Browsing Category

ଦେଶ

ନେଟଫ୍ଲିକ୍ସ ଓ ଆମାଜନ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଏସିଆର ଦୁଇ ଧନୀ ବ୍ୟବସାୟୀ

ମୁମ୍ବାଇ/ ଭୁବନେଶ୍ୱର: ଏସିଆ ମହାଦେଶର ଦୁଇ ଧନୀ ବ୍ୟବସାୟୀ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ଯୋଜନା କରୁଛନ୍ତି । ମୁଖ୍ୟତଃ ନେଟଫ୍ଲିକ୍ସ ଓ ଆମାଜନ କବଳରେ ଥିବା ଓଟିଟି ବଜାରରେ ରିଲାଏନ୍ସ ଓ ଆଦାନି ଗ୍ରୁପ ନିଜ ଉପସ୍ଥିତିକୁ ଆଗକୁ ନେଉଛନ୍ତି ।…

ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ : ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ଜୟପୁର: ପୁଣି ବାହାରିଛି ରାଜସ୍ଥାନ କଂଗ୍ରେସର ପୁରୁଣା ରୋଗ। କିଛି ଦିନର ନୀରବତା ପରେ ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ଏପରି କି ନିଜେ ସଚିନ ପାଇଲଟ ମଧ୍ୟ…

ବିଏସଏଫ ଗାଁରେ ପଶି ଲୋକଙ୍କୁ ହତ୍ୟା କରୁଛି, ତାଙ୍କୁ ପୂରାଇ ଦିଅନି: ମମତା

କୋଲକାତା: ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧିକୁ ବିରୋଧ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରର ବିଜେପି ସରକାରଙ୍କୁ ନିଶାନା କରି ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିମି ବଳୟ ଭିତରେ ବିଏସଫକୁ…

ଅଖିଲେଶଙ୍କୁ ମାୟାବତୀଙ୍କ କାଉଣ୍ଟର: କହିଲେ ରାଷ୍ଟ୍ରପତି ନୁହେଁ, ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ

ଲକ୍ଷ୍ନୌ: ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କୁ କାଉଣ୍ଟର କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ସମାଜବାଦୀ ପାର୍ଟି ପକ୍ଷରୁ ମାୟାବତୀ ରାଷ୍ଟ୍ରପତି ହେବାକୁ ଚାହୁଁଥିବା ଗୁଜବ ପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି। ଏଥିସହ ସେ ରାଷ୍ଟ୍ରପତି ନୁହେଁ ବରଂ ରାଜ୍ୟର…

ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲନାଥ

ଭୋପାଲ: କଂଗ୍ରେସରେ ଏବେ ଇସ୍ତଫା ଓ ପୁର୍ନଗଠନ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କଂଗ୍ରେସ ନେତା କମଲନାଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିବା ସହ ଡା…

ରାଜଧାନୀରୁ ମିଳିଲା ୫୦ କେଜିର ହେରୋଇନ  

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମିଳିଛି ବିପୁଳ ପରିମାଣର ହେରୋଇନ ଓ ନଗଦ ଟଙ୍କା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦିଲ୍ଲୀର ଶାହୀନ ବାଗରୁ ୫୦ କେଜି ଓଜନର ଦାମୀ ହେରୋଇନ, ୪୭ କେଜି ଓଜନର ଅନ୍ୟ ସନ୍ଦିଗ୍ଧ ଡ୍ରଗ୍ସ ଓ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି।…

ସଜାଡ଼ି ହେଉଛି କଂଗ୍ରେସ: ଭୂପିନ୍ଦର ହୁଡ୍ଡାଙ୍କ ବିଶ୍ୱସ୍ତଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ନିଜର ଅସଜଡ଼ା ଘରକୁ ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ। ପ୍ରଥମ ପଦକ୍ଷେପ ସ୍ୱରୂପ ଦଳ ହରିଆଣାରେ ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପକ୍ଷରୁ ଉଦୟ ଭାନଙ୍କୁ ହରିଆଣାର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ କୁମାର ସୈଲଜା ଏହି ପଦବୀରେ ଥିଲେ। ହେଲେ ତାଙ୍କୁ ନିୟମିତ…

ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କଲେ ମିଆଁମାର୍‌ର ସାମରିକ ଅଦାଲତ

ନୂଆଦିଲ୍ଲୀ: ଆଜି ସାମରିକ ଶାସନାଧୀନ ମିଆଁମାରର ରାଜଧାନୀ ନେପିୟିଦରେ ଏକ ଅଦାଲତ ଦେଶର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଫେବ୍ରୁଆରି ମାସରେ ସେନାଦ୍ବାରା ବିତାଡ଼ିତ ୭୬ ବର୍ଷୀୟ ସୁ…

କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଥିଲେ ଜଣେ ସ୍ନାତକୋତ୍ତର, ୨ ସନ୍ତାନର ଜନନୀ ତଥା ଡାକ୍ତରଙ୍କ ପତ୍ନୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍‌ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ…

ମୋଦିଙ୍କୁ ଚିଠି ଲେଖିଲେ ୧୦୦ ବ୍ୟୁରୋକ୍ରାଟ, ବନ୍ଦ ହେଉ ଘୃଣାର ରାଜନୀତି

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଦେଶରେ ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମସ୍ତଙ୍କୁ ବ୍ୟଥିତ କରିଛି। ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ବଢ଼ୁଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟୁରୋକ୍ରାଟ । ଏଥିପାଇଁ ପାଖାପାଖି ୧୦୦ ଜଣ ପୂର୍ବତନ…