Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିନା ବୋରା ହତ୍ୟାକାଣ୍ଡର ପୂରା କାହାଣୀ
ନୂଆଦିଲ୍ଲୀ: ସନ୍ତାନହତ୍ୟାକାରୀ ମା’କୁ ମିଳିଛି ଜେଲରୁ ମୁକ୍ତି । ନିର୍ଦ୍ଦୋଷ ନୁହେଁ ଜାମିନ ମିଳିଛି। ଝିଅକୁ ହତ୍ୟା କରି କାରାଦଣ୍ଡ ଭୋଗୁଥିବା ମା’ ଦୀର୍ଘ ୬ ବର୍ଷ ପରେ ଜାମିନ୍ ପାଇଛି । ଏ କାହାଣୀ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର । ଆଉ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା!-->…
ବିଜେପି ନେତାଙ୍କ ଥାର୍ଡ ଡିଗ୍ରୀ! ମୁସଲିମ୍ ଭାବି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା
ଭୋପାଲ: ସାମ୍ପ୍ରଦାୟିକ ଅସହିଷ୍ଣୁତାର କରୁଣ ରୂପ। ମୁସଲିମ ଭାବି ଜଣେ ବୃଦ୍ଧଙ୍କୁ ପିଟିପିଟି ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ସମ୍ପୃକ୍ତ ବୃଦ୍ଧଙ୍କୁ ଜଣେ ବିଜେପି ନେତା ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବୃଦ୍ଧଙ୍କୁ ଏହି ବିଜେପି ନେତା ଜଣଙ୍କ ଅମାନବୀୟ ଭାବେ!-->…
ଆସାମ ବନ୍ୟା: ଟ୍ରେନ୍ଲାଇନ୍ରେ ପଡ଼ି ରହିଛନ୍ତି ୫୦୦ ପରିବାର
ଗୌହାଟି: ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ। ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ ପଡ଼ିଛନ୍ତି ଲୋକେ। କିଏ ଗଛ ତଳେ ପାଲ ଟାଣି!-->…
ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି
କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାବାସୀଙ୍କ ପାଇଁ ଆସିଛି ଖୁସିଖବର। ଦୀର୍ଘ ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ,!-->…
ହନିଟ୍ରାପରେ ଫସି ଗୁପ୍ତ ତଥ୍ୟ ଲିକ୍ କରିଥିଲେ ଆର୍ମି କର୍ମଚାରୀ
ନୂଆଦିଲ୍ଲୀ: ପୁଣିଥରେ ହନିଟ୍ରାପ୍ରେ ଭାରତୀୟ ସେନାର ଜଣେ କର୍ମଚାରୀ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ଜାଲରେ ଫସି ଏହି ଆର୍ମି କର୍ମଚାରୀ ଜଣଙ୍କ ସେନା ସହ ଜଡ଼ିତ ଗୁପ୍ତ ତଥ୍ୟ ଲିକ୍ କରିଛନ୍ତି। ଆଜି ଏହି ଘଟଣାରେ ପୁଲିସ୍ ଉକ୍ତ ଆର୍ମି କର୍ମଚାରୀ ପ୍ରଦୀପ!-->…
ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ
ନୂଆଦିଲ୍ଲୀ: ବର୍ଦ୍ଧିତ ଦର ଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ ତୈଳ ଦାମ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା!-->…
ହେଲମେଟ୍ ଠିକ ଭାବେ ନ ପିନ୍ଧିଲେ, ଆଇଏସଆଇ ଚିହ୍ନ ନଥିଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ
ନୂଆଦିଲ୍ଲୀ : ଦୁଇ ଚକିଆ ଯାନ ଚାଳକମାନେ ଠିକ ଭାବେ ହେଲମେଟ ନ ପିନ୍ଧିଲେ ଅଥବା ହେଲମେଟଟି ବିଆଇଏସ ମାର୍କା ହୋଇନଥିଲେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । କେବଳ ଏତିକି ନୁହେଁ, ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯାଇପାରେ । ମୋଟର!-->…
୭,୦୦୦ ନକଲି ଆଧାର କାର୍ଡ ତିଆରି କରିଥିବା ବ୍ୟକ୍ତି ଗିରଫ
ଇନ୍ଦୋର: ୭,୦୦୦ ନକଲି ଆଧାର କାର୍ଡ ତିଆରି କରି ଫେରାର ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟପ୍ରଦେଶ ପୁଲିସର ସାଇବର ସେଲ୍ ଶୁକ୍ରବାର ଇନ୍ଦୋରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହାଇଦ୍ରାବାଦ ପୁଲିସକୁ ହସ୍ତାନ୍ତର କରାଯାଇଛି। କିଛି ଦିନ ପୂର୍ବେ!-->…
ପେଗାସସ ବିବାଦ: ଜୁନ୍ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇସ୍ରାଏଲର ଏନଏସ୍ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦର!-->…
ହାଇଦ୍ରାବାଦ ଏନ୍କାଉଣ୍ଟର ମାମଲାରେ ଆସିଲା ରିପୋର୍ଟ : ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ହତ୍ୟା କରିଛି
ହାଇଦ୍ରାବାଦ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗ୍ୟାଙ୍ଗରେପ୍ ଓ ଏନ୍କାଉଣ୍ଟର ମାମଲାରେ ରିପୋର୍ଟ ଆଜି ସାମ୍ନାକୁ ଆସିଛି। ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ କମିଶନ ତାଙ୍କର ରିପୋର୍ଟ ଆଜି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ ହୋଥିବା ରିପୋର୍ଟରେ କମିଶନ!-->…