Browsing Category

ଦେଶ

ବାରାଣସୀ ସିରିଜ ବିସ୍ଫୋରଣ ମାମଲା: ଦୋଷୀକୁ ଫାଶୀ ଦଣ୍ଡାଦେଶ

ଲକ୍ଷ୍ନୌ: ବାରାଣସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଲା ରାୟ। ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ। ଗାଜିଆବାଦ ସେସନ୍‌ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ ଜୁନ୍‌ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍‌ କୋର୍ଟରେ ଏହି ମାମଲାର ଶୁଣାଣି…

ଇମ୍ରାନ ଖାନଙ୍କୁ ହତ୍ୟା ଧମକ ପରେ ଇସଲାମାବାଦରେ ବୃଦ୍ଧି ପାଇଲା ସୁରକ୍ଷା ବ୍ୟବସ୍ଥା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚା ଯାଇଥିବାର ଖବର ପ୍ରଚାରିତ ହେବା ପରେ ସହରର ଆଖପାଖ ଅଞ୍ଚଳରେ ସୁରକ୍ଷା ଏଜେନ୍‌ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି ଇସଲାମାବାଦ ପୁଲିସ କହିଛି।ଇସଲାମାବାଦରେ ଧାରା ୧୪୪ ଲାଗୁ…

ହାପୁର ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଘଟଣାସ୍ଥଳରୁ ମିଳିଲା ବାରୁଦ

ହାପୁର : ଉତ୍ତରପ୍ରଦେଶର ହାପୁରଠାରେ ହୋଇଥିବା ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଅବହେଳା ଅଭିଯୋଗରେ ପୁଲିସ ଦୁଇଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ।ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତରୁ କେତେକ ସାଂଘାତିକ ତଥ୍ୟ ସାମନାକୁ ଆସିଛି ।…

ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ ରଖିଲେ

ଅଙ୍କାରା : ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ କରିଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ତୁର୍କୀର ନୂଆ ନାଁକୁ ମଂଜୁର କରାଯାଇଛି । ଏହା ସହିତ ଆଉ କେତେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଏହାକୁ ମଂଜୁର କରିଛନ୍ତି । ତୁର୍କୀର ଜନସାଧାରଣ ନିଜ ଦେଶକୁ ତୁର୍କିଏ ଡାକୁଥିଲେ ବି…

ଭାରତୀୟ ମୁଦ୍ରାରେ ରବୀନ୍ଦ୍ରନାଥ ଟାଗୋର, ଏପିଜେ ଅବଦୁଲ କଲାମଙ୍କ ଚିତ୍ର ବ୍ୟବହାର କରିବାକୁ ବିଚାର କରୁଛି ଆରବିଆଇ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ୱାଟରମାର୍କ ଚିତ୍ରକୁ କିଛି ମୂଲ୍ୟର ବ୍ୟାଙ୍କ ନୋଟର ଏକ ନୂତନ ସିରିଜରେ ବ୍ୟବହାର କରିବାକୁ ବିଚାର କରୁଥିବା ଜଣାଯାଇଛି।ବର୍ତ୍ତମାନ ବ୍ୟବହାର କରା ଯାଉଥିବା ଭାରତୀୟ…

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ରବିବାର ପଟିଆଲା ହାଉସ୍‌ କୋର୍ଟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ଅଧିକ ୫ ଦିନକୁ ବୃଦ୍ଧି କରିଛନ୍ତି। ଏକ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିବା ନେଇ ଲରେନ୍ସ ଆଣିଥିବା ଅଭିଯୋଗ ମାମଲାର ପ୍ରତ୍ୟାହାର ପରେ ଏହି ପଦକ୍ଷେପ ସାମ୍ନାକୁ…

ଏକାଥରେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଆମେରିକାର ଧମକକୁ ଖାତିର କଲାନି ଉତ୍ତର କୋରିଆ। ଏକାଥରକେ ୮ ବାଲିଷ୍ଟିକ ମିସାଇଲ କଲା ପରୀକ୍ଷଣ। ଉତ୍ତର କୋରିଆ ଉପରେ ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ ଏହାକୁ ଉତ୍ତର କୋରିଆ ଶାସକ କିମ ଉନ୍‌ ଜଙ୍ଗ ଖାତିର କରିନାହାନ୍ତି। ପୂର୍ବତଟ ସମୁଦ୍ରିକ…

୩ ଦିନିଆ ଭିଏତନାମ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୩ ଦିନିଆ ଭିଏତନାମ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଜୁନ୍ ୮ରୁ ୧୦ ପର୍ଯ୍ୟନ୍ତ ସେ ଭିଏତନାମ ଗସ୍ତ କରିବେ। ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ ଭାନ୍‌ ଜିଆଙ୍ଗ ନିମନ୍ତ୍ରଣକ୍ରମେ ରାଜନାଥ ଏହି ଯାତ୍ରା କରିବେ। ଦୁଇ ଦେଶ ମଧ୍ୟରେ…

କଶ୍ମୀରରେ ସଂପୂର୍ଣ୍ଣ ଫେଲ୍‌ ମାରିଛି ବିଜେପି

ନୂଆଦିଲ୍ଲୀ: ‘କଶ୍ମୀରକୁ ପୁଣି ଥରେ ଫେରୁଛି ୧୯୯୦ ଦଶକର ସ୍ଥିତି। ବିଜେପି ପୂରାପୁରି କଶ୍ମୀରରେ ଫେଲ୍‌ ମାରିଛି। ଏମାନଙ୍କ ପାଖରେ ଆତଙ୍କବାଦୀ ଆକ୍ରମଣ ରୋକିବା ପାଇଁ କୌଣସି ପ୍ଲାନ୍‌ ନାହିଁ। ବିଜେପି କେବଳ ମିଟିଂ ଉପରେ ମିଟିଂ କରୁଛି। ଏତେ ଜଣ ସାଧାରଣ ନିରୀହ ଲୋକ ସହିଦ ହେବା ପରେ ମଧ୍ୟ…

ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା। ଦଳୀୟ କାର୍ଯ୍ୟାନୁଷ୍ଠାନର ମାତ୍ର କେହି କ୍ଷଣ ମଧ୍ୟରେ ନୁପୁର ନିଜ ଭୁଲ ସ୍ୱୀକାର କରିଛନ୍ତି। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସେ ଫେରାଇ ନେଉଥିବା କହିଛନ୍ତି। ଏନେଇ ନୁପୁର ତାଙ୍କ ଟ୍ୱିଟର…