର ଭିଡିଓ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚରପତିଙ୍କୁ…

ନୂପୁରଙ୍କ ଜିଭ କାଟି ଆଣିଲେ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାକୁ ନେଇ ଲଗାତର ବିବାଦ ବଢ଼ିବାରେ ଲାଗିଛି। ଚାରିଆଡେ ଏହାକୁ ଜୋରଦାର ବିରୋଧ କରାଯାଉଛି। ଏହାରି ଭିତରେ ନୂପୁର ଜିଭ କାଟି ଆଣିଲେ ଏକ କୋଟି ଟଙ୍କା…

ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହି ବିଷକୁ ବ୍ୟାପିବାରୁ ରୋକିବା ଉଚିତ୍ : ନସିରୁଦ୍ଦିନ ଶାହା

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ…

ଲୋକସଭା ଉପନିର୍ବାଚନରେ ‘ନୋଟା’ ବଟନ୍ ଦବାଇବେ କଂଗ୍ରେସ ଓ ବିଏସପି କର୍ମୀ

ଲଖନଉ: ଉତ୍ତରପ୍ରଦେଶର ରାମପୁର ଲୋକସଭା ଉପନିର୍ବାଚନରେ ପ୍ରାର୍ଥୀ ଦେଇନାହାନ୍ତି ବହୁଜନ ସମାଜ ପାର୍ଟି ଓ କଂଗ୍ରେସ | ଆଉ ସେଥିପାଇଁ କଂଗ୍ରେସ ଏବଂ ବିଏସପି କର୍ମୀମାନେ ଜୁନ୍ ୨୩ରେ ରାମପୁର ଲୋକସଭା ଉପ-ନିର୍ବାଚନରେ ​​ଭୋଟ୍ ସମୟରେ ନୋଟା ବଟନ୍ ଦବାଇବାକୁ ନିଷ୍ପତ୍ତି ନେଇଛନ୍ତି | କଂଗ୍ରେସ…

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର

ନୂଆଦିଲ୍ଲୀ: ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ…

ଗଧିଆଙ୍କ ଗହଳିରେ ନୁପୁରଙ୍କୁ ଏକାକୀ ଛାଡ଼ିଦେବା ଉଚିତ ନୁହେଁ: ଉମାଭାରତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୁର ଶର୍ମାଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ଉମାଭାରତୀ | ଉମା ନୁପୁରଙ୍କ ସମର୍ଥନରେ ବାହାରିଥିବାବେଳେ ସେ କହିଛନ୍ତି ଯେ ତାଙ୍କ ବୟାନ ପାଇଁ ଦଳ ତାଙ୍କ ବିରୋଧରେ ସଠିକ୍…