Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି: କେଜ୍ରିୱାଲ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି। ହିମାଚଳ ପ୍ରଦେଶରେ ଏକ ବୈଠକକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ!-->…
ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସ ଯୁଗରେ, ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି : ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ଆଜି କାଲି ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ନ୍ୟାୟ ମଧ୍ୟ ତୁରନ୍ତ ଚାହୁଁଛନ୍ତି । ମାତ୍ର ଲୋକମାନେ ବୁଝିବା ଆବଶ୍ୟକ ଯେ ତୁରନ୍ତ ନ୍ୟାୟ ପାଇବା ଲକ୍ଷ୍ୟରେ ପ୍ରକୃତ ନ୍ୟାୟ ମିଳିନପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ।ମାଡ୍ରାସ!-->…
‘ତୁମ ପୁଅକୁ ସମ୍ଭାଳିପାରୁନି’ କହି ଆତ୍ମହତ୍ୟା କଲେ ଆଇଏଏସ ଅଧିକାରୀଙ୍କ ପତ୍ନୀ
ପାଟନା: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାଗେନ୍ଦ୍ର ନାରାୟଣ ସିଂଙ୍କ ପତ୍ନୀ ନୀତା ସିଂ (୫୨) ପୁଅ ସହିତ ଝଗଡା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିହାରର ପାଟନାର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ଆଶିଆନା-ଦିଘା ରୋଡରେ ଥିବା ଥ୍ରୀ ପାମ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୁରୁବାର!-->…
ଦିଲ୍ଲୀ ହିଂସା ମାମଲା: ୮ଦିନିଆ ରିମାଣ୍ଡରେ ଗଲେ ୫ ମୁଖ୍ୟ ଅଭିଯୁକ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ୫ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ୮ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିବା ବେଳେ ଦିଲ୍ଲୀର ରୋହିଣୀ କୋର୍ଟ ମଞ୍ଜୁର କରିଛନ୍ତି। ଅନ୍ୟପଟେ ଆଉ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୧୪ ଦିନିଆ!-->…
ହନୁମାନ ଚାଳିଶା ବିବାଦ: ମହାରାଷ୍ଟ୍ରର ନେତା ଦମ୍ପତି ଗିରଫ
ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ବିବାଦ ଘନଉଥିବା ବେଳେ ମହରାଷ୍ଟ୍ରର ଏମପି ନଭନୀତି ରାଣା ଏବଂ ତାଙ୍କ ବିଧାୟିକ ସ୍ୱାମୀ ରଭି ରାଣାଙ୍କୁ ମୁମ୍ବାଇର ଖାର ପୁଲିସ ଗିରଫ କରିଛି। ଉଭୟଙ୍କ ନାମରେ ୧୫୩ ଏରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହନୁମାନ!-->…
ମୋ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ମୋ ଇସ୍ତଫାପତ୍ର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବରେ ପଡ଼ିରହିଛି। ସିଏ ଯେତେବେ ବେଳେ ଚାହିଁବେ ନିଷ୍ପତ୍ତି ନେଇ ପାରିବେ। ତେଣୁ ଏଥିରେ କେହି ଗୁଜବ ନଖେଳାନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହେଲେଟ୍ କହିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନ!-->…
ସିବିଏସ୍ଇ ପାଠ୍ୟକ୍ରମରୁ ବାଦ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ
ନୂଆଦିଲ୍ଲୀ: ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଯୁକ୍ତିଯୁକ୍ତ ସୁପାରିଶ ଉପରେ ଏହି ପରିବର୍ତ୍ତନ ହୋଇଛି।!-->…
ଜଣେ ଆତଙ୍କବାଦୀ ନିହତ, ୩ ଗିରଫ
ଜମ୍ମୁ: ଆତଙ୍କବାଦୀ ନିପାତ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିହତ କରଥିବା ବେଳେ ୩ ଜଣ ଆତଙ୍କବାଦିଙ୍କୁ କାବୁ କରିଛନ୍ତି। ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ!-->…
ଚର୍ଚ୍ଚାରେ ଟିନା ଡାବିଙ୍କ ବିବାହ ବେଳର ଫଟୋ
ଜୟପୁର: ଚର୍ଚ୍ଚିତ ଆଇଏଏସ ଯୋଡ଼ି ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଡ.ପ୍ରଦୀପା ଗାୱେଣ୍ଡେଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ବିବାହ ବେଳେ ଉଭୟ ବେଶ ଖୁସିଥିବା କ୍ୟାମେରାରେ କଏଦ ହୋଇଛି । ଗତ ବୁଧବାର ଉଭୟଙ୍କ ବାହାଘର ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ହୋଇଛି। ଆଜି ସାମାରନଙ୍କର!-->…
ୟୁକ୍ରେନକୁ ମିଳିବ ଆମେରିକାର ରହସ୍ୟମୟ ଫୋନିକ୍ସ ଘୋଷ୍ଟ ଡ୍ରୋନ
ଓ୍ବାସିଂଟନ : ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ!-->…