Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ମିଳିବନି ବିଜେଡି ଓ ୱାଇଏସ୍ଆର କଂଗ୍ରେସର ସମର୍ଥନ!
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ରଣନୀତି କରୁଥିବା ବିରୋଧୀ ଦଳଗୁଡ଼ିକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ଅନ୍ୟ ବିରୋଧୀ!-->…
କାହାକୁ କରୋନାଭାଇରସ୍ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: କରୋନାଭାଇରସ୍ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ, କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।ସୁପ୍ରିମ୍ କୋର୍ଟ!-->…
କ୍ୟାମ୍ପସ୍ ପରିଦର୍ଶନ ପାଇଁ ରାହୁଲ୍ ଗାନ୍ଧୀଙ୍କୁ ଅନୁମତି ଦେଲାନି ହାଇଦ୍ରାବାଦ୍ର ଓସ୍ମାନିଆ ବିଶ୍ବବିଦ୍ୟାଳୟ
ହାଇଦ୍ରାବଦ: ରାହୁଲ୍ ଗାନ୍ଧୀଙ୍କୁ କ୍ୟାମ୍ପସ୍କୁ ଆଣିବା ଲାଗି କଂଗ୍ରେସ ପାର୍ଟିକୁ ତେଲେଙ୍ଗାନାସ୍ଥିତ ଓସ୍ମାନିଆ ବିଶ୍ବବିଦ୍ୟାଳୟ ଅନୁମତି ଦେବା ଲାଗି ଅଗ୍ରାହ୍ୟ କରି ଦେଇଛି। ମେ ୬ ଓ ୭ ତାରିଖରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ତେଲେଙ୍ଗାନା ଗସ୍ତରେ ବାହାରି ଥିବାରୁ ରାଜ୍ୟ କଂଗ୍ରେସ!-->…
ରୁଷ୍କୁ ଏକଘରିଆ କରିବା ଲାଗି ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ଜର୍ମାନି
ବ୍ଲୁମ୍ବର୍ଗ: ରୁଷ୍କୁ ଏକଘରିଆ କରିବାର ଉଦ୍ୟମସ୍ବରୂପ ଆସନ୍ତା ମାସରେ ‘ଗ୍ରୁପ୍ ଅଫ୍ ସେଭେନ୍ ଲିଡର୍ସ’ର ଶିଖର ବୈଠକକୁ ବିଶେଷ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ଲାଗି ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସୋଲ୍ସ୍ ଯୋଜନା କରୁଛନ୍ତି।ପାଳି ଅନୁଯାୟୀ!-->…
ବର୍ଲିନ୍ରେ ଛୋଟ ବାଳିକାଠାରୁ ସୁନ୍ଦର ଉପହାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ବର୍ଲିନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଛୋଟ ବାଳିକାଠାରୁ ସୁନ୍ଦର ଉପହାରଟିଏ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ଉପହାର ଗ୍ରହଣ କରୁଥିବା ସମୟର ଯେଉଁ ଭିଡିଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ ଟୁଇଟ୍ କରିଛନ୍ତି ତାହା ଦ୍ରୁତ ଗତିରେ ଭାଇରାଲ୍!-->…
ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ଆଣିପାରେ କରୋନାର ନୂଆ ଲହର
ଜୋହାନ୍ସବର୍ଗ: ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ମାନବ ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରିପାରେ। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ଏହା ଜାଣିବାକୁ ପାଇଥିବା କହିଛନ୍ତି। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟର!-->…
ଲାଉଡସ୍ପିକର ଆବିଷ୍କୃତ ହେବା ପୂର୍ବରୁ କ’ଣ ଦେଶରେ ଭଗବାନ ନଥିଲେ?
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ ବିଭିନ୍ନ ମନ୍ଦିର ବା ମସଜିଦ ବାହାରେ ଲାଉଡସ୍ପିକର ଲଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏହା ଉପରେ ନିଜର ପ୍ରତିକ୍ରିୟା!-->…
ଅନ୍ତ୍ୟେଷ୍ଟି ବେଳେ ଅଘଟଣ, ଜଳିଗଲେ ୧୧ ଜଣ
ମୁମ୍ବାଇ: ଅନ୍ତ୍ୟେଷ୍ଟି ବେଳେ ଘଟିଲା ଅଘଟଣ। ଶବଦାହ କରାଯାଉଥିବା ନିଆଁରେ ଜଳିଗଲେ ୧୧ ଜଣ। ଏଭଳି ଏକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ପୂର୍ବରୁ ଜଳୁଥିବା ଚିତା ଉପରେ ପେଟ୍ରୋଲ ଢ଼ାଳିବା ପରେ ନିଆଁ ବ୍ୟାପି ଯାଇଥିଲା। ଏଥିରେ ୧୧ ଜଣଙ୍କ ଗୁରୁତର!-->…
ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ଗିରଫ
ଚଣ୍ଡିଗଡ: ପଞ୍ଜାବ ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଆଜି ସକାଳ ସାଢ଼େ ୭ଟାରେ ମୋହାଲିରୁ ଏହି ଘଟଣାର ମୁଖ୍ୟ ଅଭିଯକ୍ତ ବରଜିନ୍ଦର ସିଂହଙ୍କୁ ପୁଲିସ ଗିରଫ କରିଛି। କୁହାଯାଉଛି ଯେ, ବରଜିନ୍ଦର ଜଣେ ପେଶାଗତ ଅପରାଧୀ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା!-->…
ମୁସଲିମ ବିରୋଧୀ ବୟାନ ଦେଇ ପୂର୍ବତନ କଂଗ୍ରେସ ନେତା ଗିରଫ
ଥିରୁବନ୍ତପୁରମ୍: ଗିରଫ ହେଲେ କେରଳର ବରିଷ୍ଠ ରାଜନେତା ତଥା ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ। ମୁସଲମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ରବିବାର ତାଙ୍କୁ ପୁଲିସ ଗିରଫ କରିଛି।ଅଧିକାରୀମାନେ କହିଛନ୍ତି ଯେ ରବିବାର ଦିନ ତିରୁବନନ୍ତପୁରମରେ!-->…