Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିର୍ମଳା ସୀତାରମଣଙ୍କ ମାନବିକତା, ଭାଷଣ ସମୟରେ ମଞ୍ଚଉପରେ ପାଣି ନେଇଦେଲେ ମହିଳା ଅଧିକାରୀଙ୍କୁ
ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନଏସଡିଏଲ)ର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପାଣି ଦେଉଥିବାର ନଜର ଆସିଛନ୍ତି। ଏନଏସଡିଏଲର ପରିଚାଳନା!-->…
ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶାହିନ୍ ବାଗରୁ ଜବରଦଖଲ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୋମବାର ଦିନ ସୁପ୍ରିମକୋର୍ଟ ତାଗିଦ କରିବା ସହ ପ୍ରଶ୍ନ କରିଛନ୍ତି ଯେ ଏହି ମାମଲାରେ ପୀଡିତଙ୍କ ବଦଳରେ ରାଜନୈତିକ ଦଳ କାହିଁକି କୋର୍ଟଙ୍କ ଦ୍ବାରସ୍ଥ!-->…
ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ ।!-->…
ପାକିସ୍ତାନ ଡ୍ରୋନ୍ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ
ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।ଏହି ଡ୍ରୋନ୍ରୁ ୯!-->…
ପୁଣି ନିଶାନାରେ ‘ଡି’ କମ୍ପାନୀ, ଦାଉଦଙ୍କ ସହଯୋଗୀଙ୍କ ଘରେ ଏନ୍ଆଇଏ ରେଡ୍
ମୁମ୍ବାଇ: ପୁଣି ନିଶାନାରେ ‘ଡି’ କମ୍ପାନୀ। ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ରେଡ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ରେଡ୍ ହୋଇଛି। ବାନ୍ଦ୍ରା, ନାଗପାଡ଼ା, ବୋରିଭାଲି ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍!-->…
ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
କଲମ୍ବୋ: ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା!-->…
ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଦେଶଦ୍ରୋହ!-->…
ତାଜମହଲରେ ବନ୍ଦ ଥିବା ୨୨ଟି ଗୁପ୍ତ କୋଠରୀ ଖୋଲିବାକୁ କୋର୍ଟର ଦ୍ୱାରସ୍ଥ
ଆଗ୍ରା: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ!-->…
ରାଜସ୍ଥାନର ମନ୍ତ୍ରୀଙ୍କ ପୁଅ ବାରମ୍ବାର ଦୁଷ୍କର୍ମ କରିଥିଲେ, ଅଭିଯୋଗ ଆଣିଲେ ଯୁବତୀ
ଜୟପୁର: ରାଜସ୍ଥାନରେ ପୁଣି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ରାଜସ୍ଥାନର ଗେହଲୋଟ ସରକାରରେ ମନ୍ତ୍ରୀ ଥିବା ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ନାମରେ ପୀଡିତା ଜଣକ ଦିଲ୍ଲୀରେ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ!-->…
କାର ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ । ଜନଗହଳିପୂର୍ଣ୍ଣ ରାସ୍ତାରେ ଏକ କାର୍ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ । ଦିଲ୍ଲୀ ସୁଭାଷନଗର ଅଂଚଳରେ ଗତକାଲି ଦେଖିବାକୁ ମିଳିଛି ଏହି ଘଟଣା। ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।!-->…