Browsing Category

ଦେଶ

ତୈଳ ଦର ବୃଦ୍ଧିକୁ ନେଇ ନିରବତା ଭାଙ୍ଗିଲେ ମୋଦି  

ନୂଆଦିଲ୍ଲୀ: ସମ୍ପ୍ରତି ଲଗାତାର ତୈଳ ଦର ବୃଦ୍ଧିକୁ ବିରୋଧ କରି ବିରୋଧୀ ହଙ୍ଗାମା ଜାରି ରଖିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ନିଶାନା କରିଆସୁଛନ୍ତି। ସାଧାରଣ ଲୋକଙ୍କୁ ତୈଳ ଦର ଅତିଷ୍ଟ କରିଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଉତ୍ତର ମାଗି ଆସୁଛନ୍ତି। ତେବେ…

ବାତିଲ ହୋଇପାରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ୨ ବୋର୍ଡ ପରୀକ୍ଷା, ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ ୨୭/୪: ବାତିଲ ହୋଇପାରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ୨ ବୋର୍ଡ ପରୀକ୍ଷା । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇପାରନେତି ସରକାର । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହେଉଛି ।…

କେଉଁ ସୁଦୂର ମହାକାଶରୁ ଉଲ୍‌କାଦ୍ବାରା ପୃଥିବୀକୁ ଆସିଛି ଜୀବସତ୍ତା

ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍‌ଏ) ଆସିଥିବା କଥା ଉଲ୍‌କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍‌କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍‌’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର…

ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ  

ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍‌ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ…

କୋଭିଡ୍‌ ଭୟ ଟଳି ନାହିଁ, କିନ୍ତୁ ଏବେ ଭାରତର ଅବସ୍ଥା ଭଲ ଅଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଏବେ ମଧ୍ୟ କୋଭିଡ୍‌ ଭୟର ଅବସାନ ଘଟିନାହିଁ। ତେଣୁ, ଜନସାଧାରଣ ଏହି ରୋଗ ଲାଗି ସମସ୍ତ ସତର୍କତା ମାନିବା ଉଚିତ ବୋଲି ଆଜି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ବିପଦ ଥିବା ସତ୍ତ୍ବେ ଏବେ ଭାରତର…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

ଲକ୍ଷ୍ନୌ: ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୧୭,୦୦୦…

ଜାହାଙ୍ଗୀରପୁରୀ ପରେ ଏବେ ଶାହିନବାଗ ପାଳି, ଦିଲ୍ଲୀର ଏସବୁ ଅଞ୍ଚଳରେ କରାଯିବ ଜବରଦଖଲ ଉଚ୍ଛେଦ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ପରେ ଏବେ ଶାହିନ ବାଗରେ ଚାଲିବ ବୁଲଡୋଜର। କିଛି ଦିନ ତଳେ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ବି ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମର ମେୟର ମୁକେଶ ସୁର୍ଯ୍ୟନ କହିଛନ୍ତି। ସେ…

ଯେତେବେଳେ ଏସିଆରେ ସଂକଟ ଥିଲା ..ୟୁରୋପୀୟ ଦେଶମାନେ ଆମକୁ ଉପଦେଶ ଶୁଣାଉଥିଲେ : ଜୟଶଙ୍କର

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଉପଦେଶ ଦେଉଥିବା ୟୁରୋପୀୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଯେତେବେଳେ ଏସିଆରେ ସଂକଟ ଥିଲା, ଆମକୁ ୟୁରୋପୀୟ ଦେଶମାନେ ଉପଦେଶ ଦେଉଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ…

କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍‌ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷା‌ର୍ଥୀ ରହିଛନ୍ତି।…

ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ…